ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର । ଖୋଲିବ ସ୍କୁଲ ! ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବଡ ନିଷ୍ପତି, ଏହି ଦିନ ଠାରୁ ସବୁପିଲା ସ୍କୁଲ ଯିବେ….

ଆମ ଦେଶର ଏବେ ମହାମାରୀ କରନା ଭାଇରସ ସବୁ ଆଡେ ବହୁତ ମାତ୍ରାରେ ଖେଳି ଯାଇଛି l ଏହି କରନା ଭାଇରସ ଅଧିକ ରୁ ଅଧିକ ମାତ୍ରାରେ ବଢ଼ି ଚାଲି ବାରୁ କରନା କୁ କମିବା ପାଇଁ କେନ୍ଦ୍ର ସରକାର ଲାକଦଉନ ପ୍ରକ୍ରିୟା ଆରମ୍ଭ କରି ଥିଲେ l ପରେ ଅଧିକ ରୁ ଅଧିକ ମାତ୍ରାରେ କରନା ହୋଇ ଯିବା ରୁ ସରକାର ସଟ ଡାଉନ ପ୍ରକ୍ରିୟା ମଧ୍ୟ ହୋଇ ଥିଲା l ଏହି ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ ଆମ ଦେଶର ଲୋକ ମାନେ ଅଧିକ ପରିମାଣ ରେ ଗରିବ ହୋଇ ଗଲେ l

ଏହି କାରଣ ରୁ ସରକାର ପୁଣି ଅନଲକ ପ୍ରକ୍ରିୟା ଆରମ୍ଭ କରି ଥିଲେ l ସ୍କୁଲ କଲେଜ ମାର୍ଚ୍ଚ ମାସ 14 ତାରିଖ ରୁ ବନ୍ଦ ହୋଇ ଯାଇଛି l ତେଣୁ ଶିକ୍ଷା ଅନୁଷ୍ଠାନ ଖୋଲି ବାକୁ ନେଇ ସମୀର ରଞ୍ଜନ ଘୋଷଣା କଲେ l

ପର୍ଯ୍ୟନ୍ତ ପାଠ୍ୟ ସଂଗଠନ ଆରମ୍ଭ ହେବ କିନ୍ତୁ କିଛି ପରିମାଣ ରେ ଖୋଲି ଥିଲେ l ଖୋଲି ଥିଲେ ମଧ୍ୟ ସାମାଜିକ ଦୂରତା ଓ ସମସ୍ତ ନୀତି ନିୟମ ମାନି ଚାଲି ବାକୁ ହେବ ବୋଲି ସରକାର ମତ ପୋଷଣ କରି ଛନ୍ତି l ସରକାର ଆରମ୍ଭ କରିବା ପାଇଁ ଯାଉ ଛନ୍ତି ଏହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବା

l ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ପୁଣି ସ୍କୁଲ କଲେଜ ଖୋଲିବା ପରିବର୍ତ୍ତନ କରି ଛନ୍ତି l ପ୍ରଥମେ ଘୋଷଣା ହୋଇ ଥିଲା ଯେ ନଭେମ୍ବର 16 ତାରିଖ ରେ ସ୍କୁଲ କଲେଜ ଖୋଲିବ କିନ୍ତୁ ଏବେ କରନା ର ସ୍ଥିତି କୁ ଦେଖି ପୁଣି ପରିବର୍ତ୍ତନ କଲେ ଗଣ ଶିକ୍ଷା ମନ୍ତ୍ରୀ l

ଶିକ୍ଷା ଅନୁଷ୍ଠାନ ରେ କରନା ର ସମସ୍ତ କଟକଣା ଆଦି କୁ ମାନି ସମସ୍ତ ଶିକ୍ଷା ଅନୁଷ୍ଠାନ ଆଦି ଖୋଲିବ l ତେଣୁ ଆମ ଓଡିଶା ରେ ସମସ୍ତ ସ୍କୁଲ କଲେଜ ଆଦି ଖୋଲିବା କୁ ଅନୁମତି ଦେଇ ଥିଲେ l ପରେ ପୁଣି କୋରାନl ଭାଇରସ କମ ନ ହେବାରୁ ସମସ୍ତ ଅନୁଷ୍ଠାନ କୁ ବନ୍ଦ କରି ବାକୁ କହି ଥିଲେ l

l ଆମ ରାଜ୍ୟରେ କୋରାନl କୁ ଆଗରେ ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଚଳିତ ମାସ ରେ ଶିକ୍ଷା ଅନୁଷ୍ଠାନ ଖୋଲିବ ବୋଲି ସେ ମାତା ମତ ଦେଇ ଛନ୍ତି l ଏହି ଅନୁଷ୍ଠାନ ଖୋଲି ବାକୁ ନେଇ କିଛି ପଦେକ୍ଷପ ନିଆ ଯାଇଛି l କିନ୍ତୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ କହି ଛନ୍ତି ଯେ ଚଳିତ ମାସ ରେ ଖୋଲିବ l ଏହି ସୂଚନା ଏବେ ଆସିଛି l ଆଉ କିଛି ଦିନ ପରେ ଖୋଲିବ ଶିକ୍ଷା ଅନୁଷ୍ଠାନ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।