ନୂଆ ବର୍ଷ ରେ ମୋଦି ସରକାର ଙ୍କର ନୂଆ ଭେଟି ! ସୁନା ବିକିବେ ମୋଦି ସରକାର ମାତ୍ର ୩ ଦିନ ପାଇଁ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ….
ସୁନା ଏପରି ଏକ ଜିନିଷ ସମସ୍ତଙ୍କର ଲୋଭ ଥାଏ କିନ୍ତୁ ଏହା ସମସ୍ତେ କିଣି ପାରିନଥାନ୍ତି। କିନ୍ତୁ ଏବେ ଶସ୍ତାରେ ମିଳିବ ସୁନା ସୁନା ଏବଂ ସୁନା ବିକିବେ ମୋଦି ସରକାର ନୂଆ ବର୍ଷ ପୂର୍ବରୁ ଆପଣମାନେ କମ ଟଙ୍କାରେ ସୁନା ପାଇପାରିବେ। ଦେଶବାସୀଙ୍କୁ ସୁଯୋଗ ଦେବାରେ ଆଗେଇ ଆସିଛନ୍ତି ମୋଦି ସରକାର ଆସନ୍ତା ୨୮ ତାରିଖ ସମବାର ଠାରୁ ଆସନ୍ତା ୨୦୨୧ ମସିହା ଜାନୁଆରୀ ପହିଲା ମଧ୍ୟରେ ସରକାର ପୁଣିଥରେ Sovereign Gold Bonds ରେ ନିବେଶ କରିବାକୁ ସୁଯୋଗ ଦେଉଛନ୍ତି।
ଏବେ ଜାଣନ୍ତୁ Sovereign Gold Bonds କଣ ? Sovereign Gold Bondsରେ ନିବେଶକଙ୍କୁ ହାତାହାତୀ ସୁନା ମିଳିନଥାଏ ଏହା ଇଲେକ୍ଟ୍ରୋନିସ ରୂପରେ ମିଳିଥାଏ। ଫିଜିକାର ସୁନା ତୁଳନାରେ ଇଲେକ୍ଟ୍ରୋନିସ ରୂପରେ ଏହା ଅଧିକ ସୁରକ୍ଷିତ। ଶୁଦ୍ଧତା ମାମଲାରେ ଏହା ଇଲେକ୍ଟ୍ରୋନିସ ରୂପରେ ଥିବାରୁ ଶୁଦ୍ଧତା ଉପରେ କୌଣସି ସନ୍ଦେହ କରାଯାଇ ପାରିବ ନାହିଁ।
ପ୍ରତି ଗ୍ରାମ ପିଛା ୫୦ ଟଙ୍କା ଶସ୍ତାରେ ସୁନା ବିକିବାକୁ ମୋଦି ସରକାର ନିଷ୍ପତି ନେଇଛନ୍ତି। ଏହି ହିସାବରେ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ଶସ୍ତାରେ ସୁନା ପାଇପାରିବେ ନିବେଶକ। Sovereign Gold Bonds ବିଷୟରେ ଜାଣିବା ପରେ ଏବେ ଜାଣନ୍ତୁ କେଉଁଠି ଏବଂ କେମିତି ମିଳିବ ସୁନା। ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି Sovereign Gold Bonds scheme ସର୍ବାଧିକ ୫୦୦ ଗ୍ରାମ ସୁନା କିଣି ପାରିବେ ଏବଂ ଅନ୍ୟପଟେ ନିବେଶ ୧ ଗ୍ରାମ ହେବା ଜରୁରି।
Sovereign Gold Bonds scheme ନିବେଶ କଲେ ଜଣେ ବ୍ୟକ୍ତି ନିଜର ଟ୍ୟାକ୍ସ ବଞ୍ଚାଇ ପାରିବେ। ବଣ୍ଡକୁ ଟ୍ରଷ୍ଟି ବ୍ୟକ୍ତି , ବିଶ୍ୱବିଦ୍ୟାଳୟ ଏବଂ ଧାର୍ମିକ ସଂସ୍ଥା କୁ ବିକ୍ରି କରିବାକୁ ମନାକରାଯାଇଛି। ଏଥିରେ ନିବେଦନ କରିବା ପାଇଁ ନିବେଶକଙ୍କ ହାତରେ ପାନ କାର୍ଡ ଥିବା ନିହାତି ଜରୁରୀ। ସୁନା ବଣ୍ଡର ଆଗାମୀ କିସ୍ତି ପାଇଁ ୫୦୦ଟଙ୍କା ପ୍ରତି ଗ୍ରାମ ପିଛାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏହିପରି ନିଷ୍ପତି ନେଇଛନ୍ତି ବୋଲି କୁହାଯାଇଛି। ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କସହ ବିଚାର ବିମର୍ଷ ଜାରିରଖିଛନ୍ତି ସରକାର। ଅନଲାଇନ ମାଧ୍ୟମରେ ଆବେଦନ କରିବା ଏବଂ ଡିଜିଟାଲ ମାଧ୍ୟମରେ ଟଙ୍କା ପୈଠ କରିବେ ସେଥିପାଇଁ ତର୍ଜମା ଚାଲିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି।
ତେବେ ଏହିପରି ଭାବରେ ଆପଣମାନେ ସୁନା ପାଇପାରିବେ ଶସ୍ତାରେ ନିଜ ଘରେ ବସି। ଯଦି ଆପଣ ମାନକୁ ଆମର ଖବରଟି ଭଲ ଲାଗୁଛି ତାହାଲେ ଆମ ପେଜକୁ ଲାଇକ ଏବଂ ସେୟାର କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।