ନିଜ ଘରେ ଲଗାନ୍ତୁ ଏହି ୩ଟି ଫଟୋ ତା’ପରେ ଦେଖନ୍ତୁ ଚମତ୍କାର, ସଂସାରର ସବୁ ସୁଖ ମିଳିବ – Ajira Anuchinta

ଆଜି ଆମେ ଆପଣଙ୍କୁ ଏମିତି କିଛି ଫୋଟ ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ଆଣି ଘର ର ରଖି ପୂଜା କଲେ ବା ରଖିଲେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l ଓ ଘର ର ସମସ୍ତ ସମସ୍ୟା ଓ ଅଶୁଭ ଶକ୍ତି ର ଛାୟା ନଷ୍ଟ ହେବ l ଏହିଜିନିଷ କୁ ଆପଣ ଙ୍କର ଘରେ ର ଆଖ ପାଖରେ ରଖିଲେ କେବଳ ଧନ ବର୍ଷା l

1, ଗଣେଶ ଫୋଟ :-ଶାସ୍ତ୍ର ଅନୁସାରେ ଘର ର ମୁଖ୍ୟ ଦ୍ୱାର ରେ ଗଣେଶ ଙ୍କର ଫୋଟ ଆଣି ଲଗାଇଲେ ଓ ଏହି ଦେବ ଙ୍କୁ ପୂଜା ଆଦି କଲେ ସମସ୍ତ ମନସ୍କାମନା ପୂରଣ ହୋଇ ଥାଏ l

2, ପଞ୍ଚମୁଖୀ ହନୁମାନ ଫୋଟ :-ଘର ର ପଛ ପଟ ରୁ ଦ୍ୱାର ରେ ପାଞ୍ଚ ମୁଖି ହନୁମାନ ଙ୍କର ଫୋଟ ଲଗାଇଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l

3, ଖେଳୁ ଥିବା ଦୁଇଟି ମାଛ ର ଫୋଟ :-ରେ ଘରେ ଦୁଇ ଟି ଖେଳୁ ଥିବା ମାଛ ର ଫୋଟ ଘରେ ଲଗାନ୍ତୁ l ଏହା ଫଳରେ ଘରେ ଅନେକ ସମସ୍ୟା ଦୂର ହୋଇ ଥାଏ l ଆମେ ଯଦି ଏହି ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମ ଏହି ଜିନିଷ ଗୁଡିକ କେବେ ଶନିବାର ଦିନ ଘରକୁ ଆଣିବା ନାହିଁ ଯଦି ଏହି ନିୟମ କୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ lସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l l

ଘରେ ଅଶାନ୍ତି ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଏମିତି ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।