ନିତିନ୍ ଅମିତାଭ ବଚ୍ଚନଙ୍କ ଭଳି ହାଇଟ୍ ପାଇଛନ୍ତି ଆଉ ଗୀତ ପୁରା ରକଷ୍ଟାର ଭଳି ଗାଉଛନ୍ତି ।

ଆମେ ସମସ୍ତେ ଜାଣିଛୁ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ବର୍ତ୍ତମାନ ବହୁତ ଆଗକୁ ଯିବାକୁ ଲାଗିଲାନି, ସେ ଫ୍ଲିମ ହେଉ କି ଗୀତ ଆଉ ନାଚ ହେଉ ସବୁଥିରେ ନିଜର କମାଲ ଦେଖାଇବାରେ ଲାଗିଛନ୍ତି ଆମ ଓଡ଼ିଶାରେ ରହୁଥିବା ତେଲେଣ୍ଟେଣ୍ଡ ଲୋକ ମାନେ | ଆଉ ବର୍ତ୍ତମାନ ଯାହା ଦେଖା ଯାଉଛି କି ସିଦ୍ଧାର୍ଥ ଟିଭି ଗୋଟିଏ ଚେନାଲ ଯାହା ମାଧ୍ୟମରେ ବିଭିନ୍ନ ପ୍ରକାରର ରିୟାଲିଟି ଶୋ ଆମ ପାଇଁ ନେଇକି ଆସୁଛି |

ଆଉ ଯାହା ଫଳରେ ପିଲା ଙ୍କ ଠୁ ଆରମ୍ଭ କରିକି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ନିଜ ଭିତରେ ଥିବା ସେହି ପ୍ରତିଭା କୁ ଦେଖାଇବାର ସୁଯୋଗ ପାଉଛନ୍ତି ବୋଲି କୁହାଯାଇଛି | ତେବେ ଭଳି ନିଜର ସ୍ବରର ପ୍ରତିଭା ଦେଖାଇବାକୁ ଲାଗିଛନ୍ତି ନିତିନ୍ | ତାହେଲେ ଆସନ୍ତୁ ତାଙ୍କର ପରଫୋମେନ୍ସ ଉପରେ ନଜର ପକାଇବା |

ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର। ଗାୟକ ବା ଗାୟିକା ହେବାକୁ ଚାହୁଁଥିବା ଆଶାୟୀ ବା ପ୍ରତିଯୋଗୀ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି।

ଆଉ ଯାହା ସେମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇକି ଥିଲା ଆଉ ସେମାନେ ସେମିତି କିଛି ସୁଯୋଗ ପାଉ ନ ଥିଲେ ସେମାନଙ୍କର ଟେଲେଣ୍ଟ କୁ ପ୍ରକାଶ କରିବା ପାଇଁ ସେମାନଙ୍କୁ ସିଦ୍ଧାର୍ଥ ଟିଭି ଏକ ସୁଯୋଗ ଦେଇଛି ବୋଲି କୁହାଯାଉଛି |


ତେବେ ଏଠାରେ ଦେଖିବାକୁ ମିଳିଛି କି ନିଜର ସ୍ବରର ଯାଦୁ ଦେଖାଇବାକୁ ଆସିଛନ୍ତି ନିତିନ୍ । ଆଉ ଯାହା କୁହାଯାଉଛି କି ଯାହାକୁ ମୁଁ ଭଲପାଏ ତୁ ଯେ ସେଇ ଗୀତ ଟି ଗାଇଥିଲେ । ଆଉ ଏହି ଶୋ ରେ ଜୋଜେସ ଭାବରେ ପିଲା ମାନଙ୍କର ପରଫୋମେନ୍ସ କୁ ଜୋର୍ଜ କରିବାକୁ ଲାଗିଥିଲେ ପିଙ୍କି,ସୌରିନ ଭୋଟ ଓ ବୁଦ୍ଧ ବୋଲି କୁହାଯାଇଛି | ଆଉ ଯେଉଁଠି ସ୍ବରର ମହା ଜୋର୍ଜ ଭାବରେ ଅଛନ୍ତି ବିକାଶ ସାର ବୋଲି ଦେଖିବାକୁ ମିଳିଛି |

ଆଉ ଯେଉଁଠି ନିତିନ୍ ଏହି ଗୀତଟିକୁ ବହୁତ ସୁନ୍ଦର ଭାବରେ ସେ ଗୀତ ର ଯାଦୁ ଦେଖାଇବାକୁ ଲାଗିଛନ୍ତି । ଆଉ ଜର୍ଜମାନେ ତାଙ୍କ ପର୍ଫମାନ୍ସ ଦେଖି ତାଙ୍କୁ ଏକ ଟ୍ୟାଗ୍ ଦେଇଛନ୍ତି ଯେ ନିତିନ୍ ଅମିତାଭ ବଚ୍ଚନଙ୍କ ଭଳି ହାଇଟ୍ ପାଇଛନ୍ତି ଆଉ ଗୀତ ପୁରା ରକଷ୍ଟାର ଭଳି ଗାଉଛନ୍ତି ।

ଓଡ଼ିଶାରେ ଲୁଚି ଥିବା କଳାକାର ମାନଙ୍କୁ ସମସ୍ତଙ୍କ ସାମ୍ନା କୁ ଆଣିବାର ଏକା ନିଆରା ପ୍ରୟାସ ହେଉଛି ସିଦ୍ଧାର୍ଥ ଟିଭିର | ଆଉ ଏହି “ଓଡିଶା ର ନୂଆ ସ୍ୱର ” ଶୋ ରେ ସୁନ୍ଦର ଭାବରେ ନିଜର ପ୍ରତିଭା କୁ ପ୍ରକାଶ କରିବାରେ ଲାଗିଛନ୍ତି ଏହି କଳାକାର ଜଣକ ଓ ଜୋଜେସ ଙ୍କ ମନ ଜିତିବା ସହିତ ଦର୍ଶକ ମାନଙ୍କର ମନ ମଧ୍ୟ ହରଣ କରିଛନ୍ତି ଏମାନେ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |