ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଏବେ ସବୁ ପରିବାରକୁ ମାଗଣାରେ ମିଳିବ ସ୍ମାର୍ଟ ଫୋନ।ଶୀଘ୍ର ରେଜିଷ୍ଟର କରନ୍ତୁ

ଏବେ ଏବେ ଆସିଛି କିଛି ବଡ଼ ଖବର ରାଜ୍ୟ ସରକାର ଙ୍କ ତରଫରୁ । ସମସ୍ତଙ୍କୁ ମାଗଣା ରେ ସ୍ମାର୍ଟ ଫୋନ୍ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।ତେବେ କାହିଁକି ମିଳୁଛି ସ୍ମାର୍ଟ ଫୋନ ଓ କିପରି ପାଇବେ ଏହି ସ୍ମାର୍ଟ ଫୋନ ଓ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ତେବେ ଆପଣ ମାନେ ନିଶ୍ଚିତ ଭାବେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭଲ ଭାବରେ ଜାଣି ଥିବେ । ଗରିବ ଲୋକ ମାନଙ୍କ ପାଇଁ ସେ ସବୁବେଳେ କିଛି ନା କିଛି ନୂଆ ସୁବିଧା ଯୋଗାଇ ଦେଇ ଥାନ୍ତି ଯୋଜନା ମାଧ୍ୟମ ରେ। ଓଡ଼ିଶା ର ବିକାଶ ପାଇଁ ସେ ସର୍ବଦା ପ୍ରତିଜ୍ଞା ବଧ ହୋଇ କାର୍ଯ୍ୟ କରି ଥାଆନ୍ତି ।

ତେବେ କରନା ଭାଇରସ ର ସଂକ୍ରମଣ ଯୋଗୁଁ ଯେମିତି ଦେଶ ରେ ଲକ୍ ଡାଉନ୍ ଜାରି ହୋଇ ଥିଲା ଓ ଏହି ଲକ୍ ଡାଉନ୍ ସମୟ ରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା ଓ ଏହି ସମୟ ରେ ଲୋକ ମାନେ ଅନଲାଇନ୍ ପାଠ ପଢ଼ା କୁ ଗୁରୁତ୍ବ ଦେଇ ଥିଲେ କିନ୍ତୁ ଓଡ଼ିଶା ରେ ଏମିତି କିଛି ଅଞ୍ଚଳ ମାନ ରହିଛି ଯେଉଁଠି ବିକାଶ ର ଚିହ୍ନ ଏତେ ମାତ୍ରା ରେ ଦେଖିବାକୁ ମିଳି ନାହିଁ।

ବିଜ୍ଞାନ ସହାୟକ ରେ ବହୁତ୍ ଆଗେଇ ସାରିଛନ୍ତି କିନ୍ତୁ ଓଡ଼ିଶା ରେ ଏମିତି ମଧ୍ୟ କିଛି ରାଜ୍ୟ ରହିଛି ଯେଉଁ ରାଜ୍ୟ ମାନେ ଆଜି ବି ଅନଗ୍ରସର ହୋଇ ରହି ଯାଇଛନ୍ତି ଓ ଉନ୍ନତି ର ଚରମ ସୀମା ରେ ସେମାନେ ପହଞ୍ଚି ପାରି ନାହାଁନ୍ତି।ଆଜି କାଲି ର ଏହି ସ୍ମାର୍ଟ୍ ଫୋନ୍ ର ଯୁଗ ରେ ସେମାନେ ସାମିଲ ନାହାନ୍ତି।ତେବେ ସେହି ମାନଙ୍କ ଉନ୍ନତି ନିମନ୍ତେ ସରକାର ଏମିତି ଏକ ନିଷ୍ପତି ନେଇଛନ୍ତି।

ତେବେ ସେହି ଜିଲ୍ଲା ମାନଙ୍କ ମଧ୍ୟରେ ରହିଛି ମାଲକାନଗିରି।ତେବେ ମାଲକାନଗିରି ଜିଲ୍ଲା ରେ ଆପଣ ଅଧିକାଂଶ ଅଧିବାସୀ ସମ୍ପ୍ରଦାୟ ରେ ଲୋକ ମାନଙ୍କୁ ଦେଖିବାକୁ ପାଇବେ। ତେବେ ବର୍ତ୍ତମାନ ସରକାର ଏହି ଜିଲ୍ଲା ରେ ସ୍ମାର୍ଟ ଫୋନ୍ ବିତରଣ ର ନିଷ୍ପତି ନେଇଛନ୍ତି। ଓ ଏହି ଅଞ୍ଚଳ ରେ ଘରେ ଘରେ ଲୋକ ମାନଙ୍କୁ ସ୍ମାର୍ଟ୍ ଫୋନ୍ ଯୋଗାଇ ଦିଆ ଯିବ ବୋଲି ସୂଚନା ମିଳିଛି ।ତେଣୁ ଏହି ଅଞ୍ଚଳ ରେ ଚାରିଟି ଟାୱାର ମଧ୍ୟ ଲଗା ଯାଇ ସାରିଛି।

ସୂଚନା ଅନୁସାରେ ଖୁବ୍ ଶୀଘ୍ର 4G ଟାୱାର ମଧ୍ୟ ଏହି ଅଞ୍ଚଳ ରେ ଲଗାଯିବ ବୋଲି କୁହା ଯାଉଛି। ଏହା ସହିତ ରାସ୍ତାଘାଟ, ବିଦ୍ୟୁତ ସେବା, ଡିପ୍ ବିରୁଏଲ୍ ଦ୍ୱାରା ଜମି କୁ ଜଳ ଯୋଗାଣ ପାଇଁ ମଧ୍ୟ ସୁବିଧା କରାଇ ଦିଆଯିବ।

ତେବେ ଏହି ସବୁ ପ୍ରକଳ୍ପ ରେ ଆନୁମାନିକ 100 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହା ଯାଉଛି। ତେବେ ଆଦିବାସୀ ବହୁଳ ଜିଲ୍ଲା ପାଇଁ ସରକାର ଙ୍କ ପକ୍ଷରୁ ଏହି ନିଷ୍ପତି ବର୍ତ୍ତମାନ ସବୁଠି ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୋଜନା କୁ ସ୍ୱାଗତ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।