ନୂଆ ବାହା ହୋଇଥିବା ଅଭିନେତ୍ରୀ ରିୟା ଦେ ତାଙ୍କ ସ୍ୱାମୀଙ୍କ ସହିତ ଶାଶୁ ଘରେ ଏମିତି ରହୁଛନ୍ତି, ସୋସିଆଲ ମି଼ଡିଆରେ ଭିଡିଓ ଅପଲୋଡ୍ କଲେ ଅଭିନେତ୍ରୀ ରିୟା…..

ଆଜି ଆମେ ଆପଣ ମାନଙ୍କୁ ଏକ ଅଭିନେତ୍ରୀଙ୍କର ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ହିଁ ଭଲ ପାଉଥିବେ । ଏହା ସହିତ ସୋସିଆଲ ମିଡିଆରେ ଏବେ ସେହି ହିରୋଇନଙ୍କର ଚର୍ଚ୍ଚା ବହୁତ ମାତ୍ରାରେ ହେବାରେ ଲାଗିଛି । ଏପରି ତ ଆପଣ ମାନେ ଜାଣିଛନ୍ତି କି ସୋସିଆଲ ମିଡିଆରେ ସର୍ବଦା ଅଭିନେତ୍ରୀ ମାନେ ଚର୍ଚ୍ଚାରେ ରହିଥାନ୍ତି । ସେମାନେ ନିଜର ସୁନ୍ଦରତା ହେଉ ବା ଲାଇପ ଷ୍ଟାଇଲ ହେଉ ବା ଲଭ ଲାଇଫ କିମ୍ବା ନିଜର ଚଳଚ୍ଚିତ୍ର ପାଇଁ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏହା ସହିତ କଳାକାର ମାନଙ୍କର ଗୋଟିଏ କାମ ଭାଇରାଲ ହେଲେ ତାହା ସୋସିଆଲ ମିଡିଆରେ ନିଆଁ ପରି ପ୍ରସାର ହେବାରେ ଲାଗେ ।

ଆମେ ଆପଣ ମାନଙ୍କୁ ଯେଉଁ ହିରୋଇନଙ୍କର ବିଷୟରେ କହିବୁ ସେ ହେଉଛନ୍ତି ଓଲିଉଡର ହଟ ଏବଂ ସେକ୍ସି ଗାର୍ସ ରିୟା ଦେ । ତେବେ ଆପଣ ମାନେ ତ ରିୟାଙ୍କୁ ବହୁତ ଭଲ ପାଉଥିବେ କାରଣ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କର ଷ୍ଟାଇଲ ମଧ୍ୟ ସୁପର ଅଟେ ।

ଏହା ସହିତ ତାଙ୍କର ଅଭିନୟ ପ୍ରତି ନିଷ୍ଟା ଏବଂ ଭଲପାଇବା ଦ୍ୱାରା ସେ ଲୋକମାନଙ୍କର ବହୁତ ପ୍ରିୟ ଭାଜନ ହୋଇପାରିଛନ୍ତି । ତେବେ ଏବେକା ସମୟରେ ରିୟାଙ୍କର କିଛି ବାହାଘର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିକରି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।

ଓଲିଉଡ ଅଭିନେତ୍ରୀ ରିୟା ଦେ । ଏହି ନିକଟରେ ନିଜର ବାହାଘରର ଫଟୋ ଅପଲୋଡ କରିଥିବେ ଏହା ସହିତ ଲେଖିଥିଲେ କି ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ଏହା ଶୁଣି ଆପଣ ମାନେ ସମସ୍ତ ଜାଣିବାକୁ ଚାହିଁଥିବେ କି ରିୟା କେବେ ବିବାହ କରିବେ ଏବଂ ହଠାତ ସେ ଏପରି ବିବହା କରିବାର ନିଷ୍ପତ୍ତି କଣ ପାଇଁ ନେଲେ । ସେହି ସମସ୍ତ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ ଆସନ୍ତୁ ଜାଣିବା ।


ରିୟା ଚକ୍ରବର୍ତ୍ତୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅର୍ଥାତ ଖୁବଶୀଘ୍ର ତାଙ୍କର ଏକ ପିଲ୍ମ ଆସିବାକୁ ଯାଉଛି ଯାହା ହେଉଛି କି “ରାତି ସରି ସରି ଯାଉଛି ” । ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ରିୟା ଏହି ଫିଲ୍ମ ପାଇଁ ବହୁତ କଷ୍ଟ କରିଛନ୍ତି । ଏହି ଫିଲ୍ମରେ ତାଙ୍କର ବିପକ୍ଷରେ ରୋଲ କରିଛନ୍ତି ଓଡିଆ ସିରିଓଲ ଜଗତର ଅଭିନେତା ରାଜେଶ ।

ରିୟାଙ୍କର ଅନ୍ୟ ଦୁଇ ପିଲ୍ମ ମଧ୍ୟ ଆସିବାକୁ ଯାଉଛି ଯେଉଁଥିରେ ସେ ସୁନ୍ଦର ଅଭିନୟ କରିଛନ୍ତି । ଗୋଟିଏ ଫିଲ୍ମରେ ସେ ଅମ୍ଳାନଙ୍କ ସହ ରୋଲ କରୁଥିବା ସମୟରେ ଅନ୍ୟ ଫିଲ୍ମରେ ସେ ସମ୍ବିତ ଙ୍କର ହିରେଇନ ଅଛନ୍ତି । ତେବେ ଏଥିରୁ ଜଣାପଡୁଛି କି ଆଗକୁ ଏହି ଫିଲ୍ମ ବହୁତ ହିଟ ହେବ ।