ମୁହଁ ରେ ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିବା ପାଇଁ ଏହି ଘୋରାଇ ଉପଚାର କରନ୍ତୁ ୧୦୦% ଗ୍ୟାରେଣ୍ଟି କାମ କରିବ – Beauty Tips
ବର୍ତମାନ ସମସ୍ତେ ମୁହଁ ରେ ସମସ୍ତ ଚିହ୍ନି ଭଲ ହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଭଲ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ ଏହି ଚିହ୍ନି ଫରକ ଜଣା ପଡିଥାଏ l ଆପଣ ସେତେବେଳେ ନିଜର ଏହି ଚିହ୍ନି ପାଈଁ ବ୍ୟସ୍ତ ହୋଇଥାନ୍ତି l
ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ସ୍କିନ ସଫା ହୋଇ ଯାଆନ୍ତି l କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଭଲ ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ମୁହଁରେ ନାନା ପ୍ରକାରର ରୋଗ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l
ଆମେ ଆପଣକୁ ଏମିତି ଏକା ଘର ତିଆରି ଫେସିଆଲ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ମାତ୍ର ସାତ ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ଗୋରା ହୋଇଯିବେ l ବିଶେଷ ରୂପେ ମହିଳା ମାନେ ଗୋରା ହେବା ପାଈଁ ଇଛା କରିଥାନ୍ତି l ତେଣୁ ଏହି ସାମଗ୍ରୀ କୁ ଅତି ସହଜରେ ବ୍ୟବହାର କରିବେ l
1.ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ l ଏଥିରେ କିଛି ସାଗୁ କୁ ପେଷ୍ଟ କରି ଦିଅନ୍ତୁ l ଏହି ସାଗୁ ପେଷ୍ଟ ରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ l ଏହି ସବୁ କରି ସରିଲା ପରେ ଏହି ସାମଗ୍ରୀ କୁ ସକାଳ ଓ ରାତିରେ ଏହି ମୁହଁ ଉପରେ ଘଷି ଘଷି ଦିଅନ୍ତୁ ପରେ ସୌନ୍ଦର୍ଯ୍ୟ ହୋଇ ଯିବ l ଏବେ ଚାଲନ୍ତୁ ଜାଣିବା ଆଉ ଗୋଟିଏ ଉପାୟ ତିଆରି କରିବେ ଏହି ସାମଗ୍ରୀ l
2.ଏହି ସାଗୁ ପେଷ୍ଟ ରେ ଅଳ୍ପ ହଳଦୀ ଗୁଣ୍ଡ ମିଶନ୍ତୁ ପରେ ମୁହଁ ରେ ଲଗାନ୍ତୁ l ମୁହଁ ଚମକିବ l
3. ଯଦି ବାଳ ମୁଣ୍ଡ ରେ ଝଡୁ ଥାଏ ତେବେ ଏହି ସାଗୁ ପେଷ୍ଟ ରେ ଓଲିଭ oil ମିଶି ମୁଣ୍ଡ ରେ ଲଗାନ୍ତୁ l କେଶ ଝାଡ଼ିବା ଶେଷ ହୋଇ ଯିବ l.
4. ଯଦି ମୁହଁ ରେ ବ୍ରଣ ଥାଏ ତେବେ ସାଗୁ ପେଷ୍ଟ ରେ ହଳଦୀ ଓ ଗୋଲାପ ଜଳ ମିଶାଇ ମୁହଁ ରେ ଲଗାନ୍ତୁ l ବ୍ରଣ ଭଲ ହୋଇ ଯିବ l
5. ଶେଷ ରେ ସାଗୁ ଗୁଣ୍ଡ ରେ ଅଟା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଏଥିରେ ଗୋଲାପ ଜଳ ମିଶାଇ ଲଗାନ୍ତୁ ମୁହଁ ରେ ସମସ୍ତ ଶୁଷ୍କ ପଣ ନଷ୍ଟ ହୋଇ ସୌନ୍ଦର୍ଯ୍ୟ ବୃଦ୍ଧି ହେବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।