Life Style – ମୁଁ ଆପଣଙ୍କ Lover ର ନାମ କହିଦେବି, ଏବେ ହିଁ କରନ୍ତୁ ଏହି ଛୋଟିଆ ଉପାୟ ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଏହି ଲେଖା ମାଧ୍ୟମ ରେ ଏକ ଟ୍ରିକ ବିଷୟ ରେ ଜଣାଇବୁ ଆପଣଙ୍କ ଲଭର ନାମ ର ପ୍ରଥମ ଅକ୍ଷର । ତେବେ ଆମେ ଯଦି ଆପଣଙ୍କ ର ଲଭର ର ସଠିକ୍ ନାମ ର ପ୍ରଥମ ଅକ୍ଷର କହିବୁ ତେବେ ଆପଣ ନିଜ ଲଭର ନାମ କମେଣ୍ଟେ ମାଧ୍ୟମ ରେ ଆମକୁ ନିଶ୍ଚୟ ଜଣାଇବେ ।ତେବେ ଆସନ୍ତୁ ଆରମ୍ଭ କରିବା ;

ଷ୍ଟେପ ୧ – ତଳେ ଦିଆ ଯାଇଥିବା ଚାଟ ଟିକୁ ଭଲ ଭାବରେ ଦେଖନ୍ତୁ । ଚାଟ ରେ ଥିବା ଲେଟର ଓ ନମ୍ୱର୍ କୁ ଭଲ ଭାବରେ ଦେଖନ୍ତୁ । ସେଥିରୁ ନିଜ ଲଭର ନାମ ର ପ୍ରଥମ ଅକ୍ଷର ପାଖରେ ଥିବା ନମ୍ୱର୍ କୁ ମନେ ରଖନ୍ତୁ । ଯେମିତି A ରୁ ଯଦି ଆରମ୍ଭ ହେଇଛି ତେବେ ୧୭ ନମ୍ୱର୍ ମନେ ରଖନ୍ତୁ ଆଉ ଯଦି B ରୁ ଆରମ୍ଭ ହୋଇଛି ତେବେ ୧୫ ନମ୍ୱର୍ ମନେ ରଖନ୍ତୁ । ଏମିତି ଭାବରେ ନିଜ ଲଭର ନାମ ର ପ୍ରଥମ ଅକ୍ଷର ପାଖରେ ଥିବା ନମ୍ୱର୍ କୁ ମନେ ରଖନ୍ତୁ ।

ଷ୍ଟେପ ୨- ବର୍ତ୍ତମାନ ନିଜ ଲଭର ନାମ ର ପ୍ରଥମ ଅକ୍ଷର ପାଖରେ ଥିବା ନମ୍ୱର୍ ରେ ୨୦ ମିଶାଇ ଦିଅନ୍ତୁ । ଆଉ ସେହି ନମ୍ୱର୍ ଟିକୁ ମନେ ରଖନ୍ତୁ ।

ଷ୍ଟେପ ୩- ବର୍ତ୍ତମାନ ୨୦ ମିଶାଇ ସାରିବା ପରେ ଯେଉଁ ନମ୍ୱର୍ ଟି ଆସି ଥିଲା ସେହି ନମ୍ୱର୍ ରୁ ୧ ଫେଡି ଦିଅନ୍ତୁ। ଆଉ ସେହି ନମ୍ୱର୍ ଟିକୁ ମନେ ରଖନ୍ତୁ ।

ଷ୍ଟେପ ୪- ବର୍ତ୍ତମାନ ୧ ଫେଡୀ ସାରିବା ପରେ ଯେଉଁ ନମ୍ୱର୍ ଟି ଆସିଛି ସେହି ନମ୍ୱର୍ କୁ ୩ ଦ୍ଵାରା ଗୁଣନ କରନ୍ତୁ । ଆଉ ଯେଉଁ ନମ୍ୱର୍ ଟି ଆସୁଛି ତାକୁ ମନେ ରଖନ୍ତୁ।

ଷ୍ଟେପ ୫- ତେବେ ଏହି ଷ୍ଟେପ ଟି ଲାଷ୍ଟ ଷ୍ଟେପ ଅଟେ । ଏହି ଷ୍ଟେପ ରେ ୩ ଦ୍ଵାରା ଗୁଣନ କରିବା ଦ୍ଵାରା ଯେଉଁ ନମ୍ୱର୍ ଟି ଆସିଥିଲା ସେହି ନମ୍ୱର୍ ରେ ୨ ମଲ୍ଟିପ୍ଲାଏ ଅର୍ଥାତ୍ ଗୁଣନ କରନ୍ତୁ ।

ବର୍ତ୍ତମାନ ଉତ୍ତର ଜାଣିବାର ସମୟ ଆସି ଯାଇଛି। ଆପଣ ଙ୍କ ର ଯାହା ବି ଉତ୍ତର ଆସିଛି ସେହି ନମ୍ୱର୍ କୁ ତଳେ ଦିଆ ଯାଇଥିବା ଚାଟ ରେ ଦେଖନ୍ତୁ । ଏହି ଚାଟ ରେ ଯେଉଁ ସବୁ ନମ୍ୱର୍ ରହିଛି ସେହି ନମ୍ୱର୍ ରେ ଆଗକୁ ଥିବା ଲେଟର ଟି ଆପଣଙ୍କ ଲଭର ର ନାମ ର ପ୍ରଥମ ଅକ୍ଷର ଅଟେ ।

ତେବେ ଏହି ଟ୍ରିକ୍ ରେ ଆମେ ଆପଣଙ୍କ ଲଭର ନାମ ର ପ୍ରଥମ ଲେଟର ଜନାଇଲୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।