Jyotisa Shastra – ନୂଆବର୍ଷରେ ( ୫ଟି ରାଶି ) ମହାଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ଘରକୁ ଆସିବ ପୁଳା ପୁଳା ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁବେଳେ ସମସ୍ତ ଙ୍କର ସମାନ ସମୟ ନ ଥାଏ l ତେଣୁ ଏହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

ଆସନ୍ତା 2021 ପାଖରୁ ଏହି ବର୍ଷ ପର୍ଯ୍ୟନ୍ତ ପୁରା ବଦଳି ଯିବ l ଏହି ରାଶି ରେ ସମସ୍ତ ଦେବତା ମାନେ ସବୁବେଳେ ନିଜର ଶୁଭ ସମୟ ଅନୁସାରେ ହୋଇ ଚାଲିଥଏ l l

ଗ୍ରହର ସିଧା ଗତି 2021 ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ ଚଳିତ ବର୍ଷ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ lସବୁ ରାଶି ବିଷୟରେ ଆମ ହିନ୍ଦୁ ଧର୍ମ ରେ ବର୍ଣିତ ହୋଇଛି l ଏହି ନୂଆ ବର୍ଷ ରୁ ଭାଗ୍ୟ ବଦଳି ଯିବ ଏହି 5 ଟି ରାଶି ର l ଚାଲନ୍ତୁ ଜାଣିବା ଏହି ଗୁଡିକ ବିଷୟରେ

1-କୁମ୍ଭ ରାଶି -ଏହି ରାଶି ର ଲୋକ ମାନେ ବହୁତ ଶାନ୍ତ ସରଳ ସ୍ୱାଭିମାନୀ ଲୋକ ହୋଇ ଥାନ୍ତି l ସେ ମାନେ ସମସ୍ତ ଙ୍କୁ ସମ୍ମାନ ଦେଇ କଥା କହି ଥାନ୍ତି l ଏହି ରାଶି ମାନଙ୍କର ଲୋକ ମାନେ ତାଙ୍କର ମାନ ପ୍ରତିଷ୍ଠା ହେବ l

2- ସିଂହ ରାଶି –ଏହି ରାଶିରେ ଅନେକ ଉନ୍ନତି ହେବ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l

3-ତୁଳା ରାଶି -ଏହି ନୂଆ ବର୍ଷ ପାଖରୁ ଏହି ରାଶି ର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l

4- ବିଛା ରାଶି – ଯଦି ଏହି ରାଶି ର ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l ଅନେକ ପରିବର୍ତ୍ତନ ହେବ ଏହି ରାଶି ର ଲୋକ ମାନଙ୍କର l

5-କୁମ୍ଭ ରାଶି – ଏମାନଙ୍କୁ ସମସ୍ତେ ସମ୍ମାନ ମିଳିବ l ଏହି ରାଶି ଲୋକ ମାନେ ଦୀର୍ଘ ଯାତ୍ରା କରିବେ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।