ମୁହଁରେ କଳାଜାଇ ର ଅର୍ଥ କଣ ? ଶୁଭ ଓ ଅଶୁଭ ସଙ୍କେତ ଜାଣନ୍ତୁ

ଆମର ଶରୀରରେ ଯାହା ବି ଚିହ୍ନ ଥାଏ ତାହା ଆମର ଭବିଷ୍ୟତ ବିଷୟରେ ସୂଚେଇ ଥାଏ l ଯେମିତି କି ଆମର ହାତର ରେଖା, ତିଳ, କଳା ଯାଇ, ଭାତୁଡି, ଏମିତି ଚି଼ହ୍ନ ଗୁଡିକ ଆମର ଭବିଷ୍ୟତ ଦେଖାଇ ଥାଏ l ଯେ କେମିତି ସେହି ମଣିଷ ର ଭବିଷ୍ୟତ ରହିବ l ସେହି ମଣିଷ ଆଗ ଜନ୍ମ ରେ କଣ ଥିଲା ଏ ଜନ୍ମ ରେ ସେ ତା ଜୀବନ ରେ କଣ କରିବା l

ଜୀବନର ଗତିପଥ କେମିତି ରହିବା l ତା ଜୀବନ ରେ କଣ ସବୁ ସଫଳତା ପାଇବ l ସେ କେମିତି ନିଜର ଜୀବନ ରେ ଦୁଃଖ ସୁଖ ପାଇବେ l ଏହି ସବୁ ସୂଚେଇ ଥାଏ l

ସେମିତି ମଣିଷ ର ମୁହଁ ର ଉପର ଭାଗରେ ଥିବା କଳା ତିଳ ଯାହା କି କିଛି ସୂଚନା ରୂପରେ କାର୍ଯ୍ୟ କରିଥାଏ l ଏହା ପଶୁ ମାନଙ୍କର ମଧ୍ୟ ଥାଏ l

ଆଜି ଆମେ ଅପଣଙ୍କୁ ଆମର ଦେହରେ ଥିବା କଳା ତିଳ ବିଷୟରେ କହିବୁ l ଏହି ନଖ ହାତରେ ଥିବା ରେଖା ଭଳି ଆମର ଭବିଷ୍ୟ କୁ ଦର୍ଶାଏ l ଏହି ତିଳ ସବୁ ମଣିଷ ର ଅଲଗା ଅଲଗା ପ୍ରକାରର ହୋଇଥାଏ l ଅପଣ ଦେଖିଥିବେ ଅନେକ ମଣିଷ ର ମୁହଁ ତଥା ସମସ୍ତ ଦେହ ସାରା କଳା ଜାଇ ଗୁଡିକ ରେ ଚନ୍ଦ୍ର ପରି ଚିହ୍ନ ଥାଏ l

କିନ୍ତୁ ସବୁ ମଣିଷ ର ଏହି ଚି଼ହ୍ନ ନଥାଏ l ଆମେ ଆଜି ଆପଣଙ୍କୁ କହିବୁ ଯେ ଯେଉଁ ମଣିଷ ର ମୁହଁ ରେ ଯେଉଁ ଭଳି ଚିହ୍ନ ଯଥା କଳା ଜାଇ ଚିହ୍ନ ଥାଏ ତାହା କଣ ସବୁ ଭବିଷ୍ୟତ କରି ଥାଏ l

ଯେ ବ୍ୟକ୍ତି ମୁହଁ ରେ ଏହି ଭଳି ତିଳ ର ଚିହ୍ନ ଥାଏ ସେହି ମଣିଷର ଭାଗ୍ୟ ଭଲ ଅଟେ l ଯେମିତ ମଥା ରେ ତିଳ ରହିଲେ କେବେ ଅଭାବ ରୁହେ ନାହିଁ l ମଥା ରେ ବାମରେ ରହିଲେ ଅଯଥା ଧନ ଖର୍ଚ୍ଚ ହୁଏ l

ନାକ ରେ ରହିଲେ ସେମାନେ କରିଥିବା ଲକ୍ଷ୍ୟ ସେମାନେ ପୁରଣ କରି ଥାନ୍ତି l

ଆଖି ରେ ପାଖରେ ତିଳ ରହିଲେ ସେମାନେ ସବୁବେଳେ ବୁଝି ବିଚାର କରି କରନ୍ତି l

ଗାଲ ରେ ଥିଲେ ସେମାନେ ସୌଭାଗ୍ୟବତୀ ହୋଇ ଥାନ୍ତି କିନ୍ତୁ ବାମ ପଟରେ ରହିଲେ ଅଯଥା ଖର୍ଚ୍ଚ କରନ୍ତି l ଆଖି ପତାରେ ରହିଲେ ଦାମ୍ପତ୍ୟ ଜୀବନ ସୁଖରେ କାଟନ୍ତି l

ଓଠ ରେ ରହିଲେ ସ୍ୱାମୀ ସ୍ତ୍ରୀ ଖୁସି ରେ ଜୀବନ ସାରା ରୁହନ୍ତି l ମୁହଁରେ ଥୁଡ଼ି ରେ ତିଳ ରହିଲେ ଧନ ର ଅଭାବ ରହେ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।