ଓଡିଶାର NO.1 YOUTUBER – ରୁପାଙ୍କୁ ନେଇ ଆସିଲା ବହୁତ ବଡ଼ ଦୁଃଖଦ ଖବର….? ମାତ୍ର 2 ଘଣ୍ଟାରେ 574K ରୁ ଅଧିକ ଲୋକ ଦେଖି ସାରିଲେଣି
ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି।
ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ ।
ତେବେ ଭିଡିଓ ରେ ଦେଖିବାକୁ ମିଳିଛି କି ରୁପା ଙ୍କର ଦେହ ଖରାପ କାରଣରୁ ପିଣ୍ଟୁ ତାଙ୍କୁ ନେଇକ ହସ୍ପିଟାଲ ଯାଇଥିବାର ଦେଖିବାକୁ ମିଳିଛି । ଆଉ ରୁପା ଙ୍କର ଚେକପ ଚାଲିଥିବା ସମୟରେ ସମସ୍ତେ ନରଭୋସ ଥିବାର ମଧ୍ୟ ଦେଖିବାକୁ ମିଳିଛି ।ଆଉ ଯେଉଁଥିପାଇଁ ରୁପା ଡରରେ କାନ୍ଦି ପକାଉଥିବାର ଦେଖିବାକୁ ମିଳିଥିଲା।
ତେବେ ଆପଣ ମାନେ ଜାଣିଥିବେ କି ରୁପା ଙ୍କର ଦେହ ଅସୁସ୍ଥ ଥିଲା, ଆଉ ଯେଉଁଥିପାଇଁ ରୁପା ଙ୍କୁ ଭୁବନେଶ୍ୱର ମେଡିକାଲ କୁ ନେଇଯିବ ପାଇଁ ବାହାରିଥିଲେ ଭୋର ଅନ୍ଧାର ଥିବା ସମୟରେ । ଆଉ ଦେଖିବାକୁ ମିଳିଥିଲା କି ରାସ୍ତା ଏତେ କୁହୁଡି ଥିଲା କି ଗାଡ଼ି ଚଳାଇବା ଅସମ୍ଭାଳ ହୋଇ ଯାଇଥିଲା ।ଆଉ ତାହା ପରେ ସେମାନେ ଭୁବନେଶ୍ୱର ଓ ପରେ କଟକ ରେ ଥିବା କେୟାର ହସ୍ପିଟାଲ କୁ ଯାଇଥିଲେ ରୁପା ଙ୍କର ଚେକପ ପାଇଁକି ।
ଆଉ ହସ୍ପିଟାଲ କୁ ଯାଇ ଲୋକ ମାନଙ୍କୁ ଦେଖିକି ରୁପା ଡରି ଯାଇଥିଲେ ଆଉ କାନ୍ଦି ମଧ୍ୟ ପକାଇଥିଲେ ବୋଲି କୁହାଯାଇଛି ।ଆଉ ତାହା ପରେ ରୁପା ଙ୍କୁ ନର୍ସ ମାନେ ନେଇ ଯାଇଥିଲେ ଚେକପ ପାଇଁ ।ଆଉ ତାଙ୍କର ସମସ୍ତ ପ୍ରକାରର ଚେକପ ମଧ୍ୟ ଚାଲିବା ପରେ ସେମାନେ ରିପୋର୍ଟ ନେଇକି ଘରକୁ ଆସିବା ପାଇଁ ବଜାରିଲେ ।ଆଉ ରିପୋର୍ଟ ନେଇ ଆସିଲା ବେଳକୁ ସନ୍ଧ୍ୟା ସମୟ ହୋଇ ଯାଇଥିଲା ।
ଆଉ ଶେଷରେ ସେମାନେ ରାତିରେ ଘରେ ପହଁଚିଲେ ଓ ସେମାନେଫୁଲ ଓ ଫଳ ଠାକୁରଙ୍କ ପାଇଁକି ଓ ପକୁଡି ମଧ୍ୟ ଆଣିଥିଲେ ।ଆଉ ଯାହା ଖାଇଥିଲେ ବଳକା ପକୁଡି ଘରକୁ ଆଣିଥିଲେ ।
ତାହା ପରେ ରୁପା ଙ୍କର ଚେକପ ରେ ସବୁ କିଛି ଠିକ ଠାକ ଅଛି ବୋଲି ମଧ୍ୟ କହିଥିଲେ ପିଣ୍ଟୁ ।ଆଉ ଖୁସି ମା ମଧ୍ୟ ଶୋଇ ଯାଇଥିଲେ ।ସକାଳେ ଉଠିଵା ପରେ ରୁପା ଆଉ ପିଣ୍ଟୁ ମିଶିକି କାର ରେ ଯୋଉଁ ଯାଇଥିଲେ ଧୂଳି ଲାଗି ଯାଇଥିଲା ସେ ସବୁକୁ ସଫା କରିଥିଲେ ।ଆଉ ତାହା ପରେ ପିଣ୍ଟୁ ରୁପା ଙ୍କୁ ହସ୍ପିଟାଲ କୁ ଯାଇକି କେମିତି ଲାଗୁଥିଲା ବୋଲି ପଚାରିବାରୁ ବହୁତ ଡର ଲାଗୁଛି ବୋଲି କହିଥିଲେ । ଆଉ ତାହା ପରେ ଜେଜେମା ଜଣଙ୍କ ଆସିଥିଲେ ଆଉ ତାଙ୍କର ଫୋଟ କୁ ଫୋନ ରେ ଦେଖି ଖୁସି ମଧ୍ୟ ହୋଇ ଯାଇଥିଲେ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।