ଓଃ କି ଡ୍ୟାନ୍ସ – Duty ରେ ଥିବା ସମୟରେ ମହିଳା ପୁଲିସ ଜଣଙ୍କ ଅଫିସ୍ ଭିତରେ କରୁଛନ୍ତି ଏମିତି କାଣ୍ଡ ….ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭି଼ଡିଓ……ନିଶ୍ଚିତ ଦେଖନ୍ତୁ

ସୋସିଆଲ ମିଡିଆରେ ଅନେକ ସମୟରେ ଡ୍ୟାନ୍ସ ଭିଡିଓ ଦେଖିବାକୁ ମିଳିଥାଏ , ଏହି ସୋସିଆଲ ମିଡିଆରେ କେତେକ ସମୟରେ ପୋଲିସ କର୍ମଚାରୀଙ୍କର ମଧ୍ୟ ଡ୍ୟାନ୍ସ ଭିଡିଓ ମଧ୍ୟ ଦେଖିବାକୁ ମିଳେ । ଆମେ ମାନେ ପୋଲିସ ସହତ ଜଡିତ ଯେତେ ମଧ୍ୟ ଡ୍ୟାନ୍ସ ଭଡିଓ ଦେଖୁ ସେଥିରେ ପୁରୁଷ ମାନେ ନାଚୁଥିବା ଏବଂ ଗୀତ ଗାଉଥିବାର ନଜର ଆସିଥାନ୍ତି । ମାତ୍ର ଏବେକା ସମୟରେ ସୋସିଆଲ ମିଡିଆରେ ମହିଳା ପୋଲିସ କର୍ମଚାରୀଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାର ନଜର ଆସୁଛି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ମହିଳା ପୋଲିସ କର୍ମଚାରୀ ଏକ ଭଜପୁରୀ ଗାତରେ ନିଜର ଠୁମକା ଲଗାଉଥିବାର । ସେମାନେ ଏହି ଗୀତର ଏମିତି ନାଚୁଛନ୍ତି କି ବଡ ବଡ ବାର ଡ୍ୟାନ୍ସର ମାନେ ମଧ୍ୟ ଲାଜେଇ ଯିବେ । ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକମାନେ ଏହି ନାଚର ତୁଳନା ବଲିଉଡର ଆଇଟମ ଅଭିନେତ୍ରୀ ମାନଙ୍କ ସହିତ ତୁଳନା କରିଥିଲେ ।

ଏହି ଭିଡିଓଟି ବିହାର ପୋଲିସ ଭାଗଲପୁର ପୋଲିସ ଲାଇନର ବୋଲି କୁହାଯାଉଛି । ଭିଡିଓରେ ମହିଳା ପୋଲିସ କର୍ମୀ ପୋଲିସ ବର୍ଦ୍ଦି ମଧ୍ୟ ପିନ୍ଧିଥିଲେ , ତେଣୁ ଏହି କଥା ପ୍ରତି କିଛି ଲୋକଙ୍କୁ ଅସୁବିଧା ହେଉଥିଲା । ସେମାନଙ୍କର କହିବା କଥା କି ଏହି ମହିଳା ପୋଲିସ କର୍ମୀ ମାନଙ୍କୁ ନିଜ ପୋଷାକର ମର୍ଯ୍ୟଦା ରଖିବା ଦରକାର ଥିଲା ।

ଅନ୍ୟ କେତେକ ଲୋକ ଏହା ମଧ୍ୟ କହୁଥିଲେ କି ପୋଲିସ ମାନେ ମଧ୍ୟ ମନୁଷ୍ୟ ଅଟନ୍ତି , ତେଣୁ ତାଙ୍କୁ ମଧ୍ୟ ନିଜର ଲାଇଫ ବଞ୍ଚିବାର ଅଧିକାର ଅଛି ।

ଭିଡିଓରେ ମହିଳା ପୋଲିସ କର୍ମୀ ତକିଆକୁ ନିଜ ହାତରେ ନେଇକରି ଡ୍ୟାନ୍ସ କରୁଥିଲେ । ତାଙ୍କର ପ୍ରତ୍ୟେକ ଠୁମକାରେ ତାଳି ବାଜୁଥିଲା । ଏହି ମହିଳା ପୋଲିସ କର୍ମୀ ଏପରି ଡ୍ୟାନ୍ସ କରୁଥିଲେ କି ଯିଏ ଦେଖିବ ତାଙ୍କର ଡ୍ୟାନ୍ସର ମଜିଯିବ । ସୋସିଆଲ ମିଡିଆରେ କେତେକ ଲୋକ ଏମିତି ଅଛନ୍ତ ଯେଉଁମାନଙ୍କୁ ଏହି ଡ୍ୟାନ୍ସ ବହୁତ ହିଁ ପସନ୍ଦ ଆସିଥିଲା । ଏହି ଭିଡିଓ ଏକ ଉତ୍ସବର କୁହାଯାଉଛି ମାତ୍ର ଏବେକା ସମୟରେ ଏହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

27 ମାର୍ଚ୍ଚରେ ଏକ ପାର୍ଟି ଆୟୋଜନ କରାଯାଇଥିଲା , ଏହି ପାର୍ଟିରେ ଅଧିକ ଲୋକ ପୋଲିସ କର୍ମୀ ଥିଲେ । ଏଥିରେ ମହିଲା ପୋଲିସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ସେହି ସମୟରେ ପୋଲିସ କର୍ମୀ ବହୁତ ଡ୍ୟାନ୍ସ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ପୋଲିସ କର୍ମୀ ବ୍ୟତୀତ 5 ଜଣ ପୁରୁଷ ପୋଲିସ କର୍ମଚାରୀ ମଧ୍ୟ ଥିଲେ ।


ପୋଲିସ କର୍ମଚାରୀଙ୍କର ଏପରି ଏକ କଥାରେ ଆପଣଙ୍କର କଣ ରାୟ ଅଟେ , କଣ ପୋଲିସ କର୍ମୀଙ୍କୁ ତାଙ୍କର ଲାଇଫ ଏନଜୟ କରିବାର ହକ ନାହିଁ । ମାତ୍ର ଏ ସମସ୍ତ ସହିତ ସେମାନଙ୍କୁ ନିଜ ପୋଷାକର ମର୍ଯ୍ୟଦା ରଖିବା ଆବଶ୍ୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।