ଓଃ କି ସିନ ! ଯାତ୍ରା ଷ୍ଟେଜ ଉପରେ ଏମିତି ଭୟଙ୍କର ସିନ ଜୀବନରେ କେବେ ଦେଖି ନଥିବେ…
ତେବେ ଫିଲ୍ମ ସିରିଏଲ ପରି ଯାତ୍ରା ଇଣ୍ଡଷ୍ଟ୍ରି ମଧ୍ୟ ହେଉଛି ନିଆଁରା ଯାହାକୁ ଦେଖିବା ଅନେକ ଲୋକ ପାଗଳ ପ୍ରାୟ ହୋଇ ରହି ଥାଆନ୍ତି | କାରଣ ଯାତ୍ରା କଳାକାର ମାନେ ପୁରା ନିଖୁଣ ଓ ଜୀବନ୍ତ ଅଭିନୟ କରି ଦେଖାଇ ଥାଆନ୍ତି |ଯାତ୍ରା ପ୍ରେମୀ ମାନେ ଭାବ ବିହ୍ଵଳ ହୋଇ କାନ୍ଦିବା ଆରମ୍ଭ ଆଉ କମେଡି ରେ ତାଳି ମାରିବା ହୁଇସିଲ ମାରିବା ଏକଥା କିଛି ନୂଆ ନୁହେଁ |
ଏକଥା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଆଉ ଯାତ୍ରା ପ୍ରେମୀ ମାନେ ମଧ୍ୟ ଜାଣନ୍ତି କି ରାତି ଅନିଦ୍ରା ହୋଇ ମୁହଁରେ ପାଉଡର ମାରି ଅଭିନୟ କରୁଥିବା କଳାକାର ମାନେ କିଛି ମନ କଥା କୁହନ୍ତି ନାହିଁ | ନାଟକ ରେ ଲେଖା ଥିବା ପ୍ରତିଟି ସ୍ୱଳାପ କୁ ଘୋଷି ମନେ ରଖି ସେମାନେ ଅଭିନୟ କରନ୍ତି |
ସମାଜ ରେ ଘଟୁ ଥିବା ପ୍ରତିଟି ଚିତ୍ର କୁ ଦେଖି ବେସ ଚମତ୍କାର ଭାବରେ ଅଭିନୟ କରନ୍ତି ଆଉ ଯାହାଙ୍କ ଅଭିନୟ ଦେଖି ଆମେ ତାଳି ମାରନ୍ତି ଆଉ ଖୁସି ହୁଅନ୍ତି ଆଉ ବେସ ଭାବ ବିହ୍ଵଳ ହୋଇ କାନ୍ଦି ବି ପକାନ୍ତି |
ଆମେ ଏମିତି ଅନେକ ଚିତ୍ର ଦେଖିଛନ୍ତି କି ଯେଉଁଠି ନାଟକ ଦେଖି ଅନେକ ଲୋକ କାନ୍ଦିବାର ବିମୁଗ୍ଧ ହୋଇ ତାଳି ମାରିବାର ମଧ୍ୟ ଆପଣ ଦେଖି ଥିବେ | ତେବେ ବେଳେ ବେଳେ ଯାତ୍ରା ମଞ୍ଚର କିଛି ଜବରଦସ୍ତ ସିନ ଦେଖିବା ପାଇଁ ମିଳି ଥାଏ ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇ ଥାଏ, ଆଉ ସେଭଳି ଏକ ସିନ ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ତେବେ ବର୍ତ୍ତମାନ ସମୟରେ ଯାତ୍ରା ନାଟକ ର ଏକ ଦମଦାର ସିନ୍ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଭାଇରାଲ ହେଉଥିବା ଏହି ଭିଡିଓ ରେ ରହିଛି ଖଳ ନାୟକ ଜଣଙ୍କ ଜଣେ ନିରୀହ ଅସହାୟ ଯୁବତୀ ଙ୍କୁ ବଳାତ୍କାର କରୁଥିବାର ଦୃଶ୍ୟ ଯାହାକି ଯେଉଁ ଦୃଶ୍ୟ ଖୁବ୍ ଜୀବନ୍ତ ହୋଇଛି |
ଖଳ ନାୟକ ଭୂମିକାରେ ଅଭିନୟ କରୁଥିବା କଳାକାର ଜଣଙ୍କ ଅତି ଜୀବନ୍ତ ଅଭିନୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି | ଯାହାର ଏକ ଝଲକ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି | ଏହି ଯାତ୍ରା ର ସିନ ଟିକୁ ଦେଖିଲେ ଆପଣ ଜାଣି ପାରିବେ ଦୃଶ୍ୟ ଟି କେତେ ଜୀବନ୍ତ ଅଟେ କାରଣ ଖଳ ନାୟକ ଯେଭଳି ଭାବେ ବଳାତ୍କାର କରି ଶାଢ଼ୀ ଟାଣୁଛନ୍ତି ତାହା ଖୁବ ଜୀବନ୍ତ ଥିଲା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।