Odia Bayagita – ମୁଣ୍ଡବାଳ କୁଣ୍ଡେଇବା ସମୟରେ ହାତରୁ ପାନିଆ ଖସିଗଲେ କଣ ସୂଚନା ମିଳିଥାଏ ……
ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ନିଜ ଜୀବନରେ ନିଶ୍ଚିତ ରୂପରେ କରିବା ଆବସ୍ୟକ ଏବଂ ସେପରି ବ୍ୟକ୍ତି ବା କାମ ଟାରୁ ଦୂରରେ ରହିବା ଆବଶ୍ୟକ ।
1–ଯେଉଁ ମାନଙ୍କର ଖାଇବା ପରେ ଅଇଁଠା ବାସନ ଛାଡିବାର ଅଭ୍ୟାସ ରହିଥାଏ ସେମାନଙ୍କୁ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଥାଏ ବା ସଫଳତା ପାଇଁବା ପାଇଁ ବହୁତ କଷ୍ଟ ହୋଇଥାଏ ।
2–ଯେଉଁ ମାନଙ୍କର ସୂର୍ଯ୍ୟ ଉଦୟ ସମୟରେ ବା ସୂର୍ଯ୍ୟ ଅସ୍ତ ସମୟରେ ବା ଦିନ ବାରଟାରେ , ଖାଇବା , ଖୋଇବା ବା ଝଗଡା କରିବାର ଅଭ୍ୟାସ ରହିଥାଏ ସେମାନଙ୍କର ଦୁଃଭାଗ୍ୟ ଓ ଦାରିଦ୍ୟତା ବୃଦ୍ଧି ହୋଇଥାଏ ।
3–ଯେଉଁ ମାନଙ୍କର ଅମାବସ୍ୟା ଦିନ ମଦ ଏବଂ ମାଂସ ଖାଇବାର ଅଭ୍ୟାସ ରହିଥାଏ ସେମାନଙ୍କର ଖୁବଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।
4–ଯେଉଁ ମାନଙ୍କର ମଙ୍ଗଳବାର , ଶନିବାର , ଦ୍ୱାଦଶ , ଏକଦଶୀ , ଚତୁର୍ଦ୍ଦଶୀ , ଅମାବସ୍ୟା ଏବଂ ପୂର୍ଣ୍ଣିମାରେ ବାଳ କାଟିବାର ଅଭ୍ୟାସ ରହିଥାଏ ସେମାନଙ୍କୁ ଘୋର ଦୁଃଖ ଏବଂ ଦରିଦ୍ରତା ପ୍ରାପ୍ତ ହୋଇଥାଏ ।
5–ଯେଉଁ ମାନଙ୍କର ବାରମ୍ବାର ଚୁଟି ଘରିବା ଏବଂ ଚୁଟି ଛୁଇଁବାର ଅଭ୍ୟାସ ରହିଥାଏ ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ ।
6–ଚୁଟି ଚୁଣ୍ଡାଇବା ବେଳେ ହାତରୁ ପାନିଆ ଖସିଗଲେ ଏହା ବହୁତ ଅଶୁଭ ହୋଇଥାଏ ଏବଂ କାନରେ ଚୁଟି ଉଠିଲେ ଅଶୁଭ ହୋଇଥାଏ ।
7–ଯେଉଁ ମାନଙ୍କର ଗରମ ପାଣିରେ ଗାଧେଇବାର ଅଭ୍ୟାସ ରହିଥାଏ ସେମାନଙ୍କର ବାଳ ଝଡିବା ସହିତ ଆଖି ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ ।
8– ଯେଉଁମାନେ ଘରେ ଲଗେଇଥିବା ଗଛରେ ସକାଲେ ଏବଂ ସଂଧ୍ୟାରେ ପାଣି ଦେଇଥାନ୍ତି ସେମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହା ସହିତ ଲଢିବା ପାଇଁ ମଧ୍ୟ ଶକ୍ତି ମିଳିଥାଏ ।
9–ଯେଉଁ ଲୋକମାନେ ବାହାରୁ ଆସି ଚପଲ , ଜୋତା ବା ମୋଜା କାଢି ଏଠିସେଠି ପକେଇବାର ଖରାପ ଅଭ୍ୟାସ ରହିଥାଏ ସେମାନଙ୍କର ଶତ୍ରୁବୃଦ୍ଧି ହେବା ସହିତ ଅମଙ୍ଗଳ ମଧ୍ୟ ହୋଇଥାଏ ।
10–ଗାଧେଇବା ସମୟରେ ପାଦ ଭଲ କରି ସଫା କରିବା ଉଚିତ ଏବଂ ବାହାରୁ ଆସିଲେ ପାଦ ଭଲକରି ଧୋଇବା ଉଚିତ ଏହାର ଦ୍ୱାରା ମନ ସ୍ଥିର ହୋଇଥାଏ ଏବଂ ମନର ଶକ୍ତି ବୃଦ୍ଧି ହୋଇଥାଏ ।
11–ଘରକୁ ଫେରିବା ସମୟରେ କିଛି ନା କିଛି ଜିନିଷ ସାଙ୍ଗରେ ଆଣିବା ଉଚିତ । ଏହାଦ୍ୱାରା ଘରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଧନ ବୃଦ୍ଧି ହୋଇଥାଏ । ଏହା ସହିତ ପରିବାରରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
12–ଯେଉଁ ମାନଙ୍କର ନାକରେ ଆଙ୍ଗୁଠି ଭର୍ତ୍ତି କରିବା ଅଭ୍ୟାସ ରହିଥାଏ କିମ୍ବା ଦାନ୍ତ ରଗଡିବା ଅଭ୍ୟାସ ରହିଥାଏ ସେମାନଙ୍କର ସ୍ୱାସ୍ଥ୍ୟସମସ୍ୟା ଦେଖା ଦେଇଥାଏ ଏବଂ ସାମାଜିକ ପ୍ରତିଷ୍ଟା ନଷ୍ଟ ହୋଇଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।