ଆଜି ଆମେ ଆପଣ ମାନଙ୍କୁ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି ଅଜଣା କଥା ସଂପର୍କରେ ଆପଣ ମାନଙ୍କୁ ଜଣେଇବୁ । ନବୀନ ପଟ୍ଟନାୟକଙ୍କର ଜନ୍ମ 16 ଅକ୍ଟୋବର 1986 ମସିହାରେ । ଏହା ସହିତ ଆପଣ ମାନେ ତ ନବୀନ ପଟ୍ଟନାୟକଙ୍କର ବାପାଙ୍କୁ ବହୁତ ଭଲ ଭାବରେ ଜାଣିଥିବେ କାରଣ ତାଙ୍କର ବାପା ହେଉଛନ୍ତି ଜଣେ ମହାନ ନେତା ବିଜୁ ପଟ୍ଟନାୟକ ଏବଂ ମାତା ଜ୍ଞାନୀ ପଟ୍ଟନାୟକ । ତେବେ ତାଙ୍କର ମା ଜଣେ ପଞ୍ଜାବୀ ଥିଲେ , ନବୀନ ପଟ୍ଟନାୟକଙ୍କର ପ୍ରାରମ୍ଭିକ ଶିକ୍ଷା ୱେଲ ହୋମ ବଏଜ ଡେରାଡୁନ ଠାରେ ଶେଷ ହୋଇଥିଲା । ତାପରେ ସେ କ୍ୟୁଆର ଅଫ କଲେଜ ଦିଲ୍ଲୀରୁ ବିଏ ପାସ କରିଥିଲେ ।
ନବୀନ ପଟ୍ଟନାୟକ ପ୍ରଥମେ ଜଣେ ଲେଖକ ଥିଲେ , ତାଙ୍କର ଜୀବନ ରାଜନୀତି ଠାରୁ ବହୁତ ଦୂରରେ ଥିଲା । 1997 ମସିହା ବିଜୁ ପଟ୍ଟନାୟକଙ୍କର ମୃତ୍ୟୁ ପରେ ତାଙ୍କର ଇଚ୍ଛା ନଥିଲେ ମଧ୍ୟ ସେ ରାଜନୀତିକୁ ପ୍ରବେଶ କରିଥିଲେ । ତାର ଗୋଟିଏ ବର୍ଷ ପରେ ସେ ତାଙ୍କର ବାପାଙ୍କର ନାମରେ ବିଜୁ ଜନତା ଦଳ ଗଠନ କରିଥିଲେ ।
ନବୀନ ପଟ୍ଟନାୟକଙ୍କର ନରମ ସ୍ୱଭାବ , ଗରିବଙ୍କ ପ୍ରତି ସରକାରୀ ନୀତିଙ୍କୁ ଏହା ସହିତ ରାଜନୀତିରେ କଠୋର ନୀତି ତାଙ୍କ ପ୍ରତି ଓଡିଶାରେ ଲୋକପ୍ରିୟତା ଆଣି ଦେଇଥିଲା । ଯାହା ଫଳରେ କି ଓଡିଶାର ଲୋକମାନେ ତାଙ୍କୁ ଚାରି ଚାରି ଥର ଭୋଟ ଦେଇ ଜିତେଇଥାନ୍ତି ।
ନବୀଟ ପଟ୍ଟନାୟକ ତାଙ୍କର ବାପାଙ୍କର ନିଧନ ପରେ ଆସ୍କା ନିର୍ବାଚ ମଣ୍ଡଳିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜେଡି ଦଳ ତରଫରୁ ନିର୍ବାଚନ ଲଢିଥିଲେ । ତାହା ପରେ ସେ ଗରିବ ଲୋକଙ୍କ ପାଇଁ ଓଡିଶାର ଉନ୍ନତି ପାଇଁ ଏମିତି ସମସ୍ତ ଯୋଜନା କରି ସାରିଛନ୍ତି କି ଏହା ପରେ କେତେ ବି ସରକାର ଆସିଲେ ମଧ୍ୟ ନବୀନ ସରକାରଙ୍କୁ କେହି ଭୁଲି ପାରିବେ ନାହିଁ ।
ନବୀନ ପଟ୍ଟନାୟକ ଭାରତର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ନିଜ ରାଜ୍ୟର ଭାଷା ଜାଣି ନାହାନ୍ତି । ମାତ୍ର ହିନ୍ଦୀ , ଇଂରାଜୀ ଏବଂ ଫ୍ରାନ୍ସ ଭାଷାରେ ବହୁତ ନିପୁଣ ଅଛନ୍ତି । ଏଥିପାଇଁ ତାଙ୍କୁ ବହୁତ ଜାଗାରେ ଅପମାନ ମଧ୍ୟ ସହିବାକୁ ପଡୁଛି । ନବୀନ ପଟ୍ଟନାୟକ ବହୁତ ଆୱାଡ ମଧ୍ୟ ପାଇଛନ୍ତି । ଭାରତର ଏକ ସର୍ଭେ ଅନୁୟାୟୀ ତାଙ୍କୁ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀର ଆଖ୍ୟା ପ୍ରଦାନ କରାଯାଇଛି । ନବୀନ ପଟ୍ଟନାୟକ ଏକ ଲେଖକ ହୋଇଥିବାରୁ ସେ ବହୁତ ବହି ମଧ୍ୟ ଲେଖିଛନ୍ତି ।
50 କୋଟିର ମାଲିକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଏକ 1980 ମଡେରର ଏକ ଆମ୍ବାସଡର କାର । ଫରିଦାବାଦରେ ତାଙ୍କର ବହୁତ ଜମି ସହିତ ଆଲିସାନ କୋଠା ମଧ୍ୟ ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।