OMG ! ପ୍ରଥମ ଥର ପାଇଁ ମାଟି ହାଣ୍ଡିରେ ଯୁବକ ବନିଲେ ଏମିତି ” MUTTON CURRY ” ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆମେ ଅନେକ ସମୟରେ ଆପଣଙ୍କୁ ବହୁତ କିଛି ଘଟଣାର ଭିଡିଓ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।


ଆପଣ ତ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଭାବରେ ସ୍ମାର୍ଟ ଫୋନ୍ ର ବ୍ୟବହାରକୁ ବହୁଳ ଭାବରେ ହେଉଛି। ଆଉ ଏସବୁକୁ ବ୍ଯବହାର କରି ଲୋକେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ମଧ୍ଯ ଦେଖାଉଛନ୍ତି। ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ସେହିପରି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଏମିତି ଭିଡିଓ ଯାହାକୁ ଦେଖି ଆପଣ ମାନେ ବହୁତ୍ ଖୁସି ହେବେ।ଏହି ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ତେବେ ଏହି ଭିଡିଓ ରେ ଜଣେ ମଉସା ମାଟି ହାଣ୍ଡିରେ ମଟନ ରୋଷେଇ କରୁ ଥିବାରୁ ନଜର ଆସିଛନ୍ତି ।

ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ।

ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। ଆଉ ଏହି ଇଣ୍ଟରନେଟ ର ବ୍ୟବାହର କରି ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି, କହିବାକୁ ଗଲେ ସୋସିଆଲ ମିଡ଼ିଆକୁ ଲୋକମାନେ ରୋଜଗାର ପନ୍ଥାଭାବରେ ବ୍ୟବହାର କରୁଛନ୍ତିି ।

ଆପଣ ମାନେ ସମସ୍ତେ ମଟନ୍ ଖାଇଥିବେ। ତେବେ ପାଟଣା ର ଜଣେ ବ୍ୟକ୍ତି ଦଦନ ହାଣ୍ଡି ମଟନ ତିଆରି କରୁଛନ୍ତି। ସେ ଏଭଳି ନିଆରା ଢାଞ୍ଚା ରେ ଏହି ହାଣ୍ଡି ମଟନ୍ କୁ ତିଆରି କରୁଛନ୍ତି ଏହି ଡିସ୍ କୁ ଦେଖି ଜଣେ ବ୍ଲଗର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହାର ଭିଡିଓ ସେଆର କରିଛନ୍ତି। ବ୍ୟକ୍ତି ଜଣଙ୍କ ମଟନ ତିଆରି ସମସ୍ତଙ୍କୁ ଆକର୍ଷିତ କରିଛି। ଏହାର ପ୍ରାଇସ ରହିଛି ମାତ୍ର 200ଟଙ୍କା।200ଟଙ୍କା ରେ ଆପଣ ମଟନ ସହିତ ଅନଲିମିଟେଡ ଚାବଲ୍ ରୁଟି ନେଇ ପାରିବେ।ଏହି ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଛାଇ ଯାଇଛି।ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ କୁ 20 ଲକ୍ଷ ରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।