ଭିଡ଼ିଓ – ପ୍ରେମ ବିବାହ ପରେ ସ୍ତ୍ରୀକୁ ପର ପୁରୁଷ ସହ ରାତି କଟେଇବାକୁ ବାଧ୍ୟ କରୁଥିଲା ସ୍ୱାମୀ, ସ୍ତ୍ରୀ ନ ମାନିବାରୁ ରାତିରେ ତାଙ୍କ ସହ ଏମିତି କରିଦେଲେ ଶୁଣିଲେ ଆପଣଙ୍କ ମୁଣ୍ଡ କାମ କରିବନି….
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଶୁଣିଲେ ଆପଣ ମାନେ ସତରେ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏବେ ମଧ୍ୟ ଆମ ସମାଜରେ ଏମିତି ହୀନ ପ୍ରକୃତିର ଲୋକମାନେ ବାସ କରୁଛନ୍ତି । ଆଜିର ସମାଜରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ ଅଟନ୍ତି ତେବେ ଶିକ୍ଷିତ ହୋଇ ଯଦି ସେମାନେ ଏପରି କାମ କରିବେ ତେବେ ସମାଜ ପ୍ରତି ତାର କଣ ପ୍ରଭାବ ପଡିବ । ସଭ୍ୟ ଶିକ୍ଷିତ ଲୋକମାନେ ସମାଜରେ ବେଳେବେଳେ ଏମିତି କାମ କରୁଛନ୍ତି ଯାହା ସମାଜ ପାଇଁ ଅତି ନିନ୍ଦନୀୟ ଏବଂ ଲଜ୍ଜ୍ୟାଜନକ କଥା ଅଟେ , ଯାହା ଆମେ ମାନେ କେବେ କଳ୍ପନା ମଧ୍ୟ କରିପାରିବୁ ନାହିଁ ।
ଆଜିର ସମୟରେ ଦେଖାଯାଏ କି ଅନେକ ବ୍ୟକ୍ତି ପ୍ରେମ କରନ୍ତି ଏବଂ ପ୍ରେମ ବିବାହ ମଧ୍ୟ କରନ୍ତି ତେବେ ନିଜର ମନର ମଣିଷକୁ ବିବାହ କରିବା ପରେ ସେମାନଙ୍କର ଜୀବନ ବହୁତ ଖଉସିରେ କଟିଥାଏ ମାତ୍ର ଏବେ ସମାଜରେ ସେଥିରେ ମଧ୍ୟ କିଛି ନୂତନ କଥା ଦେଖିବାକୁ ମିଳୁଛି ।
ଏବେ ପ୍ରେମର ମାନେ ଆଉ ପ୍ରେମ ହୋଇ ରହିନାହିଁ ପାଲଟିଛି ସ୍ୱାର୍ଥ ଅର୍ଥାତ ଲୋକମାନେ ନିଜ ସ୍ୱାର୍ଥ ପୂରଣ କରିବା ପାଇଁ ମଧ୍ୟ ପ୍ରେମ କରୁଛନ୍ତି ଏବଂ ବିବାହ ପରେ ନିଜ ସ୍ତ୍ରୀ ସହ ଏପରି କାମ କରୁଛନ୍ତି ତାହା କେବେବି ଆମେ ବର୍ଣ୍ଣନା କରିପାରିବୁ ନାହିଁ । ତେବେ ପ୍ରତ୍ୟେକ ବ୍ୟକ୍ତି ଯେ ସେହିପରି ତାହା କହିବା ଠିକ ନୁହେଁ ମାତ୍ର କେତେକ ଏମିତି ପଶୁ ପ୍ରକୃତିର ଲୋକମାନେ ଅଛନ୍ତି ଯେଉଁମାନେ ଏହିପରି କାମ କରି ସମାଜକୁ କଳଙ୍କିତ କତରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ସଂପର୍କରେ କହୁଛୁ ତାହା ହେଉଛି ଭୁବନେଶ୍ୱରର , ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କର ସ୍ୱାମୀର ନାମରେ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀର କହିବା ଅନୁସାରେ ସେମାନେ ଦୁହେଁ ପ୍ରେମ ବିବାହ କରିଥିଲେ ମାତ୍ର ବିବାହ ପରେ ତାଙ୍କର ଅତ୍ୟାଚାର ଏତେ ମାତ୍ରାରେ ବଢିଲା କି ସେ ଯୁବତୀ ଜଣକ ସହ୍ୟ କରିପାରିଲେ ନାହିଁ ।
ଏପରିକି ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ସହିତ ସଂପର୍କ ରଖିବାକୁ କହିଥିଲେ ଅର୍ଥାତ ନିଜ ସ୍ତ୍ରୀକୁ ଦେହ ବେପାରରେ ଲଗାଇବାକୁ ଚାହିଁଥିଲେ ଯେତେବେଲେ ସ୍ତ୍ରୀ ଜଣକ ମନା କରୁଥିଲା ସେହି ସମୟରେ ସେ ତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ । ମହିଳା ଜଣକ କହିଛନ୍ତି କି ତାଙ୍କର ସ୍ୱାମୀଙ୍କର ନାମ ଚନ୍ଦନ ଆଚାର୍ଯ୍ୟ ସେ ଭୁବନେସ୍ୱରରେ ରୁହନ୍ତି , ସେ ଏହିପରି ଅନେକ ଝିଅକୁ ଆଣି ଦେହ ବେପାରରେ ଲଗାଇଛନ୍ତି ।
ମହିଲା ଜଣକ ଏତେ ଅଚତ୍ୟାଚାର ସହ୍ୟ କରି ମଧ୍ୟ ଚୁପ ରହିଥିଲେ କାରଣ ତାଙ୍କ ସ୍ୱାମୀ ଧମକ ଦେଉଥିଲେ କି ତାଙ୍କୁ ଜୀବନରୁ ମାରିଦେବେ ନହେଲେ ତାଙ୍କ ମୁହଁରେ ଏସିଡ ପକେଇଦେବେ । ତେବେ ଯେତେବେଲେ ଅତ୍ୟାଚାର ବହୁତ ମାତ୍ରାରେ ବଢିଲା ସେ ସହ୍ୟ କରିପାରିନଥିଲେ ସେହି ସମୟରେ ସେ ମିଡିଆର ସାହାର୍ଯ୍ୟ ନେଇଥିଲେ ଏବଂ ପରେ ସେ ଏହି କାର୍ଯ୍ୟର ନ୍ୟାୟ ମାଗୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।