ମାତ୍ର ୨ ମିନିଟ ରେ ଦାନ୍ତ ପରିଷ୍କାର କରିବାର ଘୋରାଇ ଉପଚାର ୧୦୦% ଗ୍ୟାରେଣ୍ଟି କାମ କରିବ – Ramdev Health Tips
ବହୁତ ଲୋକଙ୍କ ଠାରେ ଏହି ପ୍ରକାର ସମସ୍ୟା ଦେଖାଯାଏ ଯେ ସେମାନେ ଯେତେ ପପ୍ରକାର ଟୁଥ ପେଷ୍ଟ ଦେଇ ଦାନ୍ତ ଘସିଲେ ମଧ୍ୟ ସେମାନଙ୍କ ଦାନ୍ତ ହଳଦୀଆ ଦେଖାଯାଏ l କଥା କହିଲେ ପାଟି ଗନ୍ଧ କରିଥାଏ l ଦାନ୍ତ ର ମୂଳ ଖାଇ ଯାଇଥାଏ l ଯାହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇ ଥାଏ l ଆପଣ ଯେତେ ବେଳେ ଅନ୍ୟ ମାନଙ୍କ ସହ କଥା ହୋଇଥାନ୍ତି ଆପଣ ଦୂରରେ ଛିଡା ହୋଇ କଥା ହେବାକୁ ପଡିଥାଏ l
ଏହି ପରି ଦାନ୍ତର ସମସ୍ୟା ହେଲେ ଅନ୍ୟ ମାନେ ଭାବନ୍ତି ଯେ ଆପଣ ଠିକ ରେ ଦାନ୍ତ ବ୍ରସ କରୁ ନାହାନ୍ତି l ଆପଣଙ୍କ ସହିତ ଅନ୍ୟ ମାନେ କଥା କହିବାକୁ ପସନ୍ଦ କରନ୍ତି ନାହିଁ l ଦାନ୍ତ ମଣିଷ ର ସୌନ୍ଦର୍ଯ୍ୟ ର ଏକ ଅଂଶ ଅଟେ l ଯଦି ଦାନ୍ତ ହଳଦିଆ ଦେଖାଯାଏ ଆପଣଙ୍କ ଚେହେରା ମଧ୍ୟ ସୁନ୍ଦର ଦେଖା ଯାଏ ନାହିଁ l ଆପଣ ହସିଲେ ସୁନ୍ଦର ଦେଖା ଯିବେ ନାହିଁ l ଲୋକେ ଭାବି ବେ ଯେ ଆପଣ ନିଜର ଦାନ୍ତ ପ୍ରତି ଧ୍ୟାନ ଦେଉ ନାହାନ୍ତି
ଆପଣଙ୍କ ସହିତ ଆପଣଙ୍କ ବନ୍ଧୁ ମାନେ ମଧ୍ୟ କଥା କହିବl ପାଇଁ ପସନ୍ଦ କରିବେ ନାହିଁ l ଆପଣ ସବୁ ବେଳେ ଅନ୍ୟ ଠାରୁ ପଛେଇ ରହିବେ l ଆପଣଙ୍କ ହସ ଅନ୍ୟ ମାନଙ୍କୁ ପସନ୍ଦ ହେବ ନାହିଁ କାରଣ ଆପଣଙ୍କ ଦାନ୍ତ ପୁରା ହଳଦିଆ ଅଟେ l ଅନେକ ସମୟରେ ଅନେକଙ୍କ ଦାନ୍ତରେ ଦାନ୍ତଆରିସା ହୋଇଥାଏ ଯାହା ପାଇଁ ଏହି ପରି ସମସ୍ୟା ହୋଇ ଥାଏ l ଏହା ଯୋଗୁଁ ଆପଣଙ୍କ ଦାନ୍ତ ଯନ୍ତ୍ରଣା ମଧ୍ୟ କରିଥାଏ l ଦାନ୍ତ ଅଳ୍ପ ବୟସ ରୁ ହଲିବା ଆରଂଭ ହୋଇଯାଏ l
ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଆପଣ କେବଳ ଏହି ସବୁ ଜିନିଷ ମିଶେଇ ଦାନ୍ତ ସଫା କରନ୍ତୁ ଆପଣଙ୍କ ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହେବ l ତେବେ ଚାଲନ୍ତୁ ଜାଣିବା l
ପ୍ରଥମେ ଗୋଟିଏ କଟୋରି ରେ ଅଧ ଚାମଚରସୁଣ ପେଷ୍ଟ ନିଅ ଯାହାକି ଆମ ଦାନ୍ତ ପାଇଁ ବହୁତ ଉପକାରୀ ଅଟେ l ତାପରେ ଏଥିରେ ଏକ ଚୁଟକୀ ଲୁଣ ମିଶାନ୍ତୁ l ତାପରେ ସେଥିରେ ଏକ ଚୁଟକୀ ଟମାଟୋ ରସ ମିଶାନ୍ତୁ l ତାପରେ ସେଥିରେ ଅଧା ଚାମଚ କଲିଗେଟ ମିଶାଇ ଦିୟନ୍ତୁ l
ଏହା କୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ l ଏହାପରେ ଏହି ପେଷ୍ଟ କୁ ଭଲ ଭାବରେ ନେଇ ଦାନ୍ତ ଘସନ୍ତୁ l ହାତରେ କିମ୍ବା ବ୍ରସ ରେ ଘସି ପାରିବେ l ଦେଖିବେ ଧୀରେ ଧୀରେ ଆପଣଙ୍କ ଦାନ୍ତ ପୁରା ଧଳା ହୋଇଯିବ l ଦାନ୍ତ ଜନିତ ସମସ୍ତ ରୋଗ ଦୂର ହୋଇଯିବ lଏହାକୁ ନିୟମିତ କରିଲେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା କେବେ ରହିବ ନାହିଁ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।