ନିଜ ଠାରୁ ୨୭ ବର୍ଷ ବଡ ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲା ଏହି ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀଙ୍କର ଥିଲା ଅନୈତିକ ସମ୍ବନ୍ଧ ! ହୋଇଯାଇଥିଲେ ତାଙ୍କ ପିଲାର ମା ” କିନ୍ତୁ ତା ପରେ ଯାହା ହେଲା….ଛିଃ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କତା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆସ୍ଚର୍ଯ୍ୟ ଚକିତ ହେବେ । କାରଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଏବଂ ରୀଜନୀତି ସମ୍ବଦ୍ଧୀୟ କିଛି କଥା କହିବୁ । ଅନେକ ସମୟରେ ଆପଣ ମାନେ ଶୁଣିବାକୁ ପାଉଥିବେ କି କୌଣସି ଅଭିନେତ୍ରୀଙ୍କର ରୀଜନୀତିଜ୍ଞ ମାନଙ୍କର ସହିତ ପ୍ରେମ ସଂପର୍କ କଥା । ଏହା ଅନେକ ଥର ଶୁଣିବାକୁ ମିଳିଛି ଏହା ସହିତ ଦେଖିବାକୁ ମିଳିଛି କି ଅନେକ ଅଭିନେତ୍ରୀ ମାନେ ରୀଜନୀଡି କରୁଥିବା ଲୋକମାନଙ୍କୁ ବିବାହ କରିବା ପାଇଁ ମଧ୍ୟ ପସନ୍ଦ କରନ୍ତି । କାରଣ କାହାର କେତେବେଳେ କେଉଁ ବ୍ୟକ୍ତି ପସନ୍ଦ ତାହା କେବେ ହେଲେ ମଧ୍ୟ କେହି କହିପାରିବେ ନାହିଁ ।

ମାତ୍ର କେବେ ହେଲଶୁସୁିଇଛନ୍ତି କି ଜଣେ ଅଭିନେତ୍ରୀ ତାଙ୍କ ଠାରୁ 30 ବର୍ଷର ବଡ ଜଣେ ବ୍ୟକ୍ତିକୁ ବିବାହ କରିବାର କଥା । ତେବେ ଏହା ବୋଧେ କେଉଁଠି ହୋଇନଥିବ କାରଣ ପୁଅର ବୟସ ଝଇଅର ବୟସ ଠାରୁ ଏତେ ଅଧିକ ତାହା କେବବେ ସମ୍ଭବ ନୁହେଁ ।

ଏବେକା ସମୟରେ ଏହିପରି ଏକ କଥା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ଅଭିନେତ୍ରୀ ନିଜ ଠାରୁ 29 ବର୍ଷର ବଡ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବିବାହ କରିଛନ୍ତି । ଏହା ହେଉଛି କାନ୍ନାଡାର ଏକ ଘଟଣା , ଯେଉଁଠାରେ କାନ୍ନାଡାର ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀଙ୍କର ପତ୍ନୀ ରାଧିକାଙ୍କୁ ବିବାହ କରିଥିଲେ ।

ରାଧିକା ହେଉଛନ୍ତି ଜଣେ କନ୍ନଡ ଅଭିନେତ୍ରୀ ମଧ୍ୟ । ତେବେ କୁମାର ସ୍ୱାମୀ ଏବଂ ରାଧିକାଙ୍କର ଏହା ହେଉଛି ଦ୍ୱିତୀୟ ବିବହା । କାରଣ କୁମାର ସ୍ୱାମୀ ପ୍ରଥମେ ପତ୍ନୀଙ୍କ ନାମ ଅନିତା ଅଟେ, ଯାହାଙ୍କ ଠାରୁ ତାଙ୍କର ଗୋଟିଏ ପୁଅ ଅଛି, ଯାହାର ନାମ ନିଖିଲ ଗୌଡ଼ା, ଓ ନିଖିଲ କନ୍ନଡ଼ ଫିଲ୍ମ ଷ୍ଟାର ଅଟନ୍ତି ।

ସେହିପରି ମଧ୍ୟ ରାଧିକାଙ୍କର ହେଉଛି ଏହା ଦ୍ୱିତୀୟ ବିବାହ କାରଣ ସେ ପ୍ରଥମ ବିବାହ ରତନ କୁମାର ନାମକ ଏକ ବ୍ୟକ୍ତି ସହ ହୋଇଥିଲା, କିନ୍ତୁ ସେହି ସମୟରେ ଏହି ବିବାହକୁ ନେଇ ବହୁତ ବିବାଦ ହୋଇଥିଲା । ରାଧିକାଙ୍କର ମା ଏହି ବିବାହକୁ ସ୍ୱୀକାର କରିନଥିଲେ ଏହା ସହିତ ସେ କହିଥିଲେ କି ତାଙ୍କର ଝିଅ ରାଧିକାଙ୍କୁ ରତନ ଜୋର ଜବରଦସ୍ତ ବିବହା କରିଛନ୍ତି ଏହା ସହିତ ତାଙ୍କୁ ପୋଡିକରି ମାରି ଦେବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି ।

ଏହି ସମସ୍ତ ମାମଲା ଚାଲିଥିବା ସମୟରେ 2002 ରେ ରତନ କୁମାରଙ୍କର ହାର୍ଟଟାକରେ ନିଧନ ହୋଇଗଲା । ତାଙ୍କର ନିଧନ ପରେ ରାଧିକା 2006 ରେ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀଙ୍କୁ ବିବାହ କରିଥିଲେ ଏବଂ ଏବେ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ଏବେକା ସମୟରେ ସେ ନିଜ ପରିବାର ସହିତ ବହୁତ ଖୁସିରେ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।