ଆସିଲା ଓଡିଶାର ଆଗାମୀ ଉତ୍ତରାଧିକାରୀ ! ନବୀନ ଙ୍କ ପରେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବୁ ଯାହା ଜାଣିବାକୁ ଆପଣ ନିଶ୍ଚିତ ଆଗ୍ରହୀ ଥିବେ। ଯାହା ଓଡ଼ିଶାର ଆଗାମୀ ରାଜନୈତିକ ବିଶେଷତ୍ଵ କୁ ପ୍ରକାଶ କରୁଛି।ଭାରତ ମାନଚିତ୍ରରେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁ ରାଜ୍ୟରେ ଜଣେ ପ୍ରାର୍ଥୀ ଏକାକୀ ଦୀର୍ଘଦିନ ଧରି ଶାସନ କେବେ କରି ନଥିଲେ। କିନ୍ତୁ ବିଜୁ ଜନତା ଦଳର ସୁପ୍ରିମ ତଥା ସଭାପତି, ଯିଏକି ଦଳର ହର୍ତ୍ତା କର୍ତ୍ତା ଦୈବ ବିଧାତା ଅଟନ୍ତି, ଯିଏକି ହେଉଛନ୍ତି ଓଡ଼ିଶାର ମାନ୍ୟବର ସାମ୍ପ୍ରତିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯିଏକି ୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରି ଆସୁଛନ୍ତି। ତାଙ୍କର ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଆଜି ଓଡିଶାରେ ତାଙ୍କର ଦୀର୍ଘଦିନ ର ଶାସନ ଚାଲି ରହିଛି।
ଯାହାଙ୍କ ଶାସନ କୁ ଲୋକେ ଗ୍ରହଣ କରି ଚାଲିଛନ୍ତି। ଆଉ ଏବେ ଏହାକୁ ନେଇ ଏକ ପ୍ରଶ୍ନ ସମସ୍ତଙ୍କ ନିକଟରେ ଉଙ୍କି ମାରୁଛି ଯେ ଅନ୍ୟ ଦଳର କେଉଁ ନେତା ତାଙ୍କ ଭଳି ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ଅଟନ୍ତି ବା ଆଗାମୀ ଦିନରେ ଓଡ଼ିଶାର ଶାସନ ଭାର କାହା ହାତରେ ନ୍ୟସ୍ତ ହେବାକୁ ଯାଉଛି।ସତରେ ଆଗକୁ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଦଳ ଉପସ୍ଥାପନା କରିବାକୁ ଚାହୁଁଛି ବା ଅନ୍ୟ ଦଳର କିଏ କେହି ଦୋୖଡରେ ଅଛନ୍ତି ?
କିଏ ହୋଇ ପାରନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ?ଏହାକୁ ନେଇ ରିପୋର୍ଟ୍ କଣ କହୁଛି ଆସନ୍ତୁ ଜାଣିବା।ଓଡ଼ିଶାର ଲୋକେ ନବୀନ ବାବୁ ଙ୍କ ରାଜନୈତିକ ଅବସର ପରେ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି ଆସନ୍ତୁ ଜାଣିବା ସେମାନଙ୍କ ମତରେ ହୋଇଥିବା ଏକ ଡିଜିଟାଲ ସର୍ଭେ ରିପୋର୍ଟ ରୁ ଯାହା ୩ ଲକ୍ଷ ଲୋକଙ୍କୁ ନେଇ ହୋଇଛି।
୧) ସୁବ୍ରତ ବାଗଚୀ-
ଓଡ଼ିଶାର ୩୦ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରନ୍ତି ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ।ସେ ଜଣେ କର୍ମବୀର ଏବଂ ନିଜ କର୍ମକୁ ସେ ଠିକ୍ ଭାବରେ ଗୁରୁତ୍ଵ ଦେଇଥାନ୍ତି।
୨) ଅପରାଜିତା ଷଡ଼ଙ୍ଗୀ-
ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମଧ୍ୟ କିଛି ଲୋକେ ଏହି ପଦବୀ ରେ ଦେଖିବା ପାଇଁ ଚାହୁଁଛନ୍ତି।
୩) ଭି କେ ପାଣ୍ଡିଆନ-
୫ଟି ସଚିବ ପାଣ୍ଡିଆନ ଙ୍କୁ ମଧ୍ୟ ୮ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଆଶା ରଖିଛନ୍ତି।
୪) ଧର୍ମେନ୍ଦ୍ର ପ୍ରଧାନ-
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରିୟତା ମଧ୍ୟ କିଛି ପରିମାଣରେ ରହିଛି।୩ ପ୍ରତିଶତ ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଆଶା ରଖିଛନ୍ତି।
୫) ପ୍ରତାପ ଷଡ଼ଙ୍ଗୀ-
କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ମଧ୍ୟ କିଛି ଲୋକେ ମୁଖ୍ୟମନ୍ତ୍ରୀ ରେସ୍ ରେ ସାମିଲ୍ କରିଛନ୍ତି।
୬) ଅନୁଭବ ମହାନ୍ତି-
ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ୧୨ ପ୍ରତିଶତ ଲୋକେ ଆଶା ରଖିଛନ୍ତି। ଯିଏକି ଏକ ବଡ଼ ଭୋଟ ବ୍ୟବଧାନରେ ତାଙ୍କ ପ୍ରତିଦ୍ବନ୍ଦୀ ଠାରୁ ବିଜୟୀ ହୋଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।