ଓଡିଶାର No-1ସିଙ୍ଗର “ନମିତା ଅଗ୍ରୱାଲ ” କିପରି ତାଙ୍କ ଶାଶୁଙ୍କ ଯତ୍ନ ନେଉଛନ୍ତି…ମାତ୍ର 4 ଘଣ୍ଟାରେ 1215k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ହେଉ ଭିଡ଼ିଓ ଟି ଭାଇରାଲ ହେଉଛି ଯାହା କୁ ଦେଖିଲେ ଆପଣଙ୍କର ମନ ମଧ୍ୟ ଖୁସି ହୋଇଯିବ ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି କି ନମିତା ଅଗ୍ରୱାଲ ଙ୍କର ଶାଶୂ ଘରର କେତେକ ଭିଡ଼ିଓ ଭାଇରାଲ ହେଉଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ନମିତା ଅଗ୍ରୱାଲ ତାଙ୍କର ଶାଶୂ ଙ୍କ ସହିତ ମଜା କରୁଛନ୍ତି ଓ ତାଙ୍କର ଯତ୍ନ ନେଉଛନ୍ତି ଓ ତାଙ୍କର ସହିତ ତାଙ୍କର ପୁଅ ମାନଙ୍କ ସହିତ ମୋଜା ମସ୍ତି କରୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ବେଶ ପ୍ରସଂଶା ଆଣିଥିବା ଓ ନିଜର ସୁ ମଧୁର କଣ୍ଠ ରେ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଥିବା ଓଡ଼ିଶାର ଘରେ ଘରେ ପରିଚିତ ନମିତା ଅଗ୍ରୱାଲ ଙ୍କ ବିଷୟରେ ଆପଣ ମାନେ ତ ଭଲ ଭାବରେ ଜାଣିଥିବେ |

ତେବେ 1987 ମସିହାରେ ସଂଗୀତ ଜଗତରେ ପାଦ ଦେଇ ପାହାଚ ଉପରେ ପାହାଚ ଚଢି ସଫଳତାର ଶୀର୍ଷ ରେ ପହଞ୍ଚି ବା ପାଇଁ ଚେଷ୍ଟା କରିଥିଲେ ନମିତା ଅଗ୍ରୱାଲ | ଆଉ ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ ବୋଲି କୁହାଯାଉଛି |


ତେବେ ତାହା ସହିତ 1994 ମସିହାରେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ ମଧ୍ୟ କରିଥିଲେ ଆଉ ବର୍ତ୍ତମାନ ସୁଦ୍ଧା 5000 ରୁ ଅଧିକ ଗୀତ ରେ ସେ କଣ୍ଠ ଦାନ କରି ସାରିଛନ୍ତି | ତେବେ ତାଙ୍କର ଦୁଇଜଣ ପୁଅ ମଧ୍ୟ ଅଛନ୍ତି ଜଣଙ୍କର ନାଁ ସିଦ୍ଧାର୍ଥ ହୋଇଥିବା ବେଳେ ଆଉ ଜଣଙ୍କର ନାଁ ସାର୍ଥକ ବୋଲି କୁହାଯାଉଛି |

ତେବେ ଏହା ସହିତ ଆଜି ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ନମିତା ଅଗ୍ରୱାଲ ଙ୍କ ସମସ୍ତ ପରିବାର ମେମ୍ବର ମାନଙ୍କୁ ଦେଖିବାକୁ ମିଳିଛି | ଆଉ ଏଠାରେ ନମିତା ଓ ତାଙ୍କର ଶାଶୂ ଙ୍କ ମଧ୍ୟରେ ଥିବା ଭଲ ପାଇବା କୁ ଦେଖିବାକୁ ମିଳିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ନମିତା ଙ୍କ ଶାଶୂ ଅର୍ଥାତ ସୀତା ରାମ ଙ୍କର ମା 100 ବର୍ଷ ରୁ ଅଧିକ ତାଙ୍କର ବୟସ ହୋଇ ଗଲାଣି | କିନ୍ତୁ ତାଙ୍କର ବୋହୂ ନମିତା ଙ୍କ ପ୍ରତି ତାଙ୍କର ଭଲ ପାଇବା ଟିକିଏ ବି କମିନି | ତାହା ସହ ନମିତା ମଧ୍ୟ ତାଙ୍କର ଶାଶୂ ଙ୍କ ର ଭକ୍ତି ର ସହିତ ସେବା କରୁଥିବାର ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯେଉଁ ଦୃଶ୍ୟ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।