ନବରାତ୍ରି ପୂର୍ବରୁ ଘରକୁ ଆପଣାନ୍ତୁ ଏହି ୫ଟି ଜିନିଷ, ଆପଣ ଙ୍କ ଭାଗ୍ୟ ଚମକି ଉଠିବ
ଆମ ଦେଶ ରେ ଲୋକ ମାନେ ବହୁତ ଈଶ୍ୱର ବିଶ୍ୱାସୀ , ତେଣୁ ଅନେକ ଦେବା ଦେବି ଙ୍କୁ ପୂଜା କରନ୍ତି,ସବୁ ଘରେ ଲୋକ ମାନେ ବିଭିନ୍ନ ଦେବା ଦେବି ଙ୍କୁ ରଖି ପୂଜା କରନ୍ତି । ତେବେ ପୂଜା ସହ ଅନେକ ଲୋକ ଦାନ ମଧ୍ୟ କରନ୍ତି,ଅନେକ ଵିଧି ବିଧାନ୍ ରେ ପୂଜା କରନ୍ତି ତେବେ ବର୍ଷ ରେ ଅନେକ ପୂଜା ହୁଏ। ତେବେ ସେଥିରୁ ଗଣେଶ ପୂଜା , ସରସ୍ବତୀ ପୂଜା , ବିସକର୍ମ ପୂଜା ଇତ୍ୟାଦି ଅନେକ ପୂଜା ହୁଏ।
ତେବେ ଏସବୁ ପୂଜା କୁ ସବୁ ଲୋକ ବଡ ଆଡ଼ମ୍ବର ରେ ପୂଜା କରା ଯାଏ,ତେଣୁ ଆମ ଦେଶ ରେ ଅନେକ ମନ୍ଦିର ରହିଚି।
ଲୋକ ମାନେ ଅନେକ ବାର ବ୍ରତ ଆଦି କରନ୍ତି କୁହନ୍ତି କି ମନସ୍କାମନା ପୂରଣ କରିବା ପାଇଁ ଭଗବାନ କୁ ଭକ୍ତି ର ସହ ପୂଜା କରିଲେ ତା ମିଳେ। ତେଣୁ ସବୁ ଲୋକ ପୂଜା କରନ୍ତି ଏଥି ପାଇଁ ଅନେକ ପଇସା ଖର୍ଚ୍ଚ କରନ୍ତି।ତେବେ କହିବା କୁ ଗଲେ ବର୍ଷ ରେ ସବୁ ଠୁ ବଡ଼ ପୂଜା ହେଉଛି ଦୁର୍ଗା ପୂଜା ବା ନବରତ୍ରି। ତେବେ ଏହି ପୂଜା କୁ ସବୁ ଲୋକ ବହୁତ ସୁନ୍ଦର ଭାବେ କରିଥାନ୍ତି, ପୁରା ଦେଶ ରେ ଏହି ପୂଜା ବହୁତ ଆଡ଼ମ୍ବର ସହ ହୁଏ।
ତେବେ ସେମାନେ ନଅ ଦିନ ବ୍ରତ କରି ଦେବି ଦୁର୍ଗା ଙ୍କୁ ଆରାଧନା କରନ୍ତି। ଏହି ଦିନ ରେ ଲୋକ ମାନେ ଅନେକ କିଛି କରନ୍ତି। ତେବେ ଯାହା ଦ୍ୱାରା ଦେବି ଦୁର୍ଗା ପ୍ରସନ ହୋଇ ତାଙ୍କ ଇଚ୍ଛା କୁ ପୂରଣ କରିବେ।
ତେବେ ଏହି ଦିନ ସବୁ ଲୋକ ଙ୍କ ପାଇଁ ବହୁତ ଖାସ ହୋଇ ଥାଏ। ତେବେ ଲୋକ୍ ମାନେ ମାତା ଙ୍କୁ ପ୍ରସନ କରିବା ପାଇଁ ଅନେକ କିଛି ଉପାୟ ଆପଣେଇ ଥାନ୍ତି। ତେବେ ଏମିତି ଅନେକ କିଛି ଜିନିଷ ରହିଛି , ଯାହା ଆପଣ ଘରକୁ ଆଣିଲେ , ଅପଣଂକ ଦୁଃଖ କଷ୍ଟ ଦୂର ହେବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ।
୧:-ତେବେ ଏହି ଦିନ ରେ ଘରକୁ ପଦ୍ମ ଫୁଲ ଆଣନ୍ତୁ ।କାରଣ ପଦ୍ମ ଫୁଲ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ।ତେବେ ଏହା ଆଣିବା ଦ୍ୱାରା ମାତାଙ୍କ କୃପା ଅପଣଂକ ଉପରେ ରହିବ।
୨:-ତେବେ ଦ୍ୱିତୀୟ ଟି ହେଉଛି ସୁନା କିମ୍ବା ରୂପା ମୁଦ୍ରା ଘର କୁ ଆଣନ୍ତୁ। ତେବେ ଏହା ଆଣିବା ଦ୍ୱାରା ବହୁତ ଶୁଭ ହୋଇ ଥାଏ।
୩:-ତୃତୀୟ ଟି ହେଉଛି ମାତା ଲକ୍ଷ୍ମୀ ଙ୍କ ଫୋଟୋ । ତେବେ ଏହି ଫୋଟୋ ଘରକୁ ଆଣିବା ଦ୍ୱାରା ଘରେ ସୁଖ ଶାନ୍ତି ଆସି ଥାଏ।
୪:-ଚତୁର୍ଥ୍ ରେ ହେଉଛି ମୟୁର ପଙ୍ଖ । ତେବେ ମୟୁର ପଙ୍ଖ ଘରୁ କୁ ଆଣିବା ଦ୍ୱାରା ମାତା ସରସ୍ବତୀ ଙ୍କର କୃପା ରାହି ଥାଏ। ଏହା ଆମ ର ବିଦ୍ୟା ବଢ଼ାଇ ଥାଏ।
୫:-ତେବେ ପାଞ୍ଚ ରେ ହେଉଛି ଷୋଳ ସିଙ୍ଗାର୍ ଜିନିଷ । ତେବେ ଏହି ଦିନ ଏହି ଷୋଳ ସିଙ୍ଗାର ଘରକୁ ଆଣିଲେ ଏହା ଆପଣଙ୍କ ଘର ପାଇଁ ବହୁତ ଭଲ ହୋଇ ଥାଏ ।
ତେବେ ଏହି ଗୁଡିକ ଆପଣ କରନ୍ତୁ , ଆପଣ ଙ୍କ ପାଇଁ ବହୁତ ଶୁଭ ମୟ ହେବ। ଏଭଳି ଅନେକ ଵିଧି ରହିଛି , ଯାହା ଆପଣଂକ ପାଇଁ ବହୁତ ଶୁଭ ମୟ ହେବ। ତେଣୁ ଆପଣ ଏସବୁ କରନ୍ତୁ , ଆପଣଙ୍କ ପାଇଁ ଓ ଆପଣଂକ ପରିବାର ପାଇଁ ମଧ୍ୟ ବହୁତ ଶୁଭ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।