ଦେଖନ୍ତୁ Shocking ଭିଡ଼ିଓ :ଝିଅ ଙ୍କୁ ମାରି ଗୀତ ଶିଖାଇଲେ ନମିତା ଅଗ୍ରୱାଲ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…
ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ସେ ଅଭିନୟ ରେ ହେଉ ଅବା ସଙ୍ଗୀତ ରେ ହେଉ ଆଉ ସମସ୍ତ ଦର୍ଶକ ଙ୍କର ନିଜର ଏକ ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ତେବେ ଏହି ସେଲିବ୍ରେଟି ଙ୍କ ଜୀବନ ଶୈଳୀ ଷ୍ଟାଇଲିସ ଧରଣ ର ହୋଇ ଥାଏ ଆଉ ଏମାନେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି | ତେବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ର ସବୁଠୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କୁ ତ ବେଶ ଭଲ ଭାବରେ ଜାଣିଛନ୍ତି ଯିଏ କି ତାଙ୍କ କଣ୍ଠ ମାଧ୍ୟମ ରେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି |
୧୯୮୭ ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଗୀତ ଗାଇବା ଆରମ୍ଭ କରିଥିଲେ | ଆଉ ପିଲା ଦିନରୁ ହିଁ ନେଇଥିଲେ ପ୍ରଶିକ୍ଷଣ ଆଉ ପିଲା ଦିନରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ ନମିତା | ଆଉ ନିଜର ସୁ ମଧୁର କଣ୍ଠ ପାଇ ପିଲା ଦିନରୁ ହିଁ ଜିତି ପାରିଥିଲେ ବହୁ ପୁରସ୍କାର ଏବଂ ଶ୍ରୋତାଙ୍କ ଭଲ ପାଇବା | ସେ ଭଜନ ହେଉ କି ଆଲବମ କି କୌଣସି ଫିଲ୍ମ ର ରୋମାଣ୍ଟିକ ଗୀତ ସବୁଥିରେ ସେ ସମସ୍ତ ଙ୍କୁ ଦିୱାନା କରି ରଖି ଥାଆନ୍ତି |
1994 ରେ ନମିତା ଅଗ୍ରୱାଲ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରି ଥିଲେ ଆଉ ତାଙ୍କର ଦୁଇ ପୁଅ ଅଛନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣିଛନ୍ତି, ସେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରି ଥିଲେ | ଆଉ ନମିତା ଅଗ୍ରୱାଲ ହେଉଛନ୍ତି ସିଦ୍ଧାର୍ଥ ଚ୍ୟାନେଲ ର ମାଲିକ ଆଉ ତାଙ୍କର ଦୁଇ ପୁଅ ଙ୍କୁ ବି ଆପଣ ଦେଖିବାକୁ ନିହାତି ପାଇ ଥିବେ | ତାଙ୍କର ବଡ଼ ପୁଅ ଙ୍କ ନାଁ ରହିଛି ସିଦ୍ଧାର୍ଥ ଓ ସାନ ପୁଅ ଙ୍କର ନାମ ହେଉଛି ସାର୍ଥକ ତାଙ୍କର କୌଣସି ଝିଅ ନାହାଁନ୍ତି | ଏହା ସହିତ ନମିତା ଅଗ୍ରୱାଲ ତାଙ୍କ ପରିବାର କୁ ନେଇ ଅନେକ ଭିଡ଼ିଓ ଓ ଫଟୋ ଉପଲୋଡ କରି ଥାଆନ୍ତି ଯାହା ଦ୍ୱାରା ତାଙ୍କ ପରିବାର ବେସ ଖୁସିବାସ ରେ ଚାଲିଛି ବୋଲି ଜଣା ପଡିଥାଏ |
ତେବେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଥିରେ ନମିତା ଅଗ୍ରୱାଲ ଏକ ଝିଅ କୁ ଗୀତ ଶିଖାଉଛନ୍ତି | ଆପଣ ତ ଜାଣିଛନ୍ତି ନମିତା ଅଗ୍ରୱାଲ ଙ୍କର କୌଣସି ଝିଅ ନାହାଁନ୍ତି ଆଉ ଭିଡ଼ିଓ ମାଧ୍ୟମ ରୁ ଯାହା ଜଣା ପଡ଼ିଛି କି ସେ ତାଙ୍କର କୌଣସି ସମ୍ପର୍କୀୟ ଝିଅ ଙ୍କୁ ଗୀତ ଶିଖାଉଛନ୍ତି | ତାହା ପୁଣି ତାଙ୍କୁ ମଜାରେ ମାଡ଼ ମାରି ଗୀତ ଶିଖାଉ ଥିବାର ଦେଖିବା ପାଇଁ ମିଳିଛି | ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ତାଙ୍କର ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି |