ଦେଖନ୍ତୁ ମୃତ୍ୟୁର LIVE ଭିଡିଓ :-ମୃତ୍ୟୁ ପୂର୍ବରୁ ଚିଠି , ମୁଁ ଆଉ ଯନ୍ତ୍ରଣା ସହିପାରୁନି…ଝିଅକୁ ଭଲରେ ରଖିଥିବ, ମୁଁ ବିଦାୟ ନେଉଛି..ଘଟଣା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ
ମୁଁ ଆଉ କଷ୍ଟ ସହି ପାରୁନି 5 ମାସ ହେଲାଣି ଛାତିରେ ପ୍ରବଳ ଯନ୍ତ୍ରଣା ହେଉଛି ଏତେ କଷ୍ଟ ହେଉଛି ଯେ ରାତିରେ ମୁଁ ଶୋଇ ବି ପାରୁନି | ଆଉ କେତେ କଷ୍ଟ ସହିବି ଆଉ ପାରୁନି, ଅପରେସନ ହେଲା ସତ କିନ୍ତୁ ମୋର କଷ୍ଟ ଟିକେ ବି କମିଲା ନାହିଁ | ଭାଇ ଦେଇ ବୋଉ ମୋର ସମସ୍ତ ଙ୍କୁ ଗୋଟିଏ ଅନୁରୋଧ ମୋ ଝିଅ କୁ ଭଲରେ ରଖିବ, ମୋର କଷ୍ଟ ପାଇଁ ମୁଁ ଆଜି ବିଦାୟ ନେଉଛି |
ଏଇ ମେଡ଼ିସିନ ଖାଇ ଖାଇ ଭାରି ବିରକ୍ତ ହେଲିଣି, ତେଣୁ ମୁଁ ନିଷ୍ପତି ନେଇଛି ଜୀବନ ହାରିବାକୁ ହେଲେ ମୋ ମରିବା ପଛରେ କେହି ବି ଦାୟୀ ନୁହଁନ୍ତି | ତୁମେ ସମସ୍ତେ ବହୁତ ଭଲ ମୋର ଯଦି କିଛି ଭୁଲ ଥିବ ତେବେ ମତେ କ୍ଷମା କରି ଦେବ | ତେବେ ଏ ହେଉଛି ଏକ ଘର ର ବୋହୂ ର କଥା ଯିଏ କି ଏବେ ଜୀବନ ହାରି ଦେଇଛନ୍ତି |
ସୂଚନା ଅନୁଯାଇ ତାଙ୍କର 5 ମାସ ହେଲାଣି ଛାତିରେ ଭାରି କଷ୍ଟ ହେଉ ଥିଲା ଆଉ ସେହି ଯନ୍ତ୍ରଣା କୁ ସହିବା ମିନାକ୍ଷୀ ଙ୍କ ପାଖରେ ସମ୍ଭବ ନଥିଲା ସେଥିପାଇଁ ତ ନିଜ ଜୀବନ ହାରି ଦେବା ଭଳି ଏକ ଚରମ ନିଷ୍ପତି ନେଇ ଗଲେ |
ବେସ ହସଖୁସି ରେ ତାଙ୍କର ସଂସାର ଚାଲି ଥିଲା ଆଉ ନିଜ ଝିଅ କୁ ନିଜ ଜୀବନ ଠୁ ମଧ୍ୟ ଅଧିକ ଭଲ ପାଉ ଥିଲେ ଏବଂ ଶାଶୂଘର ଲୋକ ମଧ୍ୟ ବେସ ଭଲ ଥିଲେ | ଆଉ ସ୍ୱାମୀ ମଧ୍ୟ ଯବାନ ଥିଲେ କେବଳ ଏତିକି ନୁହେଁ ନିଜେ ମିନାକ୍ଷୀ ମଧ୍ୟ ଜଣେ ଶିକ୍ଷୟତ୍ରୀ ଥିଲେ | ଟଙ୍କା ପଇସା ରେ ଘରେ ସେମିତି କିଛି ଅଭାବ ନଥିଲା କି ପାରିବାରିକ ବିବାଦ ମଧ୍ୟ ନଥିଲା ବାସ ଖାଲି 5 ମାସ ହେଲାଣି ତାଙ୍କ ଛାତିରେ ଧୀରେ ଧୀରେ କଷ୍ଟ ବଢ଼ିବାକୁ ଲାଗିଲା |
ଆଉ କଷ୍ଟ ଅସହ୍ୟ ହେବାରୁ ଏହାକୁ ନେଇ ମିନାକ୍ଷୀ ନିଜ ଶାଶୂଘର ଲୋକ ମଧ୍ୟ ଜଣାଇ ଥିଲେ ଆଉ ସାଙ୍ଗେ ସାଙ୍ଗେ ମେଡିକାଲ ରେ ଦେଖାଇ ଚିକିତ୍ସା ବି କରାଯାଇ ଥିଲା | ହେଲେ କୌଣସି ଲାଭ ନ ହେବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ମିନାକ୍ଷୀ ଙ୍କର ଅପରେସନ ହୋଇ ଥିଲା | କିନ୍ତୁ ଯନ୍ତ୍ରଣା କମି ନଥିଲା କିନ୍ତୁ ମେଡ଼ିସିନ ବଢ଼ିବାରେ ଲାଗି ଥିଲା ଯେଉଁଥିପାଇଁ ମିନାକ୍ଷୀ ଚାପଗ୍ରସ୍ତ ଥିଲେ | ଧୀରେ ଧୀରେ ଯନ୍ତ୍ରଣା ବଢ଼ିବାରୁ ନିଜ କଷ୍ଟ କୁ ଆଉ ସହି ପାରିଲେ ନାହିଁ ବୋଲି ମିନାକ୍ଷୀ ଶେଷ ଚିଠିରେ ଲେଖିଛନ୍ତି |
ପରିବାର ଲୋକ ଙ୍କ କହିବା ଅନୁଯାଇ ସମ୍ପର୍କୀୟ ଙ୍କ ଜନ୍ମଦିନ ଥିବାରୁ ସମସ୍ତେ ସେଠାକୁ ଯାଇ ଥିଲେ ଆଉ ଏତିକି ବେଳେ ରୋଷେଇ ଘରେ ଶାଢ଼ୀ ଲଗାଇ ମିନାକ୍ଷୀ ଝୁଲି ପଡ଼ି ଥିଲେ | ଆଉ ପରିବାର ଲୋକ ଆସି ଦେଖିବା ପରେ ସବୁକିଛି ସରି ଯାଇଥିଲା ଆଉ ମିନାକ୍ଷୀ ଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିବା ପରେ ପରିବାର ଲୋକେ ପୋଲିସ ଙ୍କୁ ଖବର ଦେଇ ଥିଲେ | ତେବେ ମିନାକ୍ଷୀ କାହିଁକି ଏମିତି ନିଷ୍ପତି ନେଲେ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି |