ଦେଖନ୍ତୁ ଭିଡ଼ିଓ । ନୂଆ ନୂଆ ବାହାହୋଇଥିବା ସେଲିବ୍ରିଟି ମାନେ ଏବେ ଶାଶୂ ଘରେ କେମିତି ଅଛନ୍ତି ଦେଖନ୍ତୁ….

ଏହି ଲିଷ୍ଟ ରେ ସର୍ବ ପ୍ରଥମେ ଆସନ୍ତି ଦିପ୍ତିରେଖା ପାଢ଼ୀ । ଦିପ୍ତିରେଖା ପାଢ଼ୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ଆଲିଉଡ ରେ ବହୁତ୍ ଗୀତ ଗାଇ ସେ ପ୍ରସିଦ୍ଧ ହୋଇ ପାରିଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ ଯିଏ ସବୁ ଓଡ଼ିଆ ମାନଙ୍କ ର ପ୍ରିୟ ଗାୟିକା ଅଟନ୍ତି ସେ ୨୦୦ ରୁ ଅଧିକ ଓଡ଼ିଆ ଫିଲ୍ମ୍ ଗୀତ , ଭଜନ ଆଦି ଗାଇ ଘରେ ଘରେ ପରିଚିତ ଅଟନ୍ତି ଓ ନିଜ ଗୀତ ମାଧ୍ୟମ ରେ ସେ ଲୋକ ମାନଙ୍କ ମନରେ ଏକ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ତାଙ୍କ ଗୀତ ର ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ ଗତ ଦୁଇ ଦିନ ତଳେ ଶିଳ୍ପପତି ସୌମ୍ୟ ଙ୍କୁ ବିବାହ କରିଛନ୍ତି। ତେବେ ଦିପ୍ତିରେଖା ପାଢ଼ୀ ଙ୍କ ଗୀତ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଓ ତାଙ୍କର ପ୍ରାୟ ସବୁ ଗୀତ ସୁପର୍ ହିଟ୍ ହୋଇ ପାରିଛି । ତାଙ୍କର ଗୀତ ଯୋଗୁଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି ।

ଏହା ପରେ ଦିତୀୟ ରେ ଆସୁଛନ୍ତି ଆପଣ ଙ୍କ ପ୍ରିୟ ସୋନାଲି ପ୍ରଜ୍ଞା ସାଗର ଯିଏ କି କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ର ଅଭିନୟ କରୁଛନ୍ତି । ତେବେ କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ଚରିତ୍ର ରେ ଅଭିନୟ କରିବା ପୂର୍ବରୁ ସେ ଆହୁରି ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି। ଏହା ସହିତ କିଛି ଓଡ଼ିଆ ଫିଲ୍ମ୍ ରେ ମଧ୍ୟ ସେ ନଜର ଆସିଛନ୍ତି । ସୋନାଲି ଗତ ଦୁଇ ଦିନ ତଳେ ବିବାହ କରିଛନ୍ତି ।

ସେ ଜଣେ କଟକ ର ବଡ଼ ବିଜନେସ ମ୍ୟାନ ଅଟନ୍ତି।ତେବେ ବାହାଘର ପରେ ସୋନାଲି ଯିଏକି ଆପଣ ମାନଂକ ର କୁଆଁରୀ ବୋହୂ ଧାରାବାହିକ ର ପ୍ରିୟ କବିତା ଅପା ଭାବେ ଅଭିନୟ କରୁଛନ୍ତି ସେ ଏବେ ତାଙ୍କ ଶାଶୁଘରେ ଅଛନ୍ତି ମାନେ କଟକ ରେ ଅଛନ୍ତି । କିଛି ମାସ ପୂର୍ବରୁ କବିତା ଅପା ବା ସୋନାଲି ଓ ରାଜେଶ ଙ୍କ ର ନିର୍ବନ୍ଧ ଶେଷ ହୋଇ ଥିଲା। କିନ୍ତୁ କରନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଜାରି କରା ଯାଇ ଥିବା ରୁ ତାଙ୍କ ବିବାହ ହୋଇ ପାରି ନଥିଲା ।

କିନ୍ତୁ ଏବେ ସମ୍ପୂର୍ଣ ଗାଇଡ ଲାଇନ ଅନୁସାରେ ସୋନାଲି ଓ ରାଜେଶ୍ ବିବାହ ବନ୍ଧନ ରେ ବାନ୍ଧି ହୋଇ ଅଛନ୍ତି ।  ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ଏହି ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୂ ଧାରାବାହିକ ରେ ଲୋକ ମାନେ କବିତା ଅପା ଚରିତ୍ର ରେ ସୋନାଲି କୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।