ନିଜ ଭାଣିଜୀ ଙ୍କ ସହିତ ଦ୍ଵିତୀୟ ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା ପ୍ରଭୁଦେବା, ୯ ବର୍ଷ ତଳେ ନିଜ ସ୍ତ୍ରୀ କୁ ଦେଇଥିଲେ ଛାଡ ପତ୍ର……
ବଲିଉଡ୍ ରୁ ସବୁବେଳେ କିଛି ନୂଆ ନୂଆ କଥା ସବୁବେଳେ ଶୁଣିବାକୁ ମିଳିଥାଏ । ସେମାନେ ସବୁବେଳେ ନିଜର ବୈବାହିକ ଜୀବନ କୁ ନେଇ ଚର୍ଚ୍ଚା ରେ ରହି ଥାଆନ୍ତି । ତେବେ ପୁଣି ଥରେ ଏକ ନୂଆ ଖବର ବଲିଉଡ୍ ରୁ ଆସିଛି ।ତେବେ ଆପଣ ମାନେ ତ ବଲିଉଡ୍ ର ପ୍ରସିଦ୍ଧ କୋରିଓଗ୍ରାଫର୍ ପ୍ରଭୁଦେବ ଙ୍କୁ ନିଶ୍ଚୟ ଜାଣିଥିବେ । ନିଜର କୋରିଓଗ୍ରାଫି ପାଇଁ ସେ ସବୁଠି ପ୍ରସିଦ୍ଧ ।
ତେବେ ବର୍ତ୍ତମାନ ପ୍ରଭୁ ଦେବା ଦିତୀୟ ବିବାହ କରିବାକୁ ଯାଉଛନ୍ତି ତାହା ପୁଣି ଆଉ କୌଣସି ଅଲଗା ଝିଅ ସହିତ ନୁହେଁ ବରଂ ନିଜ ଭାନିଜି ଙ୍କ ସହିତ। କଥା ଟି ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା ମଧ୍ୟ କଥା ଟି ସତ ଅଟେ ।
ତେବେ ଜଣାଇ ଦେଉଛୁ ଯେ ପ୍ରଭୁ ଦେବା ପୂର୍ବ ରୁ ହେମଲତା ଙ୍କୁ ବିବାହ କରି ସାରିଛନ୍ତି। କେବଳ ବିବାହ କରି ନାହାନ୍ତି ତାଙ୍କ ର ଆଉ ହେମଲତା ଙ୍କ ର ତିନି ଟି ସନ୍ତାନ ମଧ୍ୟ ରହିଛି । ତେବେ ବର୍ତ୍ତମାନ ସେ ନିଜ ପତ୍ନୀ ହେମଲତା ଙ୍କୁ ଦୀର୍ଘ 9 ବର୍ଷ ରୁ ଛାଡ଼ପତ୍ର ଦେଇ ସାରିଛନ୍ତି ।
ତେବେ ଜଣାଇ ଦେଉଛୁ ଯେ ପ୍ରଭୁ ଦେବା ଙ୍କ ଦକ୍ଷିଣ ଅଭିନେତ୍ରୀ ନୈନତାରା ଙ୍କ ସହିତ ଅଫେୟର ଚାଲି ଥିଲା ବୋଲି 2010 ରେ ଶୁଣିବା ପାଇଁ ମିଳିଥିଲା। କିନ୍ତୁ ସେତେବେଳେ ପ୍ରଭୁ ଦେବା ନୈନତାରା ଙ୍କ ସହିତ ରିଲେସନ ରେ ଥିଲେ ବୋଲି ମିଡ଼ିଆ ସାମ୍ନା ରେ ମନା କରିଥିଲେ ।
ଏହା ପରେ ପ୍ରଭୁ ଦେବା ଙ୍କ ର ତାଙ୍କ ପତ୍ନୀ ଙ୍କ ସହିତ 2011 ମସିହା ରେ ଛାଡ଼ପତ୍ର ହୋଇ ଗଲା । ଛାଡ଼ପତ୍ର ପରେ ମଧ୍ୟ ସେ ଏହି କଥା କୁ ସମ୍ପୂର୍ଣ ମନା କରି ଥିଲେ। ତେବେ ଛାଡ଼ପତ୍ର ପୂର୍ବ ରୁ 2008 ମସିହା ପ୍ରଭୁ ଦେବା ଙ୍କ ର ବଡ଼ ପୁଅ କ୍ୟାନ୍ସର ରେ ମୃତ୍ୟୁ ବରଣ କରି ଥିଲେ ।
ମିଡ଼ିଆ ରିପୋର୍ଟ ଅନୁସାରେ ପ୍ରଭୁ ଦେବା ଙ୍କ ର ନୈନତାରା ଙ୍କ ସହିତ ସମ୍ପର୍କ ଥିଲା କିନ୍ତୁ ସେ ନୈନତାରା ଙ୍କ ସହିତ ତାଙ୍କ ର କିଛି ସମ୍ପର୍କ ନାହିଁ ବୋଲି ସେ ସମ୍ପୂର୍ଣ ଭାବେ ମନା କରିଥିଲେ । ତେବେ ବର୍ତ୍ତମାନ କିଛି ସୂତ୍ର ରୁ ଜଣା ପଡିଛି ଯେ ପ୍ରଭୁ ଦେବା ବର୍ତ୍ତମାନ ନିଜ ଭାନିଜୀ କୁ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି। କିନ୍ତୁ ଏହି ବିଷୟ ରେ ସେ ଏଯାଏ ମିଡ଼ିଆ ରେ ପ୍ରକାଶ କରି ନାହାନ୍ତି ।
ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ପ୍ରଭୁ ଦେବା କେବଳ କୋରିଓଗ୍ରଫର୍ ନୁହନ୍ତି ସେ ଜଣେ ନିର୍ଦ୍ଧେଶକ ମଧ୍ୟ। ଆଗକୁ ସଲମାନ୍ ଖାନ୍ ଙ୍କ ର ଆସୁ ଥିବା ନୂଆ ଫିଲ୍ମ୍ ” ରାଧେ ” ର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ତେବେ ବର୍ତ୍ତମାନ ନିଜ ଭାଣୀଜୀ କୁ ବିବାହ କରିବା ନିଷ୍ପତି ପାଇଁ ସେ ଚର୍ଚ୍ଚା ରେ ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।