ଦେଖନ୍ତୁ Shocking ଭିଡ଼ିଓ : ଡେଲିଭରୀ କେମିତି ହୁଏ ଅଭିନେତା ବାବୁସାନ ମୋତେ ପଚାରିଥିଲେ…ମୁଁ ଏମିତି କହିଥିଲେ ତାଙ୍କୁ ଆଗ ମୋ ପେଟ……
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି “ଦମନ ” ଫିଲ୍ମ। ଖାଲି ଓଡ଼ିଆ ନୁହଁ ସାରା ଭାରତରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ଏହି ଫିଲ୍ମ ଟି । ଆଉ ଯାହା ସହିତ ଏକ ନିଛୁକ ବାସ୍ତବ ଘଟଣା କୁ ନେଇକି ଫିଲ୍ମ ଟି ରିଲିଜ ହୋଇଛି ଆଉ ଯାହା ଦର୍ଶକ ମାନଙ୍କର ହୃଦୟ କୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି ଏହି ଓଲିଉଡ ର ଦମଦାର ଫିଲ୍ମ “ଦମନ ” ।
ତେବେ ବର୍ତ୍ତମାନ ଦମନ ଫିଲ୍ମ ରେ ଗର୍ଭବତୀ ସ୍ତ୍ରୀ ହେବାର ଅଭିନୟ କରୁଥିବା ଝିଅ ଜଣଙ୍କ ତାଙ୍କର ସେହି ଫିଲ୍ମ ରେ ଅନୁଭୂତି କେମିତି ଥିଲା ସୁପରଷ୍ଟାର ବାବୁସାନ ଙ୍କ ସହିତ ତାହା ପ୍ରକାଶ କରିଛନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା ।
ତେବେ ଏହି ଭାଇରାଲ ଭିଡ଼ିଓ ରେ କୁହାଯାଉଛି ସେହି “ଦମନ ” ଫିଲ୍ମ ବିଷୟରେ ।ଆଉ ଯାହା କୁହାଯାଉଛି କି “ଦମନ ” ଫିଲ୍ମ ଟି ଦେଖିବା ପରେ ଲୋକ ମାନଙ୍କର ଓଡ଼ିଆ ଫିଲ୍ମ ଜଗତ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି ।ଦମନ ଫିଲ୍ମ ର ସଫଳତା ଆଶା ଠାରୁ ଅଧିକ ହେବାକୁ ଲାଗିଛି ଦିନକୁ ଦିନ ।
ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏହି ଫିଲ୍ମ ରେ ହିରୋଇନ ନାହାନ୍ତି ଆଉ ଜଣେ ଡାକ୍ତର ଙ୍କ ଉପାନ୍ତ ଅଞ୍ଚଳରେ ସଂଘର୍ଷ ମୟ କାହାଣୀ ବିଷୟରେ ଏହି ଫିଲ୍ମ ରେ ସୁନ୍ଦର ଭାବରେ ଦର୍ଶା ଯାଇଛି ଏହି ଫିଲ୍ମ ଟିରେ ।
ଆଉ ଯେଉଁଥି ଏକ ରିଏଲ ଘଟଣା କୁ ନେଇକି ଫିଲ୍ମ ଟି ଭାଇରାଲ ହେବା ପରେ ଲୋକ ମାନଙ୍କର ମନରେ ଥିବା ଭଲ ପାଇବା ପ୍ରକାଶ କରିବାରେ ଲାଗିଛି ବୋଲି କୁହାଯାଉଛି । ତେବେ ଏଠାରେ ଦେଖିବାକୁ ମିଳିଛି କି ଗର୍ଭବତୀ ମହିଳା ଭୂମିକା ରେ ଥିବା ମହିଳା ଜଣଙ୍କ ତାଙ୍କ ର ଅଭିନୟ ବିଷୟରେ କହିଛନ୍ତି । ଆଉ ଯେଉଁଠି ସେ ଜଣେ ପ୍ରକୃତରେ ଡାକ୍ତର ଅଟନ୍ତି ଆଉ ସେଥିପାଇଁ ବାବୁସାନ ତାଙ୍କୁ ଗର୍ଭବତୀ ସ୍ତ୍ରୀ ର ପ୍ରସବ ପାଇଁ ଡାକ୍ତରଙ୍କୁ କଣ କରିବା ପାଇଁ ପଡିଥାଏ ବୋଲି ପଚାରିଥିଲେ ।
ଆଉ ସେ ତାଙ୍କୁ ଫୋଣ୍ଡାଲାଇଟ ବିଷୟରେ କହିଥିଲେ, ଆଉ ଡିରେକ୍ଟର କହିଥିଲେ କି ପ୍ରସବ ବର୍ତ୍ତମାନ ହେବାର ଅଛି ଯେହେତୁ ଫିଲ୍ମ ରେ ବଟ ଆର ପଟେ ଅଛି ତ ଜଣେ ଡାକ୍ତର ଙ୍କୁ କଣ କରିବା ଆବଶ୍ୟକ ।
ତାହା ପରେ ସେ ଏପିଜଟମି ଶବ୍ଦ ଟି କହିଥିଲେ ଆଉ ଯାହା କୁ ବାବୁସାନ ପ୍ରଥମେ ଭୁଲ କହୁଥିଲେ ଆଉ ବାରମ୍ବାର କହିବା ପରେ ଠିକ କରିକି କହିଥିଲେ ଆଉ ସଟ ନେବା ପାଇଁ ଯାଇଥିଲେ ବୋଲି କୁହାଯାଉଛି । ଆଉ ଜଣେ ହିରୋ ଙ୍କୁ ଗାଇଡ଼ କରିବାର ଅନୁଭୂତି ନିଆରା ଥିଲା ବୋଲି କହିଛନ୍ତି ସେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।