ଦେଖନ୍ତୁ କାଜଲ ଅଗ୍ରୱାଲ ଙ୍କର ବୋଲ୍ଟ ଅବତାର । ନିଜ ହନିମୁନ୍ ବେଳ ର ଫୋଟ ସେୟାର କଲେ ସୋସିଆଲ ମିଡିଆରେ……

ଦକ୍ଷିଣ ଅଭିନେତ୍ରୀ କାଜଲ ଅଗ୍ରୱାଲ କରନା କଟକଣା କୁ ଦୃଷ୍ଟି ରେ ରଖି ଗତ ସପ୍ତାହ ରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତେବେ ତାଙ୍କ ବିବାହ କୁ ନେଇ ସମସ୍ତ ଅପଡେଟ ସେ ନିଜ ସୋସିଆଲ ମିଡ଼ିଆ ରେ ସେ ନିଜ ଫ୍ୟାନ ମାନଙ୍କୁ ଦେଇ ଆସୁଛନ୍ତି । ତେବେ ବର୍ତ୍ତମାନ କାଜଲ ଅଗ୍ରୱାଲ ଙ୍କ ର ଏକ ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆସନ୍ତୁ ଜାଣିବା କାଜଲ ଙ୍କ ର କେଉଁ ଫଟୋ କୁ ନେଇ ସୋସିଆଲ ମିଡ଼ିଆ ରେ ଏବେ ଚର୍ଚା ଚାଲିଛି ।

ଆପଣ ମାନେ ତ ଜାଣିଥିବେ ଦକ୍ଷିଣ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିଜନେସ ମ୍ୟାନ ଗୌତମ କିଚୋଲ ଙ୍କ ସହିତ ମୁମ୍ବାଇ ତାଜମହଲ ପ୍ୟାଲେସ ହୋଟେଲ୍ ରେ ଅକ୍ଟୋବର 30 ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । କାଜଲ ଅଗ୍ରୱାଲ ଙ୍କ ସହିତ ଗୌତମ ହନିମୁନ ପାଇଁ ପହଂଚିଛନ୍ତି ମାଲଦିପ ଆଇଲ୍ୟଣ୍ଡ ରେ । ସେଠାକାର ଫଟୋ କାଜଲ ନିଜ ଇନିଷ୍ଟାଗ୍ରାମ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସେହି ଫଟୋ ରେ କାଜଲ ଏକ ରେଡ୍ କଲର୍ ଡ୍ରେସ୍ ଓ ତାଙ୍କ ସ୍ଵାମୀ ଗୌତମ ଏକ ହ୍ୱାଇଟ୍ କଲର୍ ଟି ସାର୍ଟ ସହିତ ଏକ ବ୍ଲାକ ପ୍ୟାଣ୍ଟ୍ ପିନ୍ଧିଛନ୍ତି। ଯେଉଁଥିରେ କାଜଲ ଅଗ୍ରୱାଲ ବହୁତ୍ ସୁନ୍ଦର ଓ ହଟ୍ ଦେଖା ଯାଉଛନ୍ତି । ତେବେ ଏମିତି ରେ ତ କାଜଲ ଅଗ୍ରୱାଲ ସବୁବେଳେ ଗର୍ଯିଆସ ଲାଗି ଥାଆନ୍ତି କିନ୍ତୁ ବିବାହ ପରେ ସେ ଆହୁରି ସୁନ୍ଦର୍ ଦେଖା ଯାଉଛନ୍ତି ।

ତେବେ ସେ ମାଲଦିପ ଆଇଲ୍ୟଣ୍ଡ ରେ ସେ ନିଜର ଗୋଟିଏ ପରେ ଗୋଟିଏ ହଟ୍ ପୋଜ ରେ ଫଟୋ ଉଠାଇଛନ୍ତି । ଆଉ ତାଙ୍କ ସ୍ଵାମୀ ଗୌତମ ଙ୍କ ସହିତ ଏକ ଯୁଗଲବନ୍ଦି ଫଟୋ ରେ ସେ ବହୁତ୍ ଖୁସି ଜଣା ପଡ଼ିଛନ୍ତି । ମାଲଦିପ ଆଇଲ୍ୟଣ୍ଡ ମଧ୍ୟ ବହୁତ୍ ସୁନ୍ଦର ଦେଖା ଯାଉଛି। ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁ ଥିବ ଯେ କରନା ର ଏହି ସଙ୍କଟ ସମୟ ରେ କାଜଲ କିପରି ହନିମୁନ ପାଇଁ ଯାଇ ଅଛନ୍ତି ।

ତେବେ ଆପଣ ଙ୍କ ଜଣାଇ ଦେଉଚୁ ଯେ କାଜଲ ଅଗ୍ରୱାଲ ସମ୍ପୂର୍ଣ ପ୍ରିକସନ୍ନ ସହିତ ନିଜ ହନିମୁନ କୁ ଯାଇଛନ୍ତି। କାଜଲ ଅଗ୍ରୱାଲ ସବୁବେଳେ ନିଜର ସେଫ୍ଟୀ ର ଧ୍ୟାନ ବହୁତ୍ ଭଲ ଭାବରେ ରଖି ଥାଆନ୍ତି । ଏହା ସହିତ କାଜଲ ଅଗ୍ରୱାଲ ମଧ୍ୟ ନିଜ ବିବାହ ରେ କରନା ର ଗାଇଡ ଲାଇନ ସମ୍ପୂର୍ଣ ପାଳନ କରି ଥିଲେ ଆଉ କେବଳ ନିଜ ପରିବାର ଲୋକ ମାନଙ୍କୁ ନେଇ ସେ ନିଜ ବିବାହ ସମ୍ପନ୍ନ କରି ଥିଲେ ।

ତାଙ୍କ ବିବାହ ରେ କେହି ଅଧିକ ଲୋକ ଆସି ନଥିଲେ କେବଳ ନିଜ ପରିବାର ର ସଦସ୍ୟ ମାନଙ୍କ ଉପସ୍ଥିତି ରେ ସେ ବିବାହ କରିଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।