ajira anuchinta– ନଖ ଉପରେ ଥିବା ଅଧା ଚନ୍ଦ୍ରର ଅର୍ଥ କଣ ? ଜାଣନ୍ତୁ ଭୟଙ୍କର କଥା , ଆପଣ ଙ୍କ ହାତରେ ଏହି ଚିହ୍ନ ଅଛି କି ?
ଆମର ଶରୀରରେ ଯାହା ବି ଚିହ୍ନ ଥାଏ ତାହା ଆମର ଭବିଷ୍ୟତ ବିଷୟରେ ସୂଚେଇ ଥାଏ l ଯେମିତି କି ଆମର ହାତର ରେଖା, ତିଳ, କଳା ଯାଇ, ଭାତୁଡି, ଏମିତି ଚି଼ହ୍ନ ଗୁଡିକ ଆମର ଭବିଷ୍ୟତ ଦେଖାଇ ଥାଏ l ଯେ କେମିତି ସେହି ମଣିଷ ର ଭବିଷ୍ୟତ ରହିବ l ସେହି ମଣିଷ ଆଗ ଜନ୍ମ ରେ କଣ ଥିଲା ଏ ଜନ୍ମ ରେ ସେ ତା ଜୀବନ ରେ କଣ କରିବା l
ତା ଜୀବନର ଗତିପଥ କେମିତି ରହିବା l ତା ଜୀବନ ରେ କଣ ସବୁ ସଫଳତା ପାଇବ l ସେ କେମିତି ନିଜର ଜୀବନ ରେ ଦୁଃଖ ସୁଖ ପାଇବେ l ଏହି ସବୁସୂଚେଇ ଥାଏ l
ସେମିତି ମଣିଷ ର ପlଦର ତଥା ହାତର ଆଙ୍ଗୁଳି ର ଉପର ଭାଗରେ ଥିବା ନଖ ଯାହା କି ଆଙ୍ଗୁଳି ର ସୁରକ୍ଷା ବଳୟ ରୂପରେ କାର୍ଯ୍ୟ କରିଥାଏ l ଏହା ପଶୁ ମାନଙ୍କର ମଧ୍ୟ ଥାଏ ଏହି ନଖ ପ୍ରୋଟିନ ଏବଂ କ୍ୟାରୋଟିନ ରେ ତିଆରି ହୋଇଛି l ପଶୁ ମାନଙ୍କମୁଣ୍ଡରେ ଥିବା ସିଂଘ ମଧ୍ୟ ପ୍ରୋଟିନ ଏବଂ କ୍ୟାରୋଟିନ ରେ ତିଆରି l
ଆଜି ଆମେ ଅପଣଙ୍କୁ ଆମର ଦେହରେ ଥିବା ନଖ ବିଷୟରେ କହିବୁ l ଏହି ନଖ ହାତରେ ଥିବା ରେଖା ଭଳି ଆମର ଭବିଷ୍ୟ କୁ ଦର୍ଶାଏ l ଏହି ନଖ ସବୁ ମଣିଷ ର ଅଲଗା ଅଲଗା ପ୍ରକାରର ହୋଇଥାଏ l ଅପଣ ଦେଖିଥିବେ ଅନେକ ମଣିଷ ର ହାତରେ ତଥା ପଦର ଆଙ୍ଗୁଳି ର ନଖ ଗୁଡିକ ରେ ଅର୍ଦ୍ଧ ଚନ୍ଦ୍ର ପରି ଚିହ୍ନ ଥାଏ l
କିନ୍ତୁ ସବୁ ମଣିଷ ର ଏହି ଚି଼ହ୍ନ ନଥାଏ l ଆମେ ଆଜି ଆପଣଙ୍କୁ କହିବୁ ଯେ ଯେଉଁ ମଣିଷ ର ହାତରେ ଆଙ୍ଗୁଳି ରେ ଯେଉଁ ଭଳି ଚିହ୍ନ ଯଥା ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଥାଏ ତାହା କଣ ସବୁ ଭବିଷ୍ୟତ କରି ଥାଏ l
ଯେ ବ୍ୟକ୍ତି ନଖରେ ଏହି ଭଳି ଅର୍ଦ୍ଧ ଚନ୍ଦ୍ର ର ଚିହ୍ନ ଥାଏ ସେହି ମଣିଷର ଭାଗ୍ୟ ଭଲ ଅଟେ l ଯେମିତି
1-ଏହି ମଣିଷ ମାନେ ଜୀବନରେ ବହିତ ଧନ ଥାଏ କିନ୍ତୁ ଜୀବନ ଅତିବାହିତ କରନ୍ତି କଷ୍ଟରେ l ଧନର ସଦଉପୟୋଗ କରିପାରନ୍ତି ନାହିଁ l
2-ଯଦି ଏହି ଭଳି ବ୍ୟକ୍ତି ମାନେ ବହୁତ କଷ୍ଟ କରନ୍ତି ସେମାନେ ଜୀବନରେ କଷ୍ଟ ପାଇଁ ନ ଥାନ୍ତି l ଏହି ବ୍ୟକ୍ତି ମାନେ ଜୀବନ ରେ ବହୁତ ପରିଶ୍ରମ କରି ସଫଳତା ପାଇଁ ଥାନ୍ତି l
3-ଏହି ବ୍ୟକ୍ତ ମାନେ ସମାଜରେ ସଫଳତା ପାଇ ସମସ୍ତଙ୍କର ପ୍ରିୟ ଜନ ହୋଇ ଥାନ୍ତି l ଏମାନଂକୁ ସମାଜ ର ଲୋକ ମାନେ ବହୁତ ମାନନ୍ତି l
4-ଏହି ବ୍ୟକ୍ତି ମାନେ କୌଣସି କାର୍ଯ୍ୟ ର ଆରମ୍ଭ କଲେ ତାହା ପୁରା କରିଥାନ୍ତି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।