ଦେଖନ୍ତୁ ଭିଡ଼ିଓ । ନିଛାଟିଆ ସ୍ଥାନରେ ପ୍ରେମିଯୁଗଳ ଙ୍କ ରାସଲୀଳା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…..

ପ୍ରେମିଯୁଗଳ ମାନଙ୍କ ପାଇଁ ରହିଛି ଏକ ପ୍ରେମ ସପ୍ତାହ। ଆଧୁନିକ ଯୁଗରେ ନିଜର ପ୍ରେମକୁ ପ୍ରଦର୍ଶନ କରିବାର ଏକ ମାଧ୍ୟମ ସାଜିଛି ଏହି ପ୍ରେମ ସପ୍ତାହର ଦିବସ ଗୁଡ଼ିକ ଅନେକ ସୋପାନ ମାଧ୍ୟମରେ। ଯାହାର ଶେଷ ଦିନ ହେଉଛି ଭାଲେନ୍ଟାଇନ ଡେ।ତେବେ ଏହିସବୁ ଭିତରେ ଆଜିର ଅଧିକାଂଶ ଯୁବପିଢି ପ୍ରେମ କରିବା ପାଇଁ କୌଣସି ପାରିପାର୍ଶ୍ବିକ ସ୍ଥାନର ସ୍ଥିତି କିମ୍ବା ଅବସ୍ଥା ପ୍ରତି ଧ୍ୟାନ ଦେଉ ନାହାନ୍ତି।

ନିଜର କାମନା ବାସନା ଏବଂ ପରସ୍ପର ପ୍ରତି ଥିବା ଆକର୍ଷଣ କୁ ସେମାନେ ପୂରଣ କରିବା ପାଇଁ କୌଣସି ବି ସ୍ଥାନ କୁ ଛାଡ଼ୁ ନାହାନ୍ତି। ବାସ୍ତବିକ୍ ଭାବରେ ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ ଯାହା ଏକ ପରିଣତ ବୟସ ପରେ ହୋଇଥାଏ।

କିନ୍ତୁ ଆଜିକାଲି ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ କିଛି ଏମିତି କାମ କରି ଯାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହଁ। ତାହା ସେମାନଙ୍କୁ ବହୁତ୍ ସମସ୍ୟାରେ ମଧ୍ୟ ପକାଇଥାଏ। ସେହିଭଳି ଏକ ଘଟଣା ଘଟିଛି ହରିୟାଣା ରେ ଭାଲେଣ୍ଟାଇନ୍ ଦିବସ ରେ।ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି।

କିନ୍ତୁ ପ୍ରେମକୁ ଅସମ୍ମାନ କରିବାକୁ କେହି ଚାହିଁ ନଥାନ୍ତି। କିନ୍ତୁ ଆମେ ଆପଣଙ୍କୁ ଯେଉଁ ଭିଡିଓ ରେ ଘଟିଥିବା ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଶୁଣି ଆପଣ ବି ଲଜ୍ଜିତ ହେବେ ଏବଂ ଏହାକୁ ରେକର୍ଡ କରିଥିବା ଲୋକ ପାଇଁ ମଧ୍ୟ ଆପଣଙ୍କୁ କିଛି କହିବାକୁ ଇଚ୍ଛା ହେବ।

ଏଠାରେ ଦୁଇ ଯୋଡ଼ା ପ୍ରେମୀ ଯୁଗଳ ଜଙ୍ଗଲ ପାର୍ଶ୍ବ ନିଛାଟିଆ ସ୍ଥାନକୁ ଯାଇ ପ୍ରେମ କରୁଥିବା ସମୟରେ ଧରା ପଡ଼ିବା ସମୟରେ କିପରି ଭାବରେ ପରିସ୍ଥିତି ର ସାମ୍ନା କରୁଛନ୍ତି ଥରେ ଦେଖନ୍ତୁ। ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ହେଉଛନ୍ତି ଦ୍ୱାଦଶ ଶ୍ରେଣୀର ଝିଅ ବୋଲି କହୁଛନ୍ତି।

ଏହି ବୟସରେ ସେମାନେ କଲେଜ୍ ଆସି କ୍ଲାସ୍ ନକରି କିଭଳି ସାହସ କରି ଏଭଳି ନିଛାଟିଆ ସ୍ଥାନକୁ ଆସି ଏହିଭଳି ଭାବରେ ଯୁବକ ମାନଙ୍କ ସହିତ ଏମିତି ସମୟ ବିତାଉଛନ୍ତି ତାହା ସତରେ ଆଶ୍ଚର୍ଯ୍ୟ ର ବିଷୟ। ଯେମିତି କୌଣସି କଥାକୁ ସେମାନଙ୍କର ଡର ନାହିଁ। ଟିକିଏ ଖୁସି ମଜା କରିବାକୁ ପସନ୍ଦ କରନ୍ତି ଏହି ଭଳି ପ୍ରେମୀ ଯୁଗଳ।

ସେମାନେ କଣ ଜାଣିଛନ୍ତି ଏହି ସମୟର କାର୍ଯ୍ୟ କଲାପ କୁ ଖୁସି ମଜା କୁ କେହି କ୍ୟାମେରାରେ ରେକର୍ଡ କରି ଏମିତି ଭାଇରାଲ କରିବ ବୋଲି।ତେବେ ଏହି ଭିଡିଓ ରୁ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ ଯେ ପ୍ରେମକୁ କେଉଁ ଅର୍ଥରେ ବୁଝୁଛନ୍ତି ଏହି ଭଳି ପ୍ରେମିକ ପ୍ରେମିକା ମାନେ। କେଉଁଠାରେ କୌଣସି ପରିସ୍ଥିତିରେ ଏମିତି କିଛି କରିବାକୁ ପଛାଉ ନାହାନ୍ତି ଏମାନେ ଯେଉଁପାଇଁ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କ କଳୁଷିତ ହେବାରେ ଲାଗିଛି ସମାଜ ଆଖିରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।