ଦେଖନ୍ତୁ EXCLUSIVE :ଭିଡିଓ ନାଚୁଥିବା ମତୁଆଲା ବରଯାତ୍ରୀଙ୍କୁ ଉଡ଼େଇଦେଲା ନିଜେ ବରର କାର …ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି..

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି। ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ସ୍କୁଟି ରେ ବିନା କାରଣରେ ନିଆଁ ଲାଗି ଯାଇଛି।

ତେବେ ଭିଡିଓ ଟି ସିସିଟିଭି ରେ କୋଏଦ୍ ହୋଇଥିବାର ଦେଖିବାକୁ ମିଳିଛି ।ତେବେ ଆପଣ ମାନେ ସମସ୍ତେ ଦେଖିଥିବେ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ଆସେ ଯାହାକୁ ଦେଖିଲେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ ଏମିତି କିଛି ଘଟିବ ବୋଲି।

ତେବେ ଏହି ସବୁ କିଛି କିଛି ଘଟଣା ସିସିଟିଭି କ୍ୟାମେରା ରେ କୋଏଦ ହେବା ପରେ ଘଟଣା ଟି ସାମ୍ନାକୁ ଆସିଥାଏ। ଆଉ ଯାହାଫଳରେ ସମସ୍ତେ ଜାଣିବାକୁ ପାଇଥାନ୍ତି। ଆଉ ଯେଉଁ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାହା ଦେଖିଲେ ଭୟଭୀତ ହୋଇଯିବେ ବୋଲି କୁହାଯାଉଛି।

ତେବେ ସୂଚନା ଅନୁସାରେ, ବାହାଘର ଖୁସି ବେଳେ ବରଯାତ୍ରୀ ଙ୍କ ଉପରେ ଚଢ଼ିଗଲା ବରର କାର୍। ୧୧ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ୍ ବାଘଝରନ ଗାଁ ରେ। ସମସ୍ତେ ଖୁସି ଥିବା ବେଳେ ହଠାତ୍ ମାଡ଼ି ଆସିଥିଲା ଦୁଃଖର ଛାୟା। ଆଉ ଚାଲିଗଲା ଜଣଙ୍କର ଜୀବନ।


ବାଘଝରନ ଗାଁ ର ହୁତାସନ ବରିହାଙ୍କ ପୁଅ ବାହାଘର ଥିଲା। ବର ବେଶରେ ବୈଦିକ ରୀତିନୀତି ଅନୁସାରେ ଗାଁ ର ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରି ବାଜା, ରୋଷଣୀ ନେଇ କନିଆ ଘରକୁ ବାହାରିଥିଲା ବର। ଗାଁ ଦାଣ୍ଡରେ ବରଯାତ୍ରୀ ମାନେ ନାଚୁଥିବା ବେଳେ କାର୍ ଟି ଦ୍ରୁତଗତିରେ ଆସି ବରଯାତ୍ରୀ ଙ୍କ ଉପରକୁ ମାଡ଼ି ଯାଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି। କନ୍ୟା ଘରକୁ ଯାଉଥିବା ସଜା ହୋଇ ବର କାର୍ ରେ ବସିବା ପୂର୍ବରୁ ଏଭଳି ଅଘଟଣ ଘଟିଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଛି। ଆଉ ୧୧ ଜଣଙ୍କୁ ପାଟଣାଗଡ଼ ଓ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।