ଡାଇବେଟିସ୍ ମୂଳରୁ ଶେଷ କରନ୍ତୁ ମାତ୍ର ୧ ମାସ ପର୍ଯ୍ୟନ୍ତ ଖାଆନ୍ତୁ ଏହି ୫ଟି ଜିନିଷ ୧୦୦% ଗ୍ୟାରେଣ୍ଟି

ବର୍ତମାନ ସମୟରେ ଅନେକ ଲୋକ ଡାଇବେଟିସ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଶେଷରେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି l ଏଥିରୁ ଜଣା ଯାଇଛି ଯେ 7 ଜଣଙ୍କ ମଧ୍ୟ ରୁ ଜଣେ ଆକ୍ରାନ୍ତ ଡାଇବେଟିସ ରୋଗ ରେ l l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ଅନେକ ଗୁରୁତ୍ୱ ପୂର୍ଣ୍ଣ ଅଂଶ କୁ ନଷ୍ଟ କରି ଦେଇ ଥାଏ l ଆଜି ଚାଲନ୍ତୁ ଜାଣିବା କଣ କଲେ ଡାଇବେଟିସ କୁ ଆମେ ପରିଷ୍କାର କରିବା କରା ଯାଏ l

କମ ପାଣି ପିଇବା l କମ ପାଣି ପିଇବା ଯୋଗୁଁ ଆମ ଶରୀର ରେ ସାଧାରଣତଃ ଡାଇବେଟିସ ହେବାର ସବୁଠୁ ଅଧିକା ଦାଇ ହୋଇ ଥାଏ l

ତେଣୁ କେବେବି କମ ପାଣି ପିଅନ୍ତୁ ନାହିଁ ଏପରି କଲେ ଆମ ଶରୀରରେ ସୁଗାର ଅଧିକ ହୋଇ ଯାଇ ଥାଏ lଅଧିକ ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ଯୋଗୁଁ ମଧ୍ୟ ଡାଇବେଟିସ ର ହେବା ର ସମ୍ଭାବନା ଥାଏ l

ଅଧିକ ଫାଷ୍ଟ ଫୂଡ଼ ଜାତୀୟ ଖାଦ୍ୟ ଖାଇଲେ ଆମ ର ପାକସ୍ଥଳୀ ଉପରେ ପ୍ରଭାବ ପକେଇ ଥାଏ l ଏହି ପ୍ରକାର ଅନେକ କାରଣ ଯୋଗୁଁ ଡାଇବେଟିସ ହେବାର ଅଧିକ ସମ୍ଭାବନା ହୋଇ ଥl ଏ l ଚାଲନ୍ତୁ କଣ କଲେ ଏହି ସବୁ ରୋଗ ରୁ ଆମେ ଭଲ ହୋଇ ଯିବା l

1, ବ୍ୟାୟାମ :- ବ୍ୟାୟାମ ଦିନ କୁ 5 ମିନିଟ କଲେ ଆମ ଶରୀର ରେ ଅନେକ ପ୍ରକାର ଉପକାର କରି ଥାଏ l ବ୍ୟାୟାମ ଆମେ ସବୁ ସ୍ଥାନ ରେ କରି ପାରିବ l ଏହା ଦିବସ ରେ ନିଶ୍ଚୟ କରନ୍ତୁ l ଏହା ଦ୍ୱାରା ଡାଇବେଟିସ ଜନିତ ରୋଗ ଭଲ ହୋଇ ଯିବ l

2, କଲରା ଜୁସ :-ଆମେ ପ୍ରତି ଦିନ କଲରା ବା କଲରା ଜୁସ ରେ ଅଧିକ ଇମ୍ୟୁନିଟି ଆଦି ରହି ଥାଏ l ତେଣୁ ଏହା ପ୍ରତି ଦିନ ଖାଇଲେ ଡାଇବେଟିସ ରୋଗ ଭଲ ହୋଇ ଥାଏ l

3, ପ୍ରତି ଦିନ ୠସେଇ ରେ ସାରୁ ୠସେଇ କରି ଖାଆନ୍ତୁ l ସାରୁ ରେ ଆଣ୍ଟି ଆକ୍ସିଡେଣ୍ଟ ରହି ଥାଏ l ଏହା ଡାଇବେଟିସ କୁ ପ୍ରତିରୋଧ କରି ଥାଏ l ସାରୁ କୁ ଛାଣି ବା ୠସେଇ କରି ପ୍ରତି ଦିନ 1 ମାସ ଖାଆନ୍ତୁ l ଏହା କରିବା ଦ୍ୱାରା ଡାଇବେଟିସ ଭଲ ହୋଇ ଯାଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।