“ ମୁଁ ବି ନମିତା ଅଗ୍ରୱାଲ ହେବି ” ରିୟାଲିଟି ଶୋ ରେ Sthiti ଙ୍କ ଗୀତ ଶୁଣି କାନ୍ଦିପକେଇଲେ Namita ମ୍ୟାମ, ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ
ବର୍ତ୍ତମାନ ସାରା ଓଡ଼ିଶାରେ ସିଦ୍ଧାର୍ଥ ଟିଭି ଚ୍ୟାନେଲ ନମ୍ବର ୱାନରେ ରହିଛି। ସେ ଚ୍ୟାନେଲରେ ଅନେକ ରିୟାଲିଟି ଶୋ ଯଥା ସମ୍ପୂର୍ଣ୍ଣ ଲକ୍ଷ୍ମୀ, ରଜ ସୁନ୍ଦରୀ ଓ ମୁଁ ବି ନମିତା ଅଗ୍ରୱାଲ ହେବି ଭଳି ଆଦି ରିୟାଲିଟି ଶୋ ଦେଉଛି। ସେଥି ମଧ୍ୟରୁ ମୁଁ ବି ନମିତା ଅଗ୍ରୱାଲ ହେବି ଏକ ବଡ଼ ରିୟାଲିଟି ସୋ ଅଟେ। ସେହି ଶୋ ରେ ଅନେକ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି।
ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ମୁଁ ବି ନମିତା ଅଗ୍ରୱାଲ ହେବି ଶୋ ରେ, ଜଣେ ପ୍ରତିଯୋଗି ଏଭଳି ଭାବରେ ଗୀତ ଗାଇଛନ୍ତି, ଯାହାକି ନମିତା ଅଗ୍ରୱାଲ ନିଜେ କାନ୍ଦି ପକାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ପୁରା ଖବର ଜାଣିବା;
ତେବେ ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ। ତେବେ ବିଭିନ୍ନ ପ୍ରକାର ମନଛୁଆଁ, ହୃଦୟସ୍ପର୍ଶ ସଙ୍ଗୀତ ଆପଣ ତ ଶୁଣିଥିବେ। ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ।
ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।
ବର୍ତ୍ତମାନ ସିଦ୍ଧାର୍ଥ ଟିଭି ଚ୍ୟାନେଲରେ ତାଙ୍କ ନାଁ ରେ ଏକ ରିୟାଲିଟି ଶୋ କରା ଯାଇଛି। ଯାହାର ନାମ ରହିଛି ମୁଁ ବି ନମିତା ଅଗ୍ରୱାଲ ହେବି। ଏହି ରିୟାଲିଟି ସୋ ରେ ଅନେକ ନାମୀ ଦାମୀ କଣ୍ଠଶିଳ୍ପୀ ମାନେ ଜଜ ହୋଇ ବସିଛନ୍ତି। ଓଡ଼ିଶାର କୋଣ ଅନୁକୋଣରୁ ପିଲା ମାନେ ଆସି ଏହି ରିୟାଲିଟି ସୋ ରେ ଭାଗ ନେଇଛନ୍ତି। ସୁନ୍ଦର ସୁନ୍ଦର ଗୀତ ଗାଇ ଜଜ ମାନଙ୍କର ମନ କିଣି ନେଉଛନ୍ତି।
ତେବେ ଏହି ଶୋ କୁ ଏଭଳି ଏକ ପ୍ରତିଯୋଗି ଆସି ଥିଲେ, ଯାହାର ନାମ ସୃଷ୍ଟି ସୁଭକାଂକ୍ଷୀ ଅଟେ। ସେ ନମିତା ଅଗ୍ରୱାଲ ଗାଇଥିବା ଗୀତରେ ଗାଇ ଥିଲେ। ଯାହାକି ଗୀତଟି ମା ଙ୍କ ଆଧାରରେ ସୁନ୍ଦର ଭଜନ ଟିଏ ଗାଇ ଥିଲେ।
ସେ ଗୀତଟିକୁ ଏଭଳି ସ୍ୱରରେ ଗାଇ ଥିଲେ, ସେଠାରେ ବସି ଥିବା ଜଜ ମାନଙ୍କ ମନ କିଣି ନେବା ସହିତ ନିଜେ ନମିତା ଅଗ୍ରୱାଲ ମଧ୍ୟ ସେହି ଗୀତ ଶୁଣି ଜୋର ଭାବରେ କାନ୍ଦି ପକାଇ ଥିଲେ। ନମିତା ଅଗ୍ରୱାଲଙ୍କ ଏଭଳି ଦୃଶ୍ୟକୁ ଦେଖି ସେଠାରେ ବସି ଥିବା ଜଜ ବା ପ୍ରତିଯୋଗି ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ଯେତେବେଳେ ତାଙ୍କୁ ଏହାର କାରଣ ପଚରା ଯାଇ ଥିଲା, ସେ କହିଥିଲେ ଯେ ଗୀତ ରେକର୍ଡ଼ ସମୟରେ ସେ ବହୁତ ଦୁଃଖରେ ଥିଲେ। ସେ ଦୁଃଖକୁ ସେ ସହି ଯାଇ ମା ଙ୍କ ପାଇଁ ଗୀତ ଗାଇ ଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।