ମୁହଁରେ ସୌନ୍ଦର୍ଯ୍ୟ କୁ ବଢ଼େଇବା ପାଇଁ ଆଜି ହିଁ ଏହି ଘରୋଇ ଉପଚାର କରନ୍ତୁ, ୧୦୦% ଗ୍ୟାରେଣ୍ଟି
କଥା ରେ ଅଛି ଯେ, “ସୌନ୍ଦର୍ଯ୍ୟ ନାରୀଣ ଭୂଷଣ ” l ସେମିତି ସମସ୍ତ ଲୋକ ମାନେ ନିଜର ସୌନ୍ଦର୍ଯ୍ୟ ଉପରେ ଅଧିକ ମାତ୍ରା ରେ ନଜର ରଖି ଥାନ୍ତି l ସମାଜ ରେ ପୁରୁଷ ଅପେକ୍ଷା ମହିଳା ଲୋକ ମାନେ ନିଜର ରୂପ ସୌନ୍ଦର୍ଯ୍ୟ ଉପରେ ଅଧିକ ଫୋକସ କରି ଥାନ୍ତି l ସୌନ୍ଦର୍ଯ୍ୟ ନ ଥିଲେ କେହି ଭଲ ଲାଗି ନ ଥାନ୍ତି l ତେଣୁ ସମସ୍ତେ ନିଜର ସୌନ୍ଦର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇ ଥାନ୍ତି l
ତେଣୁ ସୌନ୍ଦର୍ଯ୍ୟ ର ଭଲ ଟିପ୍ସ ଜାଣି ଥିବା ଦରକାର ଅଟେ l ସାଧାରଣତଃ ସମସ୍ତ ଲୋକ ମାନେ ନିଜର ସୌନ୍ଦର୍ଯ୍ୟ ପାଇଁ ସମସ୍ତ ରାସାୟନିକ ଜିନିଷ କୁ ବ୍ୟବହାର କରି ଥାନ୍ତି l
ସମସ୍ତେ ବିଭିନ୍ନ ପ୍ରକାର ରାସାୟନିକ ଫେସୱାସ ଆଦି ଅନେକ ପ୍ରକାର ଦାମୀ ଜିନିଷ ଗୁଡିକ ବ୍ୟବହାର କରି ଥାନ୍ତି l ଏହା ଅଧିକ ଦାମୀ ହୋଇ ଥାଏ l ଏହି କସମେଟିକ ଜିନିଷ ଗୁଡିକ ଅଧିକ ସୁନ୍ଦର ଦେଖା ଯାଏ କିନ୍ତୁ ଏହା ଶେଷ ରେ ଅନେକ ପ୍ରକାର ମୁହଁ ରେ ବ୍ରଣ ଆଦି ବାହାର କରି ଦେଇ ଥାନ୍ତି l ଏହି ସୌନ୍ଦର୍ଯ୍ୟ ଅଳ୍ପ ଦିନ ପାଇଁ ରହି ଥାଏ l ତେଣୁ କିଛି ସୌନ୍ଦର୍ଯ୍ୟ ଏମିତି ରହିଛି ଯାହାକି ସବୁବେଳେ ଦିନ ପାଇଁ ରହି ଥାଏ l
କିଛି ଝିଅ ମାନେ ଗୋରା ହେବ ପାଇଁ ଅନେକ ପ୍ରକାର କସମେଟିକ ବ୍ୟବହାର କରି କିଛି ଦିନ ପାଇଁ ଗୋରା ହୋଇ ପୁଣି ନିଜର ରଙ୍ଗ କୁ ଫେରି ଆସି ଥାନ୍ତି l ସେଥି ପାଇଁ ଏକ ଘୋରାଇ ଗୋରା ହେବା ରେ କିଛି ରହି ଥାଏ l
ଆସନ୍ତୁ କଣ ସେହି ଗୋରା ହେବା ର ମନ୍ତ୍ର l
ଗୋଟିଏ ବାଟି ରେ କିଛି ସାଗୁ ଦାନା କୁ ଜଳ ରେ ଭେଦି ଦିଅନ୍ତୁ ତାପରେ ତାକୁ ପେଷ୍ଟ କରି ଦିଅନ୍ତୁ । ତାପରେ ଏହି ପେଷ୍ଟ ରେ କିଛି କ୍ଷୀର ମିଶି ରାତିରେ ଲାଗି ଦିଅନ୍ତୁ l ଏମିତି 10 ଦିନ କରିବା ପରେ ମୁହଁ ର ଆସ୍ତେ ଆସ୍ତେ କିଛି ପରି ବର୍ତ୍ତନ ହୋଇ ଯିବ l
ଅନ୍ୟ ଟି ଏହି ସାଗୁ ପେଷ୍ଟ ରେ କିଛି ଅଟ୍ଟା ଓ ମଇଦା ମିଶି ମୁହଁରେ ଲଗାଇଲେ ବ୍ରଣ ଆଦି ଭଲ ହୋଇ ଥାଏ l ପୁଣି ଏହି ସାଗୁ ପେଷ୍ଟ ରେ ଲେମ୍ବୁ ମିଶି ମୁହଁ ରେ ଲଗାଇ ଲେ ମୁହଁ ରେ ଥିବା ସ୍କିନ ରିଙ୍କିଲ ଗୁଡ଼ିକ ସମାନ ହୋଇ ଯାଇ ଥାଏ l
ସମସ୍ତେ ଗୋରା ହୋଇ ଗଲେଣି l ଏମିତି ସମସ୍ତେ କରନ୍ତୁ ଓ ନିଜର ସୌନ୍ଦର୍ଯ୍ୟ କୁ ବଢ଼ାନ୍ତୁ l ଏହା କରିବା ଦ୍ୱାର କାହାରି ମୁହଁ ରେ କିଛି ବ୍ରଣ ଭଳି ଅସୁନ୍ଦର ହୋଇ ନ ଥାଏ l ଏହା ନିଶ୍ଚୟ କରନ୍ତୁ ଓ ସୌନ୍ଦର୍ଯ୍ୟ ସୁନ୍ଦର ହେବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।