ବଡ ଖବର ! ପୁଣି ଫେବୃଆରୀ 15 ରେ ହେବ ଓଡିଶା ବନ୍ଦ , ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ ଏବଂ ଜାଣନ୍ତୁ କଣ ପାଇଁ ବନ୍ଦ ହେବ ?

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ ଖବର ସମ୍ବଦ୍ଧରେ ସୂଚନା ପ୍ରଦାନ କରିବୁ ତେବେ ଏହା ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ଦେଶର ପରିସ୍ଥିତି କେମିତି ରହିଛି କରୋନା କଟକଣା ପରେ ଏବେ ଦେଶର ଆର୍ଥିକ ସ୍ଥିତିରେ ବହୁତ ପରିବର୍ତ୍ତନ ଦେଖାଦେଇଛି । ଆମ ଦେଶର ଆର୍ଥିକ ସ୍ଥିତି ଏବେ ବହୁତ ମାତ୍ରାରେ ଦୁର୍ବଳ ହୋଇଯାଇଛି ମାତ୍ର ତାହାକୁ ସବଳ କରିବାରେ ଆଗରୁ ଯେଉଁପରି ଥିଲା ସେହିପରି କରିବାରେ ସରକାର ବହୁତ ଚିନ୍ତାରେ ରହିଛନ୍ତି ଏଥିପାଇଁ ଅନେକ କାମ ମଧ୍ୟ କରୁଛନ୍ତି ।

କରୋନା କଟକଣା ପରେ ଏବେ ଅନ୍ୟ ଗୋଟେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଦିଲ୍ଲୀରେ କୃଷକ ମାନଙ୍କର ଆନ୍ଦୋଳନ , ଏହି ଆନ୍ଦୋଳନ ଦୀର୍ଘ ଦୀନ ଧରି ଚାଲୁରହିଛି ଏବଂ ଏଥିରେ ଅନେକ କୃଷକ ମାନେ ମଧ୍ୟ ପ୍ରାଣ ତ୍ୟାଗ କରୁଛନ୍ତି । ତେବେ ସରକାରଙ୍କର ସହ ଅନେକ ପ୍ରକାର ବୈଠକ ହୋଇଥିଲେ ମଧ୍ୟ କୃଷକ ମାନେ ସରକାରଙ୍କର ପ୍ରସ୍ତାବରେ ରାଜି ହୋଇନାହାନ୍ତି ଏବଂ ଏଥିପାଇଁ ଅନେକ ଥର ଭାରତ ବନ୍ଦ ଡାକରା , ଚକାଜାମ ଏପରି ଅନେକ ଆନ୍ଦୋଳନ ମାନ କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଡ କଥା ସମ୍ବଦ୍ଦରେ ସୂଚନା ପ୍ରଦାନ କରୁଛୁ ତାହା କଂଗ୍ରେସ ତରଫରୁ ଘୋଷଣା କରାଯାଇଛି , କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି କି ଆସନ୍ତା ଫେବୃଆରୀ 15 ତାରିଖରେ ଓଡିଶା ବନ୍ଦ ଡାକରା ।

ତେବେ ଏପରି ହଠାତ ଏକ ବନ୍ଦ ଡାକରା ନେବାର କାରଣରେ କହିଛନ୍ତି କି ସରକାର ରାଜ୍ୟର ପେଟ୍ରୋଲ , ଡିଜେଲ , ଗ୍ୟାସର ଦାମର ବୃଦ୍ଧି , ଚାଷୀ ମାନଙ୍କର ସମସ୍ୟା , ରାଜ୍ୟର ଜଳ ଏବଂ ରାଜ୍ୟ ବାସୀଙ୍କୁ ସହାୟତା ପ୍ରଦାନ କରିପାରୁନଥିବାରୁ ସେ ଏପରି ଏକ ବନ୍ଦ ଡାକରା ଦେଇଛନ୍ତି ଫେବୃଆରୀ 15 ତାରିଖରେ ।

ପିସିସି ସଭାପତି ନିରଞ୍ଜନ କହିଛନ୍ତି କି ଏହି ବନ୍ଦ ଡାକରା ସକାଳ 7 ରୁ ଅପରାହ୍ନ 1 ଯାଏ ଚାଲୁ ରହିବ । ସେ ଓଡିଶାର ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ରାଜ୍ୟବାସୀ ମାନେ ତାଙ୍କର ଏହି କାର୍ଯ୍ୟରେ ତାଙ୍କୁ ସହାୟତା କରିବେ ଅର୍ଥାତ ତାଙ୍କର ବନ୍ଦ ଡାକରାରେ ଯୋଗ ଦେବେ ଏବଂ ଏହାକୁ ସଫଳ କରିବେ ।

ସେ କହିଛନ୍ତି କି ଓଡିଶାର ସ୍ୱାର୍ଥ ପାଇଁ ଏବଂ ଜନସାଧାରଣ ମାନଙ୍କୁ ସଚେତନ କରିବା ପାଇଁ ଏହି ଡାକରା ପ୍ରଦାନ କରାଯାଇଛି । ଏଥିରେ ଓଡିଶା ବାସୀଙ୍କର ସ୍ୱାର୍ଥ ଲୁଚି ରହିଥି ତେଣୁ ସେମାନେ ଏଥିରେ ଯୋଗ ଦେବେ । ଏହି ଡାକରା ଏକ ଶାନ୍ତିପୂର୍ଣ୍ଣ ପରିସ୍ଥିତିରେ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।