ନିଜ ଘର ବାଡ଼ିରେ ଜଦି ଏହି ଗଛ ଗୁଡିକ ଅଛି – ତେବେ ସାବଧାନ | ହେବ ଅକାଳ ମୃତ୍ୟୁ
ଆମେ ଆମ ବାଡ଼ି ବଗିଚାରେ ଅଥବା ଘର ବାଡ଼ିରେ ଅନେକ ପ୍ରକାର ଗଛ ଲଗେଇ ଥାଏ ଏବଂ ମଧ୍ୟ ବାଡ଼ିରେ ଅନେକ ଗଛ ମଧ୍ୟ ଥାଏ । ଏହି ଗଛ ଗୁଡିକ ଘର ପାଇଁ କେତେକ ଶୁଭ ହୋଇଥିଲା ବେଳେ ଆଉ କେତେକ ଗଛ ଆମର ଘରର ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ସବୁ ବେଳେ ଝଗଡା ଝାଟି ଲାଗିରହିଥାଏ । ତେଣୁ ଭୁଲରେ ବି ଏହି ଭଳି ଗଛ କେବେବି ରଖନ୍ତୁ ନାହିଁ ଯଦି ଥାଏ ତାହାଲେ ସେହି ସବୁ ଗଛ କୁ କାଟି ଦେବା ଉଚିତ ।
ଆମର ମୁନି ଋଷି ମାନେ ନିଜର ଦିବ୍ୟ ଜ୍ଞାନ ଦ୍ୱାରା କହିଛନ୍ତି ଯେ ଏହି ସବୁ ଗଛ ବିଷୟରେ, ଯାହା ଆମର ଅନିଷ୍ଟ କରି ଥାଏ ତେଣୁ ଚାଲନ୍ତୁ ଜାଣିବା ସେହି ସବୁ ଗଛ ଗୁଡିକ ବିଷୟରେ ଯେଉଁ ଗଛ ରହିଲେ ଆମର କ୍ଷତି ରହିଥାଏ ।
1-ଯଦି ଆପଣଙ୍କ ଘରର ନିକଟରେ ଅଥବା ଆଗରେ କଣ୍ଟା ଜାତୀୟ କୌଣସି ଗଛ ଥାଏ ଯାହା ଆପଣ ବାହାରକୁ ବାହାରିଲା ମାତ୍ରେ ଆପଣ ଦେଖୁ ଥିବେ ତାହାଲେ ଏହିପରି ହେଲେ ଆପଣଙ୍କ ଘରେ ଯେତେ ବି ଆୟ କଲେ କୁଳିବ ନାହିଁ । ସବୁବେଳେ ଘରେ ଝଗଡା ଝାଟି ଲାଗି ରହିବ । ଘରେ ସମସ୍ତଙ୍କ ମନରେ ଅଶାନ୍ତି ରହିବ । ତେବେ ଏହି ପରି ଗଛ ବାଡ଼ିରେ ଥିଲେ ସେ ଗଛକୁ ଉପାଡି ଦିୟନ୍ତୁ ଅଥବା ସେ ଗଛକୁ ବାଡ଼ିର କୌଣସି କଡରେ ଲଗେଇ ଦିୟନ୍ତୁ ।
2-ଆପଣଙ୍କ ବାଡ଼ିରେ ଯଦି କନିୟର ଗଛ ଥାଏ ତାହାଲେ ଏହି ଗଛ କୁ ଘର ପାଖରେ ରଖନ୍ତୁ ନାହିଁ, ଏହି ଫୁଲ ଗଛ କୁ ବାଡ଼ିର ଦୂରରେ ଲଗାନ୍ତୁ ଭୁଲରେ ବି ଘରର ପାଖକୁ ଲଗେଇ ଥିଲେ ଏହି ଗଛ କୁ କାଟି ଦିୟନ୍ତୁ । କାରଣ ଏହି ଗଛ ଘରର ପାଖରେ ଥିଲେ ଘରର କଳି ବଢିଥାଏ । ଆଉ ଘରର କେହି ନ କେହି କନ୍ୟର ଗଛର ଫଳ ବିଷ ଖାଇ ଥାନ୍ତି ତେଣୁ ଏହି ଗଛ କୁ କେବେବି ଘରର ପାଖରେ ରଖନ୍ତୁ ନାହିଁ ।
3-ଆପଣ ମାନେ ଜାଣିଥିବେ ବଟ ଗଛ ଏବଂ ଆଶ୍ୱସ୍ତ ଗଛ ଯେଉଁ ଗଛକୁ ଆମର ହିନ୍ଦୁ ଧର୍ମରେ ଯାହାକୁ ଦେବତା ଗଛ କହି ପୂଜା କରନ୍ତି କିନ୍ତୁ ଏହି ଗଛ ଘରର ପାଖରେ ରହିଲେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ରାତିରେ ଏହି ଗଛ ମୂଳ କୁ ଯିବା ଅନୁଚିତ ଏହି ଗଛରେ ଅନେକ ଦୁଷ୍ଟ ଆତ୍ମା ବାସ କରୁଥାଏ ବୋଳି କୁହା ଯାଏ । ଏହି ଗଛ ଗୁଡିକ ପବନ ହେଲେ ଭାଙ୍ଗିଯାଏ ଶୀଘ୍ର ତେଣୁ ଏ ଗଛ ଗୁଡିକ ପାଖରେ ଥିଲେ ଦୁର୍ଘଟଣା ଘଟି ବାର ସମ୍ଭାବନା ଥାଏ । ଯଦି ଥାଏ ତାହାଲେ ଗୋଟେ ଗଛ ରହିବl ଉଚିତ ।
ଆପଣ ମାନେ ଜାଣିଲେ ଏହି ଗଛ ଗୁଡିକ କଣ, ଆଉ କେବେବି ଏହି ଗଛ ଗୁଡିକ ରଖନ୍ତୁ ନାହିଁ ଆପଣଙ୍କ ବାଡ଼ିରେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।