Breking News – ଏବେ ଏବେ ଆସିଲା ସବୁଠାରୁ ବଡ ଖବର ! ମୃତ୍ୟୁ ବରଣ କଲେ ଓଡ଼ିଶାର ସବୁଠୁ ବଡ଼ ଠକ ବାବା, କେଳେଙ୍କାରୀ ମାମଲାରେ ଯାଇଥିଲେ ଜେଲ…..
ମୃତ୍ୟୁ ବରଣ କଲେ ଓଡ଼ିଶା ର ସବୁଠୁ ବଡ଼ ଠକ ବାବା ସୁର ବାବା । ଆପଣ ମାନେ ଠିକ୍ ଶୁଣି ଅଛନ୍ତି , ମୃତ୍ୟୁ ବରଣ କରିଛନ୍ତି ତ୍ରାହି ଅଚ୍ୟୁତ ଆଶ୍ରମ ର ପ୍ରତିଷ୍ଠାତା ସୁର ବାବା । ତେବେ ସୁର ବାବା ଙ୍କୁ ୨୦୧୫ ମସିହା ରେ ପୋଲିସ୍ ଗିରଫ କରି ଥିଲା । ଆଉ ତାଙ୍କର ଆୟ ବହିର୍ଭୂତ ସମ୍ପତି ଓ ଆଶ୍ରମ କୁ ସେ ଖରାପ୍ ଭାବେ ଚଳାଉ ଥିବାର ନେଇ ପୋଲିସ ତାଙ୍କୁ ଗିରଫ କରି ଥିଲା । ତେବେ ଜଗତସିଂପୁର ଜିଲ୍ଲା ରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ର ପ୍ରତିଷ୍ଠାତା ଥିଲେ ସୁର ବାବା ।
ତେବେ ୨୦୧୫ ମସିହା ରେ ତାଙ୍କୁ ପୋଲିସ୍ ଗିରଫ କରି ସାରିବା ପରେ ସେ ଜେଲ୍ ରେ ହିଁ ଥିଲେ । କିଛି ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା ।
ତେବେ ତ୍ରାହି ଅଚ୍ୟୁତ ଆଶ୍ରମ ର ପ୍ରତିଷ୍ଠାତା ସୁର ବାବା ଆଜି ମୃତ୍ୟୁ ବରଣ କରିଛନ୍ତି । ତେବେ ଅନେକ ପ୍ରକାର ଠକେଇ ଓ ଅନେକ ନାରୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଥିବାର ସଙ୍ଗିନ ଅଭିଯୋଗ ଆସିବା ପରେ ତାଙ୍କୁ ପୋଲିସ ୨୦୧୫ ମସିହା ରେ ଗିରଫ କରି ଥିଲା । ତେବେ ଏମିତି ଅନେକ ଠକ ବାବା ଓଡ଼ିଶା ରେ ଅଭାବ ନ ଥିବା ବେଳେ ସେହି ଠକେଇ ବାବା ମଧ୍ୟ ରେ ପରିଗଣିତ ହୋଇ ଥିଲେ ସୁର ବାବା ।
ତେବେ ସୁର ବାବା ଙ୍କ ର ଦେହ ଜେଲ୍ ରେ ଅସୁସ୍ଥ ଥିବା ସମୟ ରେ ନିଷ୍ପତି ନିଆ ଯାଇ ଥିଲା ଯେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସୁଧୁରି ଯିବା ପରେ ତାଙ୍କୁ ପୁଣି ଥରେ ଜେଲ୍ ରେ ରଖାଯିବ । କିନ୍ତୁ ସୁର ବାବା ଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ସାମ୍ରାଜ୍ୟ ର ଅନ୍ତ ଘଟିଛି। ଆଉ ତାଙ୍କ ସାମ୍ରାଜ୍ୟ କୁ ଏବେ ଆଉ କେହି ଚଲେଇ ପାରିବେ ନାହିଁ ।
ତେବେ ସୁର ବାବା ଙ୍କ ଅନ୍ତ ଘଟିବା ପରେ ତାଙ୍କ ସାମ୍ରାଜ୍ୟ ର ଅନ୍ତ ଘଟିଲା ଓ ଏକ ସୋପାନ ର ଅନ୍ତ ଘଟିଲା ବୋଲି ଲୋକ କହୁଛନ୍ତି । କିଛି ଲୋକ ସୁର ବାବା ଙ୍କ ମୃତ୍ୟୁ ରେ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ଲୋକ ଓଡ଼ିଶା ରୁ ଗୋଟେ ଠକ ବାବା ର ଅନ୍ତ ଘଟିଲା ବୋଲି ଲୋକ କହୁଛନ୍ତି। ତେବେ ସୁର ବାବାଙ୍କ ବିୟୋଗ ଓ ଏକ ପାପ ସାମ୍ରାଜ୍ୟ ର ର ବିୟୋଗ ବୋଲି ଲୋକ କହୁଛନ୍ତି ।
ତେବେ ସୁର ବାବା ତ୍ରାହି ଅଚ୍ୟୁତ ଆଶ୍ରମ କୁ ବର୍ଷ ବର୍ଷ ଧରି ଚଲେଇ ଲୋକ ମାନଙ୍କୁ ଠକି ଚାଲିଥିଲେ । ତେବେ ଲୋକ ମାନଙ୍କୁ ବହୁତ୍ ଦିନ ଧରି ଠକି ଚାଲିଥିବାରୁ ସେହି ଅଭିଶାପ ପଡିଛି ବୋଲି କିଛି ଲୋକ କହିଛନ୍ତି । ଆଉ କିଛି ଲୋକ କହିଛନ୍ତି ଯେ ସୁର ବାବା ଙ୍କ ମୃତ୍ୟୁ ଆମକୁ ଦୁଃଖ ଦେଇଛି ବୋଲି କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।