ନୂଆ ବାହା ହୋଇଥିବା ଅଭିନେତ୍ରୀ ରିୟା ଦେ ତାଙ୍କ ସ୍ୱାମୀଙ୍କ ସହିତ ଶାଶୁ ଘରେ ଏମିତି ରହୁଛନ୍ତି।ସୋସିଆଲ ମିଡ଼ିଆରେ ଭିଡ଼ିଓ ଅପଲୋଡ଼ କଲେ ରିୟା

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତ୍ରୀ ଙ୍କ ର ଲାଇଭ ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି।ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ରିୟା ଦେ।ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ।

ରିୟା ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଚଳଚ୍ଚିତ୍ର ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ସେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ସମସ୍ତଙ୍କର ଅତି ପ୍ରିୟ ହୋଇ ପାରିଛନ୍ତି।ତେବେ ନିକଟ ଅତୀତ ରେ ରିୟା ଙ୍କର ବାହାଘର ର ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି।

ତେବେ ରିୟା ନିକଟରେ ସୋସିଆଲ ମିଡ଼ିଆରେ ନିଜର ବାହାଘରର ଏକ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଥିଲେ ଓ କ୍ୟାପ୍ସନ ରେ ଲେଖି ଥିଲେ କି ମୁଁ ଖୁବଶୀଘ୍ର ଵିଵାହ କରିବାକୁ ଯାଉଛି।ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଥିଲେ କି ରିୟା କାହାକୁ ବିବାହ କରୁଛନ୍ତି।ମାତ୍ର ପରେ ଜଣା ପଡି ଥିଲା କି ରିୟା ଏବେ ଏକ ନୂଆ ଫିଲ୍ମ କରିବା ପାଇଁ ଯାଉଛନ୍ତି ଯାହାର ନାମ ରହିଛି “ରାତି ସରି ସରି ଯାଉଛି”।

ତେଣୁ ଏହି ଦୃଶ୍ୟର ସୁଟିଂ ବେଳର ଫଟୋ କୁ ରିୟା ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ।ତେବେ ଏହି ଚଳଚ୍ଚିତ୍ରରେ ରିୟା ବିପକ୍ଷରେ ନାୟକ ହୋଇଛନ୍ତି ଓଡ଼ିଆ ସିରିଏଲ ଜଗତର ଜଣାଶୁଣା ଅଭିନେତା ରାଜେଶ।

ତେବେ ଏହି ବର୍ଷ ରିୟା ଙ୍କର ଆହୁରି ଦୁଇଟି ନୂତନ ଚଳଚ୍ଚିତ୍ର ଆସିବାକୁ ଯାଉଛି ଗୋଟିଏ ରେ ଅମ୍ଳାନ ହିରୋ ଥିବା ବେଳେ ଅନ୍ୟ ଫିଲ୍ମ ରେ ସମ୍ବିଦ ହିରୋ ସାଜିଛନ୍ତି।ତେବେ ରିୟା ,ଅମ୍ଳାନ ଙ୍କ ସହିତ ସୁଟିଂ କରିଥିବା ଫିଲ୍ମ ର ନାମ ହେଉଛି ଗୋଲାପି ଗୋଲାପି-୨ ,ଯାହା ଖୁବଶୀଘ୍ର ରିଲିଜ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।