ମରିଗଲେ ବି ଏହି ଜାଗାରେ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ମୃତ୍ୟୁ ଆଉ ଦରିଦ୍ର ଆପଣଙ୍କ ପିଛା ଛାଡିବ ନାହିଁ
ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ।ଏହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ। ପ୍ରାୟତଃ ସମସ୍ତେ ବିବାହ ପରେ ପରସ୍ପର କିଛି ସମୟ ଏକାଠି ବିତାଇ ସାରିଲା ପାରେ ଶାରିରୀକ ସମ୍ବନ୍ଧ ପାଇଁ ଆଗ୍ରହୀ ହୋଇଥାନ୍ତି କିମ୍ବା ଇଚ୍ଛା ପ୍ରକାଶ କରିଥାନ୍ତି। ଏଥିପାଇଁ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ଏବଂ ଇଚ୍ଛା ରହିଥାଏ ଯେ ଏହାର ଅନୁଭୂତି କଣ ରହିବ ଏବଂ ଏହା ସେମାନଙ୍କ ବୈବାହିକ ଜୀବନ ର ପ୍ରେମ ସମ୍ପର୍କ କୁ କିପରି ଭାବରେ ପ୍ରଭାବିତ କରିବ।
ଏଥିପାଇଁ ଅନେକ ଦମ୍ପତ୍ତି ଯଦିଓ ବିବାହର ପ୍ରଥମ ଦିନରୁ ପରସ୍ପର ସହ ଅନ୍ତରଙ୍ଗ ହୋଇ ନ ପାରିଲେ ବି ଧୀରେ ଧୀରେ ଏକାଠି ରହିବା ଫଳରେ ଏଥିପ୍ରତି ସେମାନଙ୍କ ଭାବନା ସୃଷ୍ଟି ହୋଇଥାଏ।
ଏହାପରେ ସେମାନେ ଦୈହିକ ସମ୍ପର୍କ ସ୍ଥାପନ ଦିଗରେ ମନ ବଳାଇ ଥାଆନ୍ତି ଏବଂ ଅପୂର୍ବ ସୁଖକୁ ପ୍ରାପ୍ତ ମଧ୍ୟ କରିଥାନ୍ତି। କିନ୍ତୁ ଏମାନଙ୍କର ଏହି ସମ୍ପର୍କ କୁ ପବିତ୍ର ବୋଲି କୁହାଯାଏ। ସ୍ବାମୀ ସ୍ତ୍ରୀ ମାନଙ୍କ ଭିତରେ ସୃଷ୍ଟି ହେଉଥିବା ଏହି ଦୈହିକ ସମ୍ପର୍କ ରେ କୌଣସି ପ୍ରକାର ଖରାପ୍ ନଥାଏ କିମ୍ବା ପାପ ନଥାଏ।
କୁହାଯାଏ ଜଣେ ସ୍ତ୍ରୀ ତାର ସ୍ବାମୀଙ୍କୁ ବହୁତ୍ ଭଲ ଭାବରେ ସୂପତ୍ନୀ ହିସାବରେ ଯତ୍ନ ନେବା ସହିତ ଜଣେ ବେଶ୍ୟା ଭଳି ସ୍ୱାମୀକୁ ଶାରିରୀକ ସୁଖ ପ୍ରଦାନ କରିବା ଉଚିତ୍। ସେମାନଙ୍କ ମଧ୍ୟରେ ଏହି ସମ୍ପର୍କରେ ରହିଥାଏ ମଧୁରତା। କିନ୍ତୁ ଏହି ଶାରିରୀକ ସମ୍ପର୍କ ସ୍ଥାପନକୁ ନେଇ ଶାସ୍ତ୍ର ବା ଗ୍ରନ୍ଥ ରେ କିଛି କଥା ଉଲ୍ଲେଖ ରହିଛି।
ଗ୍ରନ୍ଥ ରେ ଉଲ୍ଲେଖ ଥିବା କଥା ଅନୁସାରେ ଆପଣ ଶାରୀରିକ ସଂପର୍କ ସ୍ଥାପନ କରୁଥିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଏମିତି ଆଠ ଟି ସ୍ଥାନ ରହିଛି, ସେଠାରେ କିମ୍ବା ତାର ଅାଖ ପାଖରେ ଯଦି ଆପଣ ଶାରିରୀକ ଯୌନ କ୍ରିୟା ବା ସମ୍ଭୋଗ କରନ୍ତି ତେବେ ଆପଣ ତଳି ତଲାନ୍ତ ହୋଇଯିବେ ଓ ଦରିଦ୍ର ହୋଇଯିବେ। ଏପରି କରିବା ଦ୍ବାରା ମଣିଷ ପାପର ଭାଗିଦାରୀ ହୋଇଥାଏ ଏବଂ ଏହା ଦ୍ବାରା ଏହି ବ୍ୟକ୍ତି ଉପରେ ଧନର ଦେବୀ ଲକ୍ଷ୍ମୀ କ୍ରୋଧ କରିଥାନ୍ତି। ଆସନ୍ତୁ ଜାଣିବା କେଉଁ ସବୁ ସ୍ଥାନ ମାନଙ୍କରେ ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ଗ୍ରନ୍ଥରେ ବାରଣ କରାଯାଇଛି।
– ପବିତ୍ର ନଦୀ ପାଖରେ।
– ଅଗ୍ନି ପାଖରେ।
– କେଉଁ ବି ଅନ୍ୟ ବ୍ୟକ୍ତିଙ୍କ ଘରେ।
– ରୋଗ ଶଯ୍ୟା ରେ ପଡ଼ିଥିବା କେଉଁ ବି ବ୍ୟକ୍ତି ଙ୍କ ପାଖରେ ବା କୌଣସି ଘରେ ଗୁରୁଜନଙ୍କ ଅସୁସ୍ଥତା ସମୟରେ।
– ମନ୍ଦିର ପରିସରରେ ମଧ୍ୟ ଏହି ସମ୍ପର୍କ ରଖନ୍ତୁ ନାହିଁ।
– ଶ୍ମଶାନ ପାଖରେ।
– ଋଷିି, ମୁନି, ମହାପୁରୁଷ ଙ୍କ ପାଖରେ।
– ଗୋଲାମ ରହିବା ଘରେ ମଧ୍ୟ ଏହିଭଳି ପବିତ୍ର ସମ୍ପର୍କ କୁ ବନାନ୍ତୁ ନାହିଁ। ନହେଲେ ଆପଣ ଦୁଃଖରେ ରହିବା ଥୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।