ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି ଶାଳୀ ଭିଣେଇ ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ –

ଆଜି କାଲି ର ଯୁଗ ରେ ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ, କାରଣ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଜଣେ ବ୍ୟକ୍ତି ତାର କଳା ର ପ୍ରଦର୍ଶନ କରି ପାରେ | ଅନେକ ଲୋକ କିଛି ନା କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଏବଂ ତାହା ଅଧିକ ମାତ୍ରା ରେ ସେୟାର କରି ଲାଇକ କରି ଅନେକ ପ୍ରତିକ୍ରିୟା ମଧ୍ୟ ଦେଇ ଥାଆନ୍ତି | ଆପଣ ମାନେ ନିହାତି ଜାଣି ଥିବେ ଯେ ନାଚ ଓ ଗୀତ ଜୀବନ ରେ କେତେ ଯେ ବଡ଼ ସୁନ୍ଦର ଜିନିଷ ହୋଇ ଥାଏ, ଏହାକୁ ପ୍ରାୟ ଲୋକ ଭଲ ପାଇ ଥାଆନ୍ତି |

ଯଦି ଜଣେ ଏହି ନାଚ ଗୀତ ରେ ନିଜକୁ ହଜାଇ ଥାଏ ତେବେ ସେ ସବୁ କିଛି ଭୁଲି ଯାଇ ଥାଏ ଏବଂ ଦେଖିବା ଲୋକ ମଧ୍ୟ ମୋହିତ ହୋଇ ଯାଇ ଥାଏ | ଏଭଳି ଲୋକ ମଧ୍ୟ ଅଛନ୍ତି ଯେ ଏହି ନାଚ ଗୀତ ସେମାନଙ୍କୁ ପସନ୍ଦ ଆସି ନଥାଏ କିନ୍ତୁ ବେଶୀ ମାତ୍ରା ରେ ଲୋକ ଏହାକୁ ପସନ୍ଦ କରି ଥାଆନ୍ତି |

ତେବେ ଆଜି ଏଭଳି ଏକ ଭିଡ଼ିଓ ବିଷୟ ରେ କହିବୁ ଯେଉଁଥିରେ ଆପଣ ନାଚ ଦେଖିବେ କିନ୍ତୁ ସେହି ଭିଡ଼ିଓ କଥା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ |ତେବେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି ଯେ ଏକ ଶାଳୀ ଆଉ ଭିଣେଇ ଦୁହେଁ ମିଶି ନାଚୁଛନ୍ତି ଯାହାକୁ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଲାଗୁଛି |

କାରଣ ଏମାନେ ସମ୍ପର୍କ ରେ ଶାଳୀ ଭିଣେଇ ସତ କିନ୍ତୁ ସେମାନେ ଯେଉଁ ଭଳି ଖୁସି ଆନନ୍ଦ ରେ ନାଚୁଛନ୍ତି ତାହାକୁ ଯିଏ ବି ଦେଖିବ ସେ ଖୁବ ପସନ୍ଦ କରିବ | ତେବେ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଶାଳୀ ଜଣଙ୍କ ଶାଢ଼ୀ ରେ ସଜେଇ ହୋଇଛନ୍ତି ଯେଉଁଥିରେ କି ସେ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଆଉ ଭିଣେଇ ଙ୍କ ସହ ମିଶି ନାଚୁଛନ୍ତି |

ତେବେ ଏହି ଖୁସି ର ମୁହୂର୍ତ୍ତ କୁ ସେମାନେ ନିଜେ ମୋବାଇଲ ରେ ରେକର୍ଡ କରି ଥିଲେ ଏବଂ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥିଲେ | ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଲୋକ ମାନେ ମଧ୍ୟ ଖୁବ ପସନ୍ଦ କରିବା ସହ ଅନେକ ଭଲ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି | ଏହି ଭିଡ଼ିଓ ଟିକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ ଜୀବନ ରେ ଯେତେ ଦୁଃଖ କଷ୍ଟ ଥାଉ ନା କାହିଁକି କିନ୍ତୁ ବେଳେ ବେଳେ ଏମିତି ଖୁସି ମଜା କରିବା ନିହାତି ଦରକାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।