ନାବାଳକ ପୁଅ ସହିତ ସମ୍ବନ୍ଧ ରଖୁଥିଲେ ମାଆ, ବାପା ଙ୍କୁ ଘଟଣା ବିଷୟରେ କହିବା ପରେ…ଯାହା ହେଲା ଭାବିବେ ଆପଣ କଳ୍ପନା କରିପାରିବେନି….

ମା ଏପରି ଏକଶବ୍ଦ ଅଟେ ଯାହାକୁ ଧରିବା ମାତ୍ରେ ଆମର ସମସ୍ତ ଦୁଃଖ , କଷ୍ଟ କୂଆଡେ ଉଭେଇଯାଏ । ମା ଶବ୍ଧଟି ଦୁନିଆର ସବୁଠୁ ପ୍ରଥମ ଏବଂ ନିଆରା ଶବ୍ଧ ଅଟେ ଯାହାକୁ ଧରିବା ମାତ୍ରେ ଆମ ମନରେ ଏକ ଖୁସି ଆସିଯାଏ । କାହିଁକିନା ମା ପାଖରେ ସମସ୍ତ ପ୍ରକାର ଖୁସି ଲୁଚି ରହିଥାଏ । ସମସ୍ତ ପ୍ରକାର ଅସୁବିଧାର ସାମ୍ନା କରିଥାଏ ଏବଂ ତାହାର ସମାଧାନ ମଧ୍ୟ କରିଥାଏ । ଏହା ସହିତ ସେ ନିଜ ପିଲାକୁ କିପରି ବଡ ମଣିଷ କରିବ , କିପରି ଏକ ଉତ୍ତର ସଂସ୍କାର ପ୍ରଦାନ କରି ନିଜର ପିଲାକୁ ଗଢି ତୋଳିବ ଏଥିପାିଁ ଯଥେଷ୍ଟ ଧ୍ୟାନ ଦେଇଥାଏ ।

ଜଣେ ମା ହିଁ ତାଙ୍କର ପିଲାର ସମସ୍ତ କଥା ବିଷୟରେ ଜାଣିଥାଏ । ନିଜର ପିଲାର ଖୁସି ପାଇଁ ସେ କାଳୀ ରୂପ ଧାରଣ କରିବା ପାଇଁ ମଧ୍ୟ ପଛନ୍ତି ନାହିଁ । ମା ଏହାର ବର୍ଣ୍ଣନା କରିବା ଅସମ୍ଭବ ଅଟେ , ଯେତେ କହିଲେ ମାର ଗାରିମା ଶେଷ ହେବ ନାହିଁ ।

ଏବେକା ସମାଜରେ ଲୋକମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଏହି ମା ପରି ପବିତ୍ର ସଂପର୍କକୁ ମଧ୍ୟ କଳଙ୍କିତ କରିବା ପାଇଁ ପଛଘୁଞ୍ଚା ଦେଉ ନାହାନ୍ତି । ସମାଜରେ ସମସ୍ତ ନାରୀ କଥା କହିବା ଠିକ ନୁହେଁ ମାତ୍ର ସମସ୍ତଙ୍କ ମଧ୍ୟରୁ କିଛି ଏପରି ନାରୀ ମାନେ ରହିଛନ୍ତି ଯେଉଁମାନେ କି ମା ନାମରେ ଏକ କଳଙ୍କ । କାହିଁକିନା ଜଣେ ମା ହୋଇ କିପରି ନିଜ ପିଲା ସହିତ ଏପରି କରିପାରିଲା ତାହା ଭାବଲେ ଆପଣ ମାନେ ନିଜକୁ ବହୁତ ହୀନମନେ କରିବେ , କାରଣ କଥାଟି ସେହିପରି ।

ବ୍ରିଟେନରେ ଏକ ଏପରି ଘଟଣା ଘଟିଛି କି ଯାହାକୁ ଶୁଣିଲେ ଆପଣ ମାନେ ବହୁତ ଲଜ୍ଜିତ ଅନୁଭବ କରିବେ , ଏହା ବହୁତ ନିନ୍ଦନୀୟ ଏବଂ କଳଙ୍କିତ ଘଟଣା ଅଟେ । ବ୍ରିଟେନର ଫେଶଲ ହିଲ ଅଞ୍ଚଳରେ ଜଣେ 38 ବର୍ଷିୟ ନାରୀ ବା ମା ନିଜ ସାବତ ପୁଅ ଯାହାର ବୟସ 16 ବର୍ଷ ତାର ସହିତ 2 ବର୍ଷ ଧରି ଶାରିରୀକ ସଂପର୍କ ରଖି ଆସୁଥିଲେ ।

ଯାହାକୁ ତାଙ୍କର ସ୍ୱାମୀ ବହୁତ କଷ୍ଟରେ ସାଉଣ୍ଡ ରେକର୍ଡ ମାଧ୍ୟମରେ ଜାଣିପାରିଥିଲେ । ସେହି ପୁଅଟି ତାର ବାପାଙ୍କୁ ଏ କଥା କହିବା ପାଇଁ ବହୁତ ଚେଷ୍ଟା କରିଥିଲା ମାତ୍ର ତାର ମା ତାକୁ ଧମକ ଦେଉଥିଲେ କି ଏକଥା କାହା ଆଗରେ ନକହିବା ପାଇଁ ଯେଉଁଥିପାଇଁ ସେ ଚୁପ ରହିଥିଲା ।

ସେହି କଳଙ୍କିତ ନାରୀର ସ୍ୱାମୀ ସ୍ତ୍ରୀର ଏପରି ଘଟଣାକୁ ପ୍ରତ୍ୟେକ୍ଷ ନିଜ ଆଖି ଆଗରେ ଦେଖିଥିଲେ ତାପରେ ତାର ପୁଅକୁ ପଚାରିବାରୁ ସମସ୍ତ ତଥ୍ୟ ଜଣାପଡିଥିଲା । ତହିଁପରେ ସମସ୍ତ କଥା ବିଷୟରେ ଶୁଣିବା ପରେ ପୁଅଟିର ବାପା ପୋଲିସ ପାଖରେ ଏତେଲା ଦେଇଥିଲେ । ଏହା ପରେ ସେହି ନାରୀକୁ 5 ବର୍ଷ ଜେଲଦଣ୍ଡ ମଧ୍ୟ ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।