ମୂଷା କୁ ଘରୁ ବାହାର କରିବାର ସହଜ ଘରୋଇ ଉପାୟ, ନିଶ୍ଚୟ ଆଜି ହିଁ କରନ୍ତୁ ଏବଂ ଦେଖନ୍ତୁ ଚମତ୍କାର
ମଣିଷ ଶରୀର ସବୁ ବେଳେ କିଛି ନା କିଛି ଜୀବ ଦ୍ୱାରl କଷ୍ଟ ଅନୁଭବ କରୁଥାଏ l ମଣିଷ ମାନେ ଯେତେ ବେଳେ କିଛି ବି ପ୍ରକାର ର ଜୀବ ଅଧିକ ମାତ୍ର ରେ ମଣିଷ ମାନଙ୍କୁ ହଇରାଣ କରି ଥାନ୍ତି l ସାଧାରଣତଃ ଘରେ ମୂଷା ରହିଥାଏ l ମୂଷା କୁ ଘରୁ ବାହାର କରିବା ପାଇଁ ଆମେ ବହୁତ ଶୀଘ୍ର ଯାଇ ଡାକ୍ତରୀ ମେଡ଼ିସିନ ଆଣି ଥାଉ l କିନ୍ତୁ ଏହା ଦ୍ୱାରା ପଇସା ଖର୍ଚ୍ଚ ହୋଇ ଥାଏ l
କିନ୍ତୁ ମୂଷା ସମ୍ପୂର୍ଣ ଭାବ ରେ ନଷ୍ଟ ହୋଇ ନଥାଏ l ଆମେ କିଛି ଏମିତି ଘୋରାଇ ଔଷଧ କହିବା ଯାହାକୁ ଥରେ ବ୍ୟବହାର କଲେ ମୂଷା ପଳେଇ ଯାଇ ଥାଏ l
ଯାହା ଥରେ ମାତ୍ର କଲେ ଆମେ ବହୁତ ଦିନ ପର୍ଯ୍ୟନ୍ତ ମୁକ୍ତି ମିଳିଥାଏ l ଏଥିରେ ଆମକୁ କିଛି ଦିନ ପାଇଁ ଆମକୁ ମୂଷା ଦାଉ ରୁ ମୁକ୍ତି ମିଳିଥାଏ l ଘରେ ମିଳୁଥିବା ଜିନିଷ ରୁ ଔଷଧ ତିଆରି କରାଯାଏ l ଯାହାକୁ ଥରେ ମାତ୍ର ସେବନ କଲେ ମୂଷା ଦାଉରୁ ଆମେ ର ସମ୍ପୂର୍ଣ ରୂପେ ମୁକ୍ତ ହୋଇଥାଏ l
ଆପଣ ଜାଣିଥିବେ ଯେ ବେଳେ ବେଳେ ଆମର ନିତ୍ୟ କାମ କରୁଥିବା ସମୟରେ ଆମର ଜିନିଷ କୁ ମୂଷା କାଟି ଯାଇଥାଏ, ଆଉ କେତେ ବେଳେ ଖେଳୁ ଥିବl ବେଳେ ଗୋଡ଼ ହାତ ରେ ଯାହା ଦ୍ୱାରା ଆମେ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ l ଆଉ କେତେ ବେଳେ ରୋଷଇ କରୁଥିବା ବେଳେ ରୋଷଇ ଜିନିଷ କୁ ମୂଷା ନଷ୍ଟ କରି ଦିଏ l
ତେଣୁ ଆମେ ତାକୁ ଖାଇପାରୁ ନା l ଆଜି ଆମେ ଆପଣଙ୍କୁ ଏମିତି ଏକ ଔଷଧ ବତେଇ ବୁ ଯାହା ଆପଣଙ୍କ ଘରେ ଅତି ସହଜରେ ମିଳିଯାଏ ସମସ୍ତ ଙ୍କର ଘରେ l ଯଦି ଏହାକୁ ଥରେ ମାତ୍ର ବ୍ୟବହାର କରିବ ଆପଣଙ୍କ ଘରୁ ମୂଷା ଏକା ଥରକେ ଘରୁ ବାହାର ହୋଇଯିବ l ତେବେ ଜାଣନ୍ତୁ ସେହି ସବୁ ଜିନିଷ ଗୁଡିକ କଣ?
ପ୍ରଥମେ ଆରପିଣ୍ଟେ ତେଲ କୁ ଘରେ ରଖିଲେ ମୂଷା ପାଳି ଯାଇ ଥାଏ l ଏହି ତେଲ ବହୁତ ଗନ୍ଧ କରି ଥାଏ l ତେଣୁ ମୂଷା ପଳେଇ ଯାଏ l
ଦ୍ୱିତୀୟ ରେ ଘରେ ଥିବା ନାଲି ମିରଚା କୁ ଅଟ୍ଟା କୁ ମିଶି ରଖିଲେ ମୂଷା ଏହାର ଗନ୍ଧ ରେ ପଳେଇ ଯାଇ ଥାଏ l ଏହା କୁ ସତର୍କ ର ସହିତ କରିବା ଉଚିତ l
ତୃତୀୟ ରେ ଘରେ ଥିବା ତେଜ ପତ୍ର ରୁ ଚାରି ପାଞ୍ଚ ଟି ତେଜ ପତ୍ର କୁ ଘରେ ଜଳି ଦେଲେ ମୂଷା ଏହାର ଗନ୍ଧ ରେ ଘରୁ ପଳେଇ ଯାଇ ଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।