jyotisha Shasta – ଆସୁଛି ୨୦୨୩ ନୂଆବର୍ଷ । ମାତା ଲକ୍ଷ୍ମୀଙ୍କ କୃପାରକୁ 3 ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ … ଏବଂ କଣ ରହିଛି ରାଶି ପ୍ରତି ଶୁଭ ଓ ଅଶୁଭ ଜାଣନ୍ତୁ ?

ଆଗକୁ ନୂଆ ବର୍ଷ ଆସିବା ପାଇଁ ଯାଉଛି ତେବେ ଏହି ନୂଆ ବର୍ଷ ଠାରୁ ଏହି 3 ଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳିଯିବ । ଏହି ନୂଆ ବର୍ଷରେ ଏହି 3ଟି ରାଶିରେ ଆସିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ଅଟେ । ତେବେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ଆମ ଜୀବନର ଚଳନ ଉପରେ ନିର୍ଭର କରିଥାଏ। ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ର ଗତିବିଧି ଆମ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡ଼ିଛି କି ଏହି ନୂଆ ବର୍ଷରେ ଗ୍ରହ ମାନଙ୍କର ଚଳନ ଯୋଗୁଁ କିଛି ରାଶି ଗୁଡ଼ିକର ଭାଗ୍ୟ ରେ ଚମତ୍କାର ପରିବର୍ତ୍ତନ ହେବ। ଯାହା ସେହି ରାଶିର ବ୍ୟକ୍ତି ମାନେ କେବେ କଳ୍ପନା ବି କରି ନଥିବେ । ଆଉ ଭଲ ଚାକିରି ମିଳିବ ଓ ପରିବାର ହସ ଖୁସି ରେ ବିତିବ। ବେବେ ଏବେ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ଆଉ କଣ କଣ ପରିବର୍ତ୍ତନ ହେବ ସେହି ଗୁଡ଼ିକ ଜୀବନରେ।

1-ମିଥୁନ ରାଶି :-

ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ନୂଆ ବର୍ଷରେ ଖୋଲିବାକୁ ଯାଉଛି,ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ସ୍ଥାନରେ ଶନିଦେବ ଗୋଚର କରିବେ ତେଣୁ ଆପଣ ଖୁସିରେ ରହିବେ ।
ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଚମତ୍କାର ପରିବର୍ତ୍ତନ ହେବ। ଏମାନଙ୍କ ଜୀବନରେ ଥିବା ସମସ୍ତ ଆର୍ଥିକ ଜନିତ ସମସ୍ୟା ଦୂର ହୋଇଯିବ ଏବଂ ଧନର ବର୍ଷା ହେବ। ପରିବାରରେ ସବୁବେଳେ ସୁଖ ଶାନ୍ତି ଲାଗି ରହିବ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ବ୍ୟବସାୟ କରୁଥିବା ଲୋକ ମାନେ ପ୍ରଚୁର ଲାଭ ମିଳିବ। ପାଠ ପଢ଼ାରେ ଭଲ ଫଳ ମିଳିବ।

2-ସିଂହରାଶି :-

 

ଏହି ରାଶିର ଲୋକମାନଙ୍କ ପାଇଁ ବ଼ଡ ଧନଲାଭର ଯୋଗ ବନୁଅଛି , ବ୍ୟାପାରୀ ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ବନୁଅଛି । ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ ।

ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ , ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।କାନୁନ ମାମଲାରେ ଫସିଥିବା ଲୋକମାନଙ୍କୁ ସଫଳତା ମିଳିବ , ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସୀପୂର୍ଣ୍ଣ ରହିବ । କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବନି ରହିବ ।

3-କୁମ୍ଭରାଶି :-

 

ଏହି କୁମ୍ଭରାଶିର ଲୋକଙ୍କ ଉପରେ ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ , ଆପଣଙ୍କୁ ସାବଧାନ ରହିବାକୁ ପଡିବ । ଯେ ଆଗାମୀ ଦିନରେ ଆପଣଙ୍କ ଦ୍ୱାରା ଏମିତି କିଛି ଭୁଲ ନହୁଏ ଯାହାଫଳରେ ମାତା ଲକ୍ଷ୍ମୀଙ୍କ ଆପଣଙ୍କ ଉପରେ ରାଗି ନଯାଆନ୍ତି ।

ଚାକିରୀ ଖୋଜୁଥିବା ଲୋକମାନଙ୍କୁ ବହୁତ ଜଲଦି ଚାକିରୀ ମିଳିବାର ସମ୍ଭାବନା ଅଛି ।ଲମ୍ୱା ସମୟ ଧରି ଯେଉଁ ଅସୁବିଧାର ସାମ୍ନା କରି ଆସୁଛନ୍ତି ଏବେ ତାହା ଦୂରିଭୂତ ହେବ । ଆପଣଙ୍କୁ ଅବସର ପ୍ରାପ୍ତ ହେବ , ଏହି ଯୋଗ ମିଳିବା ପରେ ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟାପାରୀ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ , ଧନର ବର୍ଷା ହେବାର ମଧ୍ୟ ଯୋଗ ବନୁଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।