ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କର ଜୀବନୀ ଏବଂ ପରିବାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଆପଣ ମାନେ ନିଶ୍ଚିତ ଭାବେ ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ଭଲ ଭାବରେ ଜାଣି ଥିବେ। ତେବେ ଆଜି ଆମେ ସେହି ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କ ଜୀବନୀ ବିଷୟ ରେ ଜାଣିବା । ତେବେ ଆସନ୍ତୁ ଜାଣିବା ।

ଜ୍ୟୋତି ମିଶ୍ର ଙ୍କ ଜନ୍ମ ଫେବୃଆରୀ ମାସ ୨୨ ତାରିଖ ରେ ଅଟେ । ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି । ସେ ଏବେ ବିବାହ କରି ସାରିଛନ୍ତି ଓ ତାଙ୍କ ର ଗୋଟିଏ ପୁଅ ମଧ୍ୟ ଅଛି । ସେ ନିଜ ପୁଅ ସହିତ ଅନେକ ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରି ଥାଆନ୍ତି । ଅଭିନେତ୍ରୀ ଜ୍ୟୋତି ମିଶ୍ର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟ ରେ ପାଠ ପଢି ଥିଲେ ।

ତେବେ ସେ ନିଜ ର ଫିଲ୍ମ୍ କ୍ୟାରିୟର ୧୯୯୮ ମସିହା ରୁ ଆରମ୍ଭ କରି ଥିଲେ । ପ୍ରଥମେ ସେ ଓଡ଼ିଆ ଆଲବମ୍ ଗୀତ ର ହିରୋଇନ୍ ଭାବେ କାମ କରୁଥିଲେ । ତେବେ ତାଙ୍କ ଅଭିନୀତ ଅନେକ ଓଡ଼ିଆ ଆଲବମ୍ ବହୁତ୍ ଫେମଶ୍ ହୋଇ ଥିଲା ।ତାଙ୍କ ର ଅଭିନୟ ଓ ନୃତ୍ୟ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରୁ ଥିଲେ।

ଏହା ପରେ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଥିଲେ । ୧୯୯୮ ମସିହା ରେ ଓଡ଼ିଆ ଫିଲ୍ମ୍ ଷୌଭାଗ୍ୟବତି କଥା ଚିତ୍ର ରେ ସେ ପ୍ରଥମେ ଅଭିନୟ କରିଥିଲେ। ଏହା ଥିଲା ତାଙ୍କ ର ପ୍ରଥମ ଓଡ଼ିଆ ଫିଲ୍ମ୍ ଓ ସେ ଏହି ଠାରୁ ନିଜର କ୍ୟାରିୟର ଆରମ୍ଭ କରି ଥିଲେ। ତାଙ୍କ ଅଭିନୀତ ତୋ ଆଖି ମୋ ଆଇନା ଫିଲ୍ମ୍ ତାଙ୍କ ର ସୁପର୍ ହିଟ୍ ହୋଇ ଥିଲା ।

ଏହି ଫିଲ୍ମ୍ ରେ ସେ ଓଡ଼ିଆ ହିରୋ ସିଦ୍ଧାର୍ଥ ମହାନ୍ତି ଙ୍କ ସହିତ ନଜର ଆସି ଥିଲେ । ଏହା ପରେ ୨୦୦୬ ମସିହା ରେ ତାଙ୍କ ଫିଲ୍ମ୍ “ତୁ ଏକା ଆମ ସାହା ଭରଷା ” ମଧ୍ୟ ଖୁବ୍ ମାତ୍ରା ରେ ହିଟ୍ ହୋଇ ଥିଲା । ଏହା ପରେ ସେ ଆଉ ଏକ ବେଙ୍ଗଲୀ ଫିଲ୍ମ୍ ମଧ୍ୟ କରିଛନ୍ତି । ସେ ବେଙ୍ଗଲୀ ଫିଲ୍ମ୍ “ଜ୍ୟୋତି” ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ନଜର ଆସି ଥିଲେ । ତେବେ ଜ୍ୟୋତି ମିଶ୍ର ନିଜ କ୍ୟାରିୟର ମଧ୍ୟ ରେ ୧୫ ରୁ ଅଧିକ ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ଅଛନ୍ତି ।

ତାଙ୍କ ର କେତୋଟି ଫିଲ୍ମ୍ ମଧ୍ୟ ରୁ ତୁ ଏକା ଆମ ସାହା ଭରଷା , ତୋ ଆଖି ମୋ ଆଇନା , ମାତୃ ଶକ୍ତି , ଧର୍ମ ସହିଲେ ହେଲା , ମା ମଙ୍ଗଳା , ମନ ରହିଗଲା ତୁମରି ଠାରେ , ବୋଉ , ସହର ଜଳୁଛି , ସିନ୍ଦୂର ନୁହେ ଖେଳ ଘର , ଏଇଠି ସ୍ୱର୍ଗ ଏଇଠି ନର୍କ ଆଦି କେତୋଟି ଓଡ଼ିଆ ଇଣ୍ଡଷ୍ଟ୍ରି ର ହିଟ୍ ଫିଲ୍ମ୍ ଅଟେ ।

ଓଡ଼ିଆ ଫିଲ୍ମ୍ ସହିତ ଜ୍ୟୋତି ମିଶ୍ର ବେଙ୍ଗଲୀ , ତେଲଗୁ ଫିଲ୍ମ୍ ରେ ମଧ୍ୟ ଅଭିନୟ କରି ଥିବାର ନଜର ଆସିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।