ମୁଁ ସିଙ୍ଗଲ ଅଛି ,ମୋତେ ଯାହା କରିବାର ଅଛି ମୋତେ କଣ ଟୋକା ଅଭାବ ହେବେ ମୁଁ ବୁଢା ସହିତ night ରେ ଶୋଇବି
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।
ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଆଜି କାଲିର ଲୋକ ମାନେ ସମାଜରେ କିଛି ନା କିଛି କାମ କରେଇଦେବ ବା ଚାକିରି କରେଇଦେବ କହି ଶାରିରୀକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତି।
ଯଦି ସେହି କାର୍ଯ୍ୟ ରେ ବିଫଳ ହୋଇଯାଏ ତାହେଲେ ଶେଷରେ ସେହି ଲୋକ ସେହି ଯୁବତୀ ଙ୍କୁ ସମାଜ ଆଗରେ କଳଙ୍କର ଟିକା ଲଗାଇବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ବିଭିନ୍ନ ପ୍ରକାରର ମିଥ୍ୟା କଥା କହି ଦିନ ରାତି ଟରଚର ମଧ୍ୟ କରିଥାନ୍ତି। ତେବେ ସେହିପରି ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ତାହା ଜଣେ ବୃଦ୍ଧ ବୟସର ବ୍ୟକ୍ତି ଯାହାର ନାମ ହେଉଛି ଯୁଗେଶ୍ୱର ନାୟକ ଯିଏକି ଜଣେ ପାର୍ଲର ମାଲିକ ଅର୍ଥାତ୍ ଜଣେ ଯୁବତୀଙ୍କୁ ଟଙ୍କା କାରବାର ଅଭିଯୋଗରେ ଫସେଇଛନ୍ତି।
ତେବେ ଯୁବତୀ ଜଣକ ଜଣେ ପାର୍ଲର ର ମାଲିକ। ତାଙ୍କ ପାଖକୁ ୨୦୨୦ ମସିହାରେ ଯୁଗେଶ୍ୱର ନାୟକ ନାମକ ବୋଲି ଜଣେ ବ୍ୟକ୍ତି ତାଙ୍କର ପାର୍ଲର ର କୌଣସି କାମରେ ସେହି ଯୁବତୀ ପାଖକୁ ଆସିଥିଲେ। ଆଉ ତାପରେ ଯୁଗେଶ୍ୱର ନାୟକ ସେହି ଯୁବତୀଙ୍କୁ ଏକ ଆଲବମ୍ ରେ କାମ ଦେଇ କହି ତାଙ୍କୁ ଟଙ୍କା ମଧ୍ୟ ଦେଇଥିଲେ। ଆଉ ସେହି ଆଲବମ୍ ଗୀତ ମଧ୍ୟ ସୁଟିଂ ସାରି ରିଲିଜ୍ ମଧ୍ୟ ହୋଇ ସାରିଛି।
ଆଉ ତାପରେ ଯୁଗେଶ୍ୱର ନାୟକ ଯୁବତୀ ଜଣଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଥିଲେ। ହେଲେ ଯୁବତୀ ଜଣଙ୍କ ତାଙ୍କ ଇଣ୍ଟେନସନ୍ ବିଷୟରେ ଜାଣିପାରି ତାଙ୍କ ପାଖରୁ ଦୂରେଇ ରହିଥିଲେ। ଆଉ ନିଜ ଇଜତ୍ କୁ ବଞ୍ଚାଇବା ପାଇଁ ଚୁପ୍ ରହିଥିଲେ। ହେଲେ ଏବେ ସେହି ବ୍ୟକ୍ତି ଜଣକଙ୍କର ଟଙ୍କା ସେହି ଯୁବତୀ ନେଇଛନ୍ତି ବୋଲି କହୁଛନ୍ତି। ସେଥିପାଇଁ ଯୁବତୀ ଜଣକ ଲିଙ୍ଗରାଜ ଥାନାରେ ଯୁଗେଶ୍ୱର ନାୟକ ଙ୍କ ନାମରେ ଅଭିଯୋଗ କରିଛନ୍ତି।