ନାମର ପ୍ରଥମ ଅକ୍ଷର ରୁ ଜାଣନ୍ତୁ ନିଜର ରାଶି ବିଷୟରେ, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ
ଆଜି ଆମେ ଜାଣିବା ନାମର ପ୍ରଥମ ଅକ୍ଷର ରୁ ରାଶି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ସମୟରେ ଚନ୍ଦ୍ର ଗ୍ରହ ଯଉଁ ରାଶି ର ଥାଏ ସେହି ରାଶି ର ଅକ୍ଷର ଅନୁସାରେ ନାମ କାରଣ କରାଯାଇ ଥାଏ । ତେଣୁ ନାମର ପ୍ରଥମ ଅକ୍ଷର ଅନୁସାରେ ରାଶି ଆଜି ଆମେ ଜାଣିବା । ତେବେ ଆସନ୍ତୁ :-
1-ମେଷ ରାଶି :-ଚୁ, ଚେ, ଚୋ, ଲା, ଲୁ, ଲୋ, ଲେ, ଲୋ, ଅ ଏହି ସବୁ ଅକ୍ଷର ଯଉଁ ସବୁ ନାମର ପ୍ରଥମେ ରହିଥାଏ ସେ ସବୁ ନାମ ମେଷ ରାଶି ହୋଇଥାଏ ।
2-ବୃଷ ରାଶି :- ଇ, ଉ, ଏ, ଔ, ବା, ବି, ବୁ, ବେ, ବୋ ଏହି ସବୁ ଅକ୍ଷରର ଯଉଁ ନାମ ଥାଏ ତାହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତାହା ମେଷ ରାଶି ହୋଇଥାଏ, ନାମ ଅନୁସାରେ ।
3-ମିଥୁନ ରାଶି :- କା, କି, କୁ, ଘ, ଛ, କେ, କୋ, ହ ଏହି ସବୁ ଅକ୍ଷର ଯଉଁ ନାମର ପ୍ରଥମରୁ ଥାଏ ତାହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶି ସେହି ବ୍ୟକ୍ତି ର ହୋଇଥାଏ ।
4-କର୍କଟ ରାଶି :- ହି, ହୁ, ହେ, ହୋ, ହା, ହୀ, ହେ ଏହି ସବୁ ଅକ୍ଷର ନାମର ପ୍ରଥମେ ଯଉଁ ବ୍ୟକ୍ତିର ଥାଏ ସେହି ବ୍ୟକ୍ତି ନିଜର ରାଶି କର୍କଟ ରାଶି ଅଟେ ।
5-ସିଂହ ରାଶି :- ମା, ମି, ମୁ, ମେ, ମୀ, ଟା, ଟି, ଟେ ଏହି ସବୁ ଅକ୍ଷର ଯେଉଁ ବ୍ୟକ୍ତି ର ନାମର ପ୍ରଥମରେ ଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତିଙ୍କର ରାଶି ସିଂହ ରାଶି ଅଟେ ।
6-କନ୍ୟା ରାଶି :- ଯେଉଁ ନାମର ପ୍ରଥମରେ ଟୋ, ପା, ପି, ପୁ, ପେ, ପୀ, ଡ, ଢ, ଠ, ଷ ଏହି ସବୁ ଅକ୍ଷର ଥାଏ ସେହି ବ୍ୟକ୍ତିର ରାଶି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶି ହୋଇଥାଏ ।
7-ତୁଳା ରାଶି :- ରା, ରି, ରୁ, ରେ, ରୋ, ତା, ଟି, ତୁ, ତେ ଏହି ସବୁ ଅକ୍ଷର ଯେଉଁ ବ୍ୟକ୍ତିର ନାମର ପ୍ରଥମରେ ଥାଏ ଏମାନଙ୍କ ରାଶି ତୁଳା ଅଟେ ।
8-ବିଛା ରାଶି :- ତୋ, ନୋ, ନି, ନୁ, ନି, ନୋ, ଯା, ଯି, ଯୁ ଏହି ସବୁ ଅକ୍ଷର ଯେଉଁ ବ୍ୟକ୍ତିର ନାମର ପ୍ରଥମରେ ଥାଏ ତାକୁ ବିଛା ରାଶି ସେହି ବ୍ୟକ୍ତିଙ୍କର ଅଟେ ।
9-ଧନୁ ରାଶି :- ଯେ, ଯୋ, ଭା, ଭି, ଭୁ, ଧା, ପା, ରେ ଏହି ସବୁ ଅକ୍ଷର ଯେଉଁ ବ୍ୟକ୍ତିର ନାମର ପ୍ରଥମରେ ଥାଏ ତାଙ୍କର ରାଶି ଅକ୍ଷର ଅନୁସାରେ ଧନୁ ରାଶି ଅଟେ ।
10-ମକର ରାଶି :- ଶୋ, ଜା, ଜି, ଖି, ଖୁ, ଖେ, ଖୋ, ଗା, ଗି ଏହି ଅକ୍ଷର ଯେଉଁ ମାନଙ୍କର ନାମର ପ୍ରଥମେ ଥାଏ ସେମାନଙ୍କ ରାଶି ମକର ଅଟେ ।
11-କୁମ୍ଭ ରାଶି :- ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଢl, ଆଦି ଥିଲେ କୁମ୍ଭ ରାଶି ।
12-ମୀନ ରାଶି :- ଢ଼ୀ, ଢୁ, ଥ, ଝ, ଢ଼େ, ଦୋ, ଚା, ଚି ଏସବୁ ଥିଲେ ମୀନ ରାଶି ଅଟେ ।
ଏହି ସବୁ ଅକ୍ଷରରୁ ରାଶି ଆମେ ଜାଣି ପରିବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।