ସିନେମା ଆଗରୁ ମୋ ଶରୀର ସହ ରାତିରେ ବହୁତ କିଛି ହେଇଛି : ନିଶା ମହାରଣା

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଏବେ ସୋସିଆଲ ମିଡ଼ିଆ ରେ ଗୋଟିଏ ନାଁ କିଭଳି ଭାବେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି | ସେ ହେଉଛନ୍ତି ନିଶା ମହାରଣା ଯାହାକି ସେ ତାଙ୍କର କଥା କୁ ନେଇ ଏବେ ଅନେକ ଟ୍ରୋଲ ର ଶିକାର ହେଉଛନ୍ତି | ସେ ମିଡ଼ିଆ ସାମ୍ନାରେ କହି ଥିଲେ କି ସେ ଓଡ଼ିଶାର ଜଣେ ସନ୍ନି ଲିଓନି ହେବା ପାଇଁ ଚାହୁଁଛନ୍ତି ଆଉ ତାଙ୍କୁ ଯଦି ବ୍ଲୁ ଫିଲ୍ମ କରିବା ପାଇଁ ଅଫର ମିଳିବ ତେବେ ସେ ନିହାତି ଭାବରେ କରିବେ |

ସେ ଛୋଟ ବେଳୁ ହିଁ ମଡେନର ହେବେ ବୋଲି ସ୍ୱପ୍ନ ଦେଖିଛନ୍ତି ଆଉ ସନ୍ନି ଲିଓନି ହେଉଛନ୍ତି ତାଙ୍କର ଆଦର୍ଶ ଯାହାକି ସେ ସୋସିଆଲ ମିଡ଼ିଆ କହି ଥିଲେ | ଏହା କହିବା ପରେ ଅନେକ ଲୋକ ତାଙ୍କୁ ନେଇ ସମଲୋଚନା କରି ଥିଲେ | ତେବେ ବର୍ତ୍ତମାନ ସମୟରେ ସେ ପୁଣି ମିଡ଼ିଆ ସାମ୍ନା କୁ ଆସିଛନ୍ତି ଆଉ ତାଙ୍କ ଜୀବନର ଷ୍ଟ୍ରୋଗଲ ସମ୍ପର୍କ ରେ ସେୟାର କରିଛନ୍ତି |

ତେବେ ନିଶା କହିଛନ୍ତି କି ସବୁ ଜାଗାରେ କେହି ନା କେହି ରାକ୍ଷସ ରହିଛନ୍ତି, ସେହିଭଳି ଭୁବନେଶ୍ୱର ରେ ମଧ୍ୟ ରାକ୍ଷସ ଅଛନ୍ତି | ଆଉ ନିଶାଙ୍କ ଲାଇଫ ରେ ବି ସେମିତି କିଛି ଘଟଣା ଘଟିଛି ଯାହା ଯାହାକି ତାଙ୍କୁ ବହୁତ୍ କଷ୍ଟ ଦେଇଛି |

ତେବେ ନିଶା ଙ୍କର କହିବା କଥା କି ସେ ଫ୍ଲିମ ଜଗତରେ ପାଦ ଦେବା ପରେ ତାଙ୍କୁ ବହୁତ କିଛି ସହିବାକୁ ପଡିଥିଲା ଏହା ସହିତ ନିଶା କହିଛନ୍ତି କି ସବୁ ଜାଗାରେ ରାକ୍ଷସ ମାନେ ଅଛନ୍ତି | ଆଉ ସିନେମା କୁ ଆସିବା ଆଗରୁ ବହୁତ କିଛି ତାଙ୍କ ସହିତ ହୋଇଛି ବୋଲି ମଧ୍ୟ ଗଣ ମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି ନିଶା |


ତାଙ୍କର କହିବା ଅନୁସାରେ ସେ +୨ ପରେ ଡିପଲମା କରିଥିଲେ | ଆଉ ଡିପ୍ଲୋମା କରି ସାରିବା ପରେ ନିଶା ମହାରଣା ଭୁବନେଶ୍ୱର ଚାଲି ଆସି ଥିଲେ ଯାହାକି ସେତେ ବେଳେ ତାଙ୍କୁ ମାତ୍ର ତାଙ୍କୁ 16 ବର୍ଷ ହୋଇ ଥିଲା | ତାପରେ ସେ ଅଭିନୟ ଦୁନିଆରେ କାମ କରିବା ପାଇଁ ଆଗେଇ ଆସି ଥିଲେ ଆଉ ସେତେ ବେଳେ ତାଙ୍କୁ ବହୁତ ନିନ୍ଦା ଅପବାଦ ସବୁ ସହ୍ୟ କରିବା ପାଇଁ ପଡ଼ି ଥିଲା |

 

ତାଙ୍କୁ ନେଇ ସମସ୍ତେ ବହୁତ ଖରାପ ବ୍ୟବହାର କରନ୍ତି ଯାହାକି ଜୀବନ ରେ ଏଭଳି ଭାବେ ତାଙ୍କୁ ବହୁତ କିଛି ଷ୍ଟ୍ରୋଗଲ କରିବା ପାଇଁ ପଡ଼ି ଥିଲା | ତେବେ ଅନେକ କିଛି ପରିସ୍ଥିତି କୁ ସାମ୍ନା କରି ନିଶା ଆଜି ଏହି ଜାଗାରେ ପହଞ୍ଚିଛନ୍ତି ବୋଲି ନିଶା ମହାରଣା ମିଡ଼ିଆ ସାମ୍ନାରେ କହିଛନ୍ତି | ତେବେ ତାଙ୍କର ଏଭଳି କିଛି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |