ଓଡ଼ିଆ ଫିଲ୍ମ ଜଗତରେ ଏକ ପ୍ରସିଦ୍ଧ ଅଭିନେତ୍ରୀ ସୋଫିଆ ଆଲାମ ଙ୍କ ଜୀବନି ଏବଂ ପରିବାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଆପଣ ମାନେ ଜାଣିଛନ୍ତି ଯେ ଓଡିଶା ର ଓଲିଓଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯେତେ ସବୁ ହେରୋଇନ ଅଛନ୍ତି l ସେମାନଙ୍କ ମଧ୍ୟ୍ୟ ରୁ ସୋଫିଆ ଆଲାମ ଅନ୍ୟ ତମ l ଯେ କିଛି କେବଳ ଓଲିଓଡ଼ ଫିଲ୍ମ ଜଗତରେ ନୁହେଁ ସେ ମଧ୍ୟ ଅନେକ ସିରିଏଲ ଧାରାବାହିକ ଜଗତରେ ଯିଏକି ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି l ଏହି ସୁନାମ ଧନ୍ୟ ଅଭିନେତ୍ରୀ ସୋଫିଆ ଙ୍କର ବହୁତ ପ୍ରଶଂସକ ଅଛନ୍ତି l

ଯେଇଁ ମାନେ ସୋଫିଆ ଙ୍କର ଫଲୋ କରୁଛନ୍ତି l ଅlପଣ ଜାଣି ନ ଥିବେ ଯେ ସୋଫିଆ ବିଷୟରେ ଆପଣ ବହୁତ କିଛି ଜାଣି ଥିବେ କିନ୍ତୁ ଆପଣ ମାନେ ସୋଫିଆ ଙ୍କର ଜୀବନ ବିଷୟରେ ପ୍ରାୟ ଜାଣି ନଥିବେ l

ଆଜି ଆମେ ତାଙ୍କ ର ଜୀବନ ଶୈଳୀ ଓ ଲାଇଫ ଷ୍ଟାଇଲ ବିଷୟରେ କହିବୁ l ସୋଫିଆ ଆଲାମ ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରି ଥିଲେ l ସେ ଏପ୍ରିଲ ମାସ 30 ତାରିଖ ରେ ଜନ୍ମ ଗ୍ରହଣ କରି ଥିଲେ l ସୋଫିଆ ଙ୍କର ପିତା ସ୍ବର୍ଗତ କଣ୍ଠ ଶିଳ୍ପୀ ସିକନ୍ଦର ଆଲାମ l ସେ ଅନେକ ଗୀତ ଗାଇ ପ୍ରସିଦ୍ଧି ଲାଭ କରି ଥିଲେ l

ତାଙ୍କ ମାତା ଙ୍କ ନାମ ନାଇମା ଆଲାମ ସେ ବହୁତ ଭଲ ପ୍ରସିଦ୍ଧ ଲୋକ ଥିଲେ l ତାଙ୍କ ଭଉଣୀ ନାଜିଆ ଆଲାମ l ସେ ଜଣେ କ୍ଲାସିକାଲ ସିଙ୍ଗର ଥିଲେ l ସେ ବହୁତ ଗୁଡିଏ କ୍ଲାସିକାଲ ଗୀତ ଗାଇ ପ୍ରସିଦ୍ଧ ହୋଇ ଛନ୍ତି l ସୋଫିଆ ଆଲାମ ଙ୍କର ଗୋଟିଏ ଝିଅ ମଧ୍ୟ ଅଛି l

ସୋଫିଆ ଆଲାମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନୟ କରି ଛନ୍ତି l ସୋଫିଆ ପ୍ରଥମେ ଡ଼ିଡ଼ି ଓଡ଼ିଆ ଚେନାଲ ରେ ‘ବିଧାତା ର ଖେଳ ‘ ଧାରାବାହିକ ରେ ପ୍ରଥମ ଅଭିନୟ ଆରମ୍ଭ କରି ଥିଲେ l ପରବର୍ତ୍ତୀ ସମୟ ରେ ସେ ଦୁହିତା, ମହାଯଜ୍ଞ ଆଦି ଧାରାବାହିକ ରେ ସେ ଅଭିନୟ କରି ଛନ୍ତି l ପୁଣି ସେ ‘ଇ’ ଟିଭି ଚେନାଲ ରେ ଭାଗ୍ୟ ବିଧାତା, ଗାୟତ୍ରୀ, ସଂସ୍କାର ଭଳି ଅନେକ ଧାରାବାହିକ ରେ ଅଭିନୟ କରି ଛନ୍ତି l

 ସୋଫିଆ ଅନେକ ଫିଲ୍ମ ମଧ୍ୟ କରି ଛନ୍ତି l ସେ ପ୍ରଥମେ 2009 ମସିହା ରେ ‘ଡ୍ରିମ ଗାର୍ଲ ‘ଫିଲ୍ମ ରେ ଅଭିନୟ କରି ଥିଲେ l ସୋଫିଆ ଏମିତି ବହୁତ ଗୁଡିଏ ଫିଲ୍ମ ମଧ୍ୟ କରି ଛନ୍ତି l ଏହି ଫିଲ୍ମ ଗୁଡ଼ିକ ବହୁତ ଶିକ୍ଷଣୀୟ ଅଟେ l ସୋଫିଆ ଏହି ଭଳି ଅନେକ କାର୍ଯ୍ୟ ମଧ୍ୟ କରି ଛନ୍ତି ଯାହାକି ତାଙ୍କ ଫିଲ୍ମ ଓ ଧାରାବାହିକ ଗୁଡ଼ିକ ବହୁତ ଜଣା ଶୁଣା ଅଟେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।