Natural ground ରେ ସୁନ୍ଦରୀ ଯୁବତୀ କଲେ Cham Cham ଡ୍ୟାନ୍ସ… ଭିଡ଼ିଓ ଦେଖିଲେ ଆପଣ ସମ୍ଭାଳି ପାରିବେନି…
ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ କଥା ଅଟେ | ତେବେ ଆପଣ ମାନେ ତ ଅନେକ ଲୋକ ଙ୍କର ଅନେକ ପ୍ରକାରର ଟେଲେଣ୍ଟ ଦେଖିଥିବେ ସେ ନାଚ ହେଉ ବା ଗୀତ ବା ଆଉ କିଛି | ସମସ୍ତେ ନିଜର ପ୍ରତିଭା କୁ ଦେଖାଇ ସମସ୍ତଙ୍କ ଆଗରେ ଫେମସ ହେବାକୁ ଚାହିଁଥାନ୍ତି ଆଉ ସମସ୍ତଙ୍କ ସାମ୍ନାକୁ ନିଜର ପ୍ରତିଭା କୁ ଆଣିବା ପାଇଁ ଚେଷ୍ଟା କରନ୍ତି |
ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଆଉ ଯୋଉଠି ଯୁବତୀ ଜଣଙ୍କ ଚମତ୍କାର ଡାନ୍ସ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ସେହି ଭଳି ଗୋଟିଏ ଘଟଣା ବିଷୟରେ ଆଜି ଆମେ ଆଲୋଚନା କରିବା |
ତେବେ ଆଜିର ସେସିଆଲ ମିଡ଼ିଆ ଯୁଗରେ ଲୋକ ମାନେ ବହୁତ ଆଗକୁ ଗଲେଣି ଆଉ ନିଜ ପାଖରେ ଥିବା କଳା ଆଉ ପ୍ରତିଭା ରେ ସମସ୍ତଙ୍କ ମନ ଜିଣିବା ପାଇଁ ସେସିଆଲ ମିଡ଼ିଆ ବହୁତ ମାତ୍ରା ରେ ଲୋକ ମାନଙ୍କୁ ସାହାଯ୍ୟ କରୁଛି |
ଆଉ ଯାହା ଯୋଗୁଁ ଲୋକ ମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ଯାହାକୁ କି ଲୋକ ମାନେ ଜାଣିପାରୁ ନ ଥିଲେ , ସେ ସବୁ ଉପରେ ଧ୍ୟାନ ଦେଉ ନ ଥିଲେ , ତାହା ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି | ଆଉ ସେହି ଭଳି ଏକ ଘଟଣା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ସେହିପରି ଏଠାରେ ଏହି ଯୁବତୀ ଜଣଙ୍କ ଏକ ସୁନ୍ଦର୍ ପ୍ରାକୃତିକ ପରିବେଶରେ ଯେଉଁଭଳି ଭାବରେ ନାଚୁଛନ୍ତି, ଆଉ ନାଚକୁ ଉପଭୋଗ କରୁଛନ୍ତି ତାହା ଦେଖିବାକୁ ବହୁତ୍ ଖୁସି ଲାଗୁଛି।ସେ ଯେଉଁଭଳି ଷ୍ଟାଇଲରେ ନାଚୁଛନ୍ତି ଏବଂ ଷ୍ଟେପ ପକାଉଛନ୍ତି, ତାହା ଟିକେ ହଟକେ ଲାଗୁଛି।
ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଏହି ଯୁବତୀଙ୍କ ଡାନ୍ସରେ ଦେଖିବାକୁ ମିଳୁଛି। ଏହାକୁ ଦେଖି ଅନେକ ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି। ତେବେ ଏହି ଯୁବତୀ ଜଣଙ୍କ ଏକ ସୁନ୍ଦର୍ ହିନ୍ଦି ଫିଲ୍ମ, ବାଘି, ର ଏକ ସୁନ୍ଦର୍ ଗୀତ, ‘ ନାଚୁମେଁ ଆଜ୍ ଛମ୍ ଛମ ଛମ’ ଗୀତରେ ଡାନ୍ସ କରୁଛନ୍ତି।
ଗୀତର ତାଳେ ତାଳେ ମ୍ୟୁଜିକ ଅନୁସାରେ ସେ ଏତେ ସୁନ୍ଦର ଭାବରେ ଷ୍ଟେପ ପକାଇ ନାଚୁଛନ୍ତି ଯେ ଏହା ବହୁତ୍ ଆକର୍ଷିତ କରୁଛି ଦର୍ଶକ ମାନଙ୍କୁ।ଏହି ଡାନ୍ସ ର କରିଓଗ୍ରାଫି ବି ବହୁତ୍ ଜବରଦସ୍ତ ହୋଇଛି ଯାହା ଆପଣ ଏହି ଭିଡିଓ ଦେଖିଲେ ହିଁ ଜାଣି ପାରିବେ। ତେବେ ଯୁବତୀଙ୍କ ଏହି ନାଚକୁ ତାଙ୍କ ପଛରେ ଥିବା ବ୍ୟାକ ଗ୍ରାଉଣ୍ଡ ସିନ ଆହୁରି ଅଧିକ ଆକର୍ଷଣୀୟ କରି ଦେଉଚି।ଏହି ଭିଡିଓ କୁ 12 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି। ଆପଣଙ୍କୁ ବି ଏହି ଡାନ୍ସ ଭିଡିଓ ଟି ନିଶ୍ଚିତ ଭଲ ଲାଗିବ।