ଦେଖନ୍ତୁ ନୂଆବୋହୂ ସରିଏଲର ସୁମି (ମୋନାଲିସା)ଙ୍କ ନୂଆ ଆଲବମ… ପ୍ରେମ କେବେ ମରେନା …ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..
ଆମେମାନେ ସମସ୍ତେ ଓଡିଆ ସିରିଏଲ୍ ହୁଏତ ଦେଖୁନଥିବା। ଆଜି କାଲି ର ପିଲା ମାନଙ୍କ ର ଓଡିଆ ଇଣ୍ଡଷ୍ଟ୍ରି ରେ କିଛି ଇନ୍ଟ୍ରେଷ୍ଟ ନାହିଁ, ସେମାନେ ସବୁ ସୋସିଆଲ ସାଇଡ୍ ସହ ସବୁ ବେଳେ ବିଜି। ତେବେ ଆମ ମାନଙ୍କ ଘରେ ଆମ ଘର ଲୋକ ମାନେ ନିହାତି ଓଡିଆ ସିରିଏଲ୍ ଏବଂ ଓଡିଆ ସିନେମା ସବୁ ଦେଖୁଥିବେ। ଘର ର ସ୍ତ୍ରୀ ଲୋକ ମାନେ ତ ଓଡିଆ ସିରିଏଲ ସବୁ ଦେଖିବା ପାଇଁ ସନ୍ଧ୍ୟା ରେ ଜଲ୍ଦି ଜଲ୍ଦି କାମ ସାରି ଟିଭି ଆଗରେ ବସି ପଡନ୍ତି। ଓଡିଶା ରେ ତ ଘରେ ଘରେ ଲୋକ ମାନେ ସନ୍ଧ୍ୟା ରେ ସିରିଏଲ୍ ଦେଖିବା ପାଇଁ ବସିପଡନ୍ତି।
ଆଜି କାଲି ଓଡିଶା ବାସୀ ମାନଙ୍କ ପାଖରେ ତରଙ୍ଗ ର ସିରିଏଲ୍ ସବୁ ଅଧିକ ଲୋକପ୍ରିୟ ହେଉଛି। ଲୋକ ମାନେ ଆଉ ସବୁ ସିରିଏଲ୍ ଠାରୁ ତରଙ୍ଗ ର ଚ୍ୟାନେଲ୍ ର ସିରିଏଲ୍ ସବୁ ଦେଖିବାକୁ ବଶୀ ପସନ୍ଦ କରୁଛନ୍ତି।
ତେବେ ତରଙ୍ଗ ର ସବୁ ସିରିଏଲ୍ ର ଟିଆରପି ମଧ୍ୟ ବହୁତ। ତରଙ୍ଗ ର ନୂଆବୋହୂ ସିରିଏଲ୍ ଟି ଲୋକ ମାନଙ୍କ ର ବହୁତ ପ୍ରିୟ। ତେବେ ଲୋକ ମାନେ ଏହାର ହିରୋ ହିରୋଇନ୍ ମାନଙ୍କ ର କେମେଷ୍ଟ୍ରି କୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ତେବେ ଆମେ ଆଜି ସେହି ସିରିଏଲ୍ ର ଜଣେ ସଦସ୍ୟ ଙ୍କ ର ରିଏଲ୍ ଲାଇଫ୍ ସମ୍ପର୍କରେ ସବୁ କିଛି ଜାଣିବ
ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ମୋନାଲିସା ଓରଫ୍ ସୁମି। ସିଏ ନୂଆବୋହୂ ସିରିଏଲ୍ ରେ ସୁମି ଅପା ଭାବରେ ନଜର ଆସିଥିଲେ। ତାଙ୍କୁ ତ ଲୋକ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।
ସେ ଏହି ସିରିଏଲ୍ ରେ ଜବରଦସ୍ତ ଆକ୍ଟିଙ୍ଗ୍ କରିଥିଲେ,ଏହା ଦ୍ୱାରା ସେ ଲୋକ ମାନଙ୍କ ମନ ରେ ଏକ ଅଲଗା ପ୍ରକାରର ସ୍ଥାନ ତିଆରି କରି ସାରିଥିଲେ। ସେ ଏହି ନୂଆବୋହୂ ସିରିଏଲ୍ ରେ ସୁମି ଅପା ଭାବେ ଆକ୍ଟିଙ୍ଗ୍ କରି ରାତା ରାତି ଷ୍ଟାର ହୋଇ ଯାଇଥିଲେ। ସେ ନିଜର ଅଭିନୟ ର ଷ୍ଟାଟିଙ୍ଗ୍ ଏକ ସିରିଏଲ୍ ରୁ ଆରମ୍ଭ କରିଥିଲେ।
ସେ ପ୍ରଥମେ ଶ୍ରୀ ଜଗନ୍ନାଥ ସିରିଏଲ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସେ ଅନେକ ଭଲପାଇବା ପାଇ ଥିଲେ। ଏହା ପରେ ସେ ଅନେକ ସିରିଏଲ୍ ରେ କାମ କରିଛନ୍ତି, ଜୟ ମା ଲକ୍ଷ୍ମୀ, ମାନିନୀ, ଆଦି ସିରିଏଲ୍ ରେ ସେ ଅଭିନୟ କରିଥିଲେ। ଆଉ ଏବେ ସେ ତରଙ୍ଗରେ ପ୍ରସାରିତ ହେଉଥିବା ତ୍ରିଲୋଚନୀ ଗୌରୀ ସରିଏଲରେ ମାଆ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି ।
ତାଙ୍କ ଆକ୍ଟିଙ୍ଗ୍ କୁ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ସେ ଅନେକ ଆଲ୍ବମ୍ ରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ତାଙ୍କର ଏକ ଆଲବମ ସାମ୍ନାକୁ ଆସିଛି ଯାହାର ଟାଇଟେଲ ରହିଛି ପ୍ରେମ କେବେ ମରେନା ଯାହା ବହୁତ ହୃଦୟସ୍ପର୍ଶି ହେବା ସହିତ ଆଜିର ଆଧୁନିକ ସମାଜକୁ ଏକ ବାର୍ତ୍ତା ପ୍ରଦାନ କରିଛି । ତେବେ ଏହି ଆଲବମଟିକୁ ବର୍ତ୍ତମାନ ସୁଦ୍ଧା 25ମିଳିୟନରୁ ଅଧିକ ଲୋକ ଦେଖି ସାରିଲେଣି ।